ଜାପନୀ ତେଲ ଲଗେଇଲେ ହେବ ବଡ – ନେତାଙ୍କ ଷ୍ଟେଜ ଭାଷଣ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଅର୍ଚ୍ଚନା ନଗ ଙ୍କ ଫାସରେ ଛନ୍ଦି ହୋଇଥିଲେ ବାବୁମାନେ । ଜାପାନୀ ତେଲ ଲଗେଇ ଜାଉଥିଲେ ଟିକେ ଶାନ୍ତି ପାଇବା ପାଇଁ । ବଡ ବଡ ନେତା ସବୁ ପାଗଳ ଥିଲେ ନାଗ ଫାସରେ ପଡିବା ପାଇଁ । ଅର୍ଚ୍ଚନା ର ମାୟା ନଗରୀରେ ବୁଡ ନପକେଇଲେ ଯେମିତି ଦେହର କସରତ ମେଣ୍ଟୁ ନଥିଲା । ବିଜେଡି ର ବଡ ବଡ ନେତା ମନ୍ତ୍ରୀ ଜାଇ ଅର୍ଚ୍ଚନା ପୋଖରୀ ରେ ବୁଡ ପକାଉଥିଲେ ।

ତାହାଲେ କାହିଁକି ତଦନ୍ତ କରାଜାଉ ନାହିଁ ଅର୍ଚ୍ଚନା କେଳେଙ୍କାରୀ ରେ ସଂମ୍ପୃକ୍ତ ବିଜେଡି ନେତା ମାନଙ୍କୁ । ତେବେ ତଦନ୍ତ ପରିଶର କୁ ନିଆଯାଉନାହିଁ କାହିଁକି । ବହୁତ ଜଲ୍ଦି ଅର୍ଚ୍ଚନା ନାଗ ଫାସ ର ପର୍ଦାଫାସ କରିବ ଇଡି । ତେବେ ତେଲ ସୀନା ଜାପାନୀ ହେଲେ ବିଜେଡି ନେତା ମନ୍ତ୍ରୀ ଏବଂ ଅର୍ଚ୍ଚନା ଓଡିଆଣୀ । ତେବେ ଆପଣ ମାନେ ଦେଖୁ ନାହାଁନ୍ତି ଜାପାନୀ ତେଲ କଥା ସୁଣି ଲାଜେଇ ଗଲେଣି ନାରୀ ନେତ୍ରୀ ମାନେ ।

Tela

ଏମିତି ରେ ବନ୍ଧୁଗଣ ଆମେ ଯଦି ବର୍ତମାନ ସମୟ ରେ ଅର୍ଚ୍ଚନା ନାଗ ଙ୍କ ପରିସ୍ଥିତି ବିଷୟ ରେ କହିବା ତେବେ ଏବେ ରାଣୀ ମହୁ ମାଛି ଙ୍କ ସହିତ ତାଙ୍କର ସ୍ୱାମୀ ଜଗବନ୍ଧୁ ଏବଂ ସହଯୋଗୀ ଖେଗଶ୍ୱର ଙ୍କୁ ବର୍ତମାନ ସମୟ ରେ ଇଡି ପଚରା ଉଚୁରା କରୁଥିବା ବେଳେ । ତେବେ ନେତା ମନ୍ତ୍ରୀ , ସିନେ ପ୍ରୋଜଜକ ଏମିତି ଅନେକ ବଡବଡିଆ ଙ୍କ ଠାରୁ ଯେଉଁ ଟଙ୍କା ଆଦାୟ କରିଥିଲେ । ଇଡି ପୂର୍ବରୁ ପୋଲିସ ଠାରୁ ଅର୍ଥାତ ଖଣ୍ଡଗିରି ଥାନା ରେ ଯେଉଁ ଆଫାୟାର ଦାୟର ହୋଇଥିଲା । ତାହାର କପି ଗ୍ରହଣ କରିସାରିଛନ୍ତି ।

ଏବଂ ଏହା ପରେ ଏହି ଚାରିଜଣଙ୍କୁ ଇଡି ଘାଣ୍ଟିବ ଏବଂ ଅର୍ଚ୍ଚନା ଙ୍କ ଏକାଉଣ୍ଟ ରୁ ଶେଷ ଟ୍ରାଞାକ୍ସନ ରେ 35 ଲକ୍ଷ ଟଙ୍କା ଉଠେଇ ନିଆଜାଇ ଥିବା କଥା RBI ସୂଚନା ଦେଇଥିଲା । କମିଶନ ରେଟ ପୋଲିସ ବି RBI ଚିଠି ଲେଖିଥିଲେ ଏହି ସବୁ ମଧ୍ୟରେ ତାଙ୍କର ଆର୍ଥିକ ଦେଣ ଲେଣ ର କଣ କନେକ୍ସନ ରହିଛି ତାହା ଜାଣିବା ପାଇଁ । ଏବଂ ଏହି ମଧ୍ୟରେ ତାଙ୍କର ଗେମ୍ ପ୍ଲାନ ମଧ୍ୟରେ ଆଉ କେତେ ଟଙ୍କା ଖର୍ଚ୍ଚ ହୋଇଥିଲା ତଥା ଶ୍ରଦ୍ଧାଞଳୀ ଙ୍କୁ କେତେ ଟଙ୍କା ଦେଇଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *