ଜଣେ ଡ୍ରାଇଭର ବଞ୍ଚେଇଲା ଗୋଟେ ଝିଅର ଜୀବନ, ପ୍ରତିବଦଳରେ ଝିଅଟି ଯାହା କରିଲା ଡ୍ରାଇଭରର ଜୀବନ ବଦଳିଗଲା

Spread the love

ସମସ୍ତଙ୍କ ଜୀବନରେ ଦୁଃଖ ଏବଂ ସୁଖ ଦୁଇଟା ଆସିଥାଏ ଏବଂ ସମସ୍ତଙ୍କ ଜୀବନରେ ଖରାପ ସମୟ ମଧ୍ୟ ନିଶ୍ଚିତ ଆସେ କିନ୍ତୁ ବହୁତ କମ ଲୋକ ହିଁ ଏମିତି ଅଛନ୍ତି, ଯେଉଁମାନଙ୍କ ଖରାପ ସମୟରେ କେହି ତାଙ୍କର ସାଥୀ ଦିଅନ୍ତି ନାହିଁ ଏବଂ ଆଜି ଆମେ ଏମିତି ଏକ ଝିଅ ବିଷୟରେ କହିବୁ ଯାହାର ଖରାପ ସମୟରେ କୌଣସି ସମ୍ପର୍କୀୟ ନୁହେଁ ବରଂ ଜଣେ ଟ୍ରକ ବାଲା କାମରେ ଆସିଥିଲା ।

ଏହି ଘଟଣା ହରଦୟାଲ ଗାଁର ଅଟେ । ଗୋଟେ ଝିଅ ଅଛି ଯାହାର ନାମ ସାବିତ୍ରୀ ଦେବୀ ଏବଂ ତାର ଝିଅ ଯାହାର ନାମ କିରଣ ଅଟେ । ସାବିତ୍ରୀ ଦେବୀ ନିଜ ଝିଅ କିରଣ ସହିତ ହରଦୟାଲ ପୁର ଗାଁ ଠାରୁ କିଛି ପାଖ ଦୂରରେ ଗୋଟେ ଘରେ ରହେ । ଥରେ ସାବିତ୍ରୀ ଦେବୀ ନିଜ ଝିଅ ସହିତ ନିଜ ଘରେ ଶୋଇଥିଲେ । ରାତି ପ୍ରାୟ 2 ଟା ସମୟରେ କିଛି ଗୁଣ୍ଡା ସାବିତ୍ରୀର ଘର ଉପରେ ଆକ୍ରମଣ କରିଦେଲେ ଏବଂ କିରଣ ଝିଅକୁ ନେଇ ଜଙ୍ଗଲ ଭିତରକୁ ଦୌଡ଼ିଲେ ।

ଯେମିତି ସାବିତ୍ରୀର ନିଦ ଭାଙ୍ଗିଲା ତ ସେ ନିଜ ଝିଅକୁ ବଞ୍ଚେଇବା ପାଈଁ ବହୁତ ଚିତ୍କାର କରିଲା, କିନ୍ତୁ ସେ ଗୁଣ୍ଡା 2 ଜଣ ଥିଲେ ସେଥିପାଇଁ ସାବିତ୍ରୀର କୌଣସି ଯୋର ଚାଲିଲା ନାହିଁ । ସାବିତ୍ରୀର ଝିଅ ମଧ୍ୟ ଜୋର ଜୋରସେ ପାଟି କରୁଥିଲା । ଠିକ୍ ସେହି ସମୟରେ ଜଙ୍ଗଲରେ ଯାଉଥିବା ଜଣେ ଟ୍ରକ ବାଲା ପାଟି ଶୁଣି ଟ୍ରକ ଅଟକି ଦେଲା । ସେହି ଟ୍ରକ ବାଲାର ନାମ ଥିଲା ଅସଲାମ୍ । ଅସଲାମ ଯେମିତି ହିଁ ସେ ଝିଅର ପାଟି ଶୁଣିଲା ତୋ ସେ ନିଜ ସାଙ୍ଗକୁ ନେଇ ଜଙ୍ଗଲ ଆଡେ ଅଗ୍ରସର କରିଲେ ।

ଜଙ୍ଗଲକୁ ଯାଇ ଅସଲାମ ଯାହା ଦେଖିଲା ତାହା ବହୁତ ଆଶ୍ଚର୍ଯ୍ୟ ଜନକ ଘଟଣା ଥିଲା କାହିଁକି ନା ସେ ଦୁଇ ଜଣ ଗୁଣ୍ଡା ସାବିତ୍ରୀ ଝିଅର ଇଜ୍ଜତ ନେବାକୁ ଚେଷ୍ଟା କରୁଥିଲେ ଅସଲାମ୍ ଯେମିତି ଏହି ଦୃଶ୍ୟ ଦେଖିଛି ସେମିତି ସେ ଗୋଟେ ଗୁଣ୍ଡାକୁ ଦୁଇଟା ହାତରେ ଧରି ନେଲା ।

