ଯେକୌଣସି ବୟସରେ ମଧ୍ୟ ଆପଣ ଉଚ୍ଚତା ବଢାଇବାକୁ ଚାହୁଁଛନ୍ତି ତାହେଲେ ସକାଳୁ ମାତ୍ର ୧୦ ମିନିଟ କରନ୍ତୁ ଏହି ଆସନ

Spread the love

ବନ୍ଧୁଗଣ ଏକ ଆକର୍ଷଣୀୟ ଶରୀର ବନାଇବା ପାଇଁ ଶରୀରର ଉଚ୍ଚତା ଅତ୍ୟନ୍ତ ଆବଶ୍ୟକ । ଏହା କେବଳ ଆପଣଙ୍କ ବ୍ୟକ୍ତିତ୍ୱ କୁ ବଢ଼ାଇ ନଥାଏ ବରଂ ଆପଣଙ୍କ ଅତ୍ମୋବିଶ୍ୱାସ କୁ ମଧ୍ୟ ମଜବୁତ କରିଥାଏ । ଆସନ୍ତୁ ଆଜି ଆମେ ଏମିତି କିଛି ଆସନ ବିଷୟରେ ଜାଣିବା ଯାହାକୁ ସକାଳେ କରିବା ଦ୍ୱାରା ଆପଣଙ୍କ ଉଚ୍ଚତାର ଅଵଶ୍ୟ ବୃଦ୍ଧି ହେବ

୧. ତାଡା ଆସନ

ଉଚ୍ଚତା ବୃଦ୍ଧି ପାଇ ତାଡା ଆସନ ବହୁତ ଉପଯୋଗୀ ଆସନ ଅଟେ ଏହି ଆସନ ପାଇଁ ଆପଣଙ୍କୁ ପ୍ରଥମେ ସିଧା ଠିଆ ହେବାକୁ ପଡିବ ଏବଂ ପାଦକୁ ସିଧା ଅବସ୍ଥାରେ ରଖି ଦୁଇ ହାତକୁ ନିଜ ଶରୀରର ଦୁଇ ପାର୍ଶ୍ଵକୁ ନେଇ ତକ୍ଷଣାତ ଜୋରରେ ନିଶ୍ୱାସକୁ ଟାଣି ନିଜ ଦୁଇ ହାତକୁ ଉପରକୁ ଉଠାଇବାକୁ ପଡିବ । ନମସ୍କାର ମୁଦ୍ରାରେ ଦୁଇ ହାତକୁ ନିଜ ମୁଣ୍ଡ ଉପରକୁ ଯେତେ ସମ୍ଭବ ଉପରକୁ ଉଠାଇ ସିଧା ରଖନ୍ତୁ । ଏହି ଆସନକୁ ନିୟମିତ ରୂପରେ କରିବା ଦ୍ୱାରା ଆପଣଙ୍କ ଉଚ୍ଚତା ରେ ବୃଦ୍ଧି ହେବ ।

୨. ଭୃଜଙ୍ଗା ଆସନ

ଏହି ଆସନ କରିବା ପାଇଁ ଆପଣଙ୍କୁ ଆପଣଙ୍କ ପେଟର ବଳରେ ଶୋଇଯିବାକୁ ହେବ ଓ ଦୁଇ ହାତକୁ ଛାତିର ଦୁଇ ପାର୍ଶ୍ଵରେ ରଖି ପାଦକୁ ପାଖାପାଖି ରଖିବାକୁ ହେବ । ଏବେ ନିଶ୍ଵାସ କୁ ଭିତରକୁ ନେଇ ସାପ ପରି ନିଜ ଚେହେରା ଓ ଛାତିକୁ ଚିତ୍ରରେ ଦର୍ଶାଯାଇଥିବା ଭଳି ଉପରକୁ ଉଠାନ୍ତୁ । ଏହି ଆସନକୁ ନିୟମିତ ରୂପରେ କରିବା ଦ୍ୱାରା ଆପଣଙ୍କ ଉଚ୍ଚତା ରେ ବୃଦ୍ଧି ହେବ । କିନ୍ତୁ ଶେଷରେ ଆପଣମାନଙ୍କୁ ଗୋଟେ କଥା କହିବି ଆପଣ ଯେମିତି ବି ଅଛନ୍ତି ଆପଣଙ୍କ ଶରୀର ଉପରେ ଗର୍ବ କରନ୍ତୁ । କାରଣ ଯେତେବେଳେ ଆପଣ ସଫଳ ହେବେ ତେବେ ଯାହାକୁ ଆପଣ ଅଭାଵ ବୋଲି ଭାବୁଛନ୍ତି ତାହା ଲୋକଙ୍କ ଆଖିରେ ଭଲ ବିନିଯିବ ।

ଏହି ଅନୁଛେଦଟି ଆପଣଙ୍କୁ କିପରି ଲାଗିଲା Comment କରି ଜଣାନ୍ତୁ । ଭଲ ଲାଗିଲେ share କରି ଅନ୍ୟଙ୍କୁ ଜଣାନ୍ତୁ । !!ଜୟ ଜଗନ୍ନଥ!!