ଏଇ ସମୟରେ ଅନ୍ୟ ଜଣେ ଗୁଣ୍ଡା ପଛରୁ ଅସଲାମ ମୁଣ୍ଡରେ ଗୋଟେ ଓଜନିଆ ଜିନିଷରେ ପିଟିଦେଲା । ଅସଲାମ୍ ତଳେ ପୋଡି ଗଲା କିନ୍ତୁ ସେ ହାର ମାନି ନ ଥିଲା । ମୁଣ୍ଡରେ ଆଘାତ ଲାଗିବା ପରେ ମଧ୍ୟ ସେ ଦୁଇ ଗୁଣ୍ଡାଙ୍କ ସହ ଅସଲାମ ଲଢେଇ କରିଲା ଏବଂ ଅସଲାମର ସାଙ୍ଗ ରଇସ୍ ମଧ୍ୟ ଅସଲାମକୁ ସାହାର୍ଯ୍ୟ କରିବାକୁ ଲାଗିଲା । ଅସଲାମ୍ ଏବଂ ରଇସ ଦୁହେଁ ମିଶି ସେ ଦୁଇ ଗୁଣ୍ଡାକୁ ରକ୍ତାକ୍ତ କରିଦେଲେ ଯେଉଁ କାରଣରୁ ସେ ଦୁଇ ଗୁଣ୍ଡା ଖସି ପଳାଇ ଗଲେ ଏବଂ ଅସଲାମ୍ ସାବିତ୍ରୀର ଝିଅକୁ ସାବିତ୍ରୀ ପାଖକୁ ନେଇ ଛାଡ଼ି ପଳାଇ ଗଲା ।

ଏହି ଘଟଣାର ପ୍ରାୟ 5 ବର୍ଷ ପରେ ଅସଲାମ୍ ସେହି ରାସ୍ତାରେ ଯାଉଥିଲା ଏବଂ ବ୍ରେକ ଫେଲ ହେବା କାରଣରୁ ଟ୍ରକ ଖାଇରେ ପଡ଼ିଗଲା ଏବଂ ଅସଲାମ୍ ସେଥିରେ ଫସି ଯାଇଥିଲା । ଟ୍ରକ ପଡିଯିବାର ଆବାଜ ଶୁଣି ସାବିତ୍ରୀ ଏବଂ କିରଣଙ୍କ ଆଖି ଖୋଲିଗଲା ଏବଂ ସେମାନେ ଦୁହେଁ ରାସ୍ତା ମୁହଁକୁ ଦୌଡିଲେ ।

ରାସ୍ତା ଉପରକୁ ଯାଇ ସାବିତ୍ରୀ ଏବଂ କିରଣ ଦେଖିଲେ ଯେ ଗୋଟେ ଲୋକ ସେହି ଟ୍ରକରେ ଫସି ଯାଇଛି, ଯିଏ ଖାଇର ପଡିଯିବ ଏବଂ ସେମାନେ ମା’ ଝିଅ ଶୀଘ୍ର ଅତିଶୀଘ୍ର ବହୁତ କଷ୍ଟରେ ସେ ଲୋକକୁ ଖାଇରୁ ପଡିବାରୁ ଉଧାର କଲେ । ଏହା ପରେ ନିଜ ଘରକୁ ସେ ଲୋକକୁ ନେଇ ଆସିଲେ ଏବଂ ଘୋରଇ ଉପଚାର ସାହାର୍ଯ୍ୟରେ ଅସଲାମ୍ ର କ୍ଷେତ ଜାଗାରେ ଔଷଧ ଲଗେଇ ଦେଲେ ।

ଦୁର୍ଘଟଣା ଘଟିବାର ତିନି ଦିନ ପରେ ଅସଲାମ ର ହସ୍ ଆସିଲା ତ ସେ କିରଣକୁ ଦେଖିଲା ଏବଂ ସେ ତାକୁ ଚିହ୍ନି ପାରିଲା ଯେ, ଏ ସେହି ଝିଅ ଯାହାକୁ ଦୁଇ ଗୁଣ୍ଡା ଜଙ୍ଗଲକୁ ଉଠେଇ ନେଇ ଯାଇଥିଲେ ଏବଂ ଅସଲାମ୍ ତାକୁ ବଞ୍ଚେଇ ଥିଲା । ଏହା ଦେଖି ଅସଲାମ୍ ଜୋର ସେ କାନ୍ଦିବାକୁ ଲାଗିଲା କାହିଁକି ନା ସେ ଅନୁଭବ କରିଲା ଯେ କାହାରି କୁ ସାହାର୍ଯ୍ୟ କରିବା ତ ତା’ର ଫଳ ଗୋଟେ ନାଁ ଗୋଟେ ଦିନ ନିଶ୍ଚିତ ମିଳିବ ।