ଜୈସ୍ କୁ ସୁରକ୍ଷା ଦେବାରେ ଲାଗିଥିଲା ପାକିସ୍ତାନ ର ସେନା, ଏୟାର ଷ୍ଟ୍ରଇକ୍ ହେବା ପରେ ତୁରନ୍ତ ଆତଙ୍କବାଦୀଙ୍କୁ ବଞ୍ଚେଇ ଥିଲା: …..

Spread the love

ପାକିସ୍ତାନ ର ବାଲାକୋଟ୍ ରେ ଭାରତୀୟ ଐରଫୋର୍ସ ର ଐର ଷ୍ଟ୍ରଇକ୍ ଗୋଟିଏ ବଡ଼ ଖବର ପ୍ରକଟ ହେଲା । ଇଣ୍ଡିଆନ୍ ଏକ୍ସପ୍ରେସ ଖବର ଅନୁସାରେ ପାକିସ୍ତାନ ସେନାକୁ ଜୈସ୍ ଏ ମହମ୍ମଦ, ଟେରର୍ କେମ୍ପ କୁ ଆକ୍ରମଣ କରିବା ବିଷୟରେ ପାକିସ୍ତାନ ସେନାକୁ ଆଗରୁ ଅନୁମାନ ଆସିଥିଲା ଓ ସେମାନେ ସପ୍ତାହ ପର୍ଯ୍ୟନ୍ତ ଏୟାର ଷ୍ଟ୍ରଇକ୍ ପାଖ ଆତଙ୍କବାଦୀ ମାନଙ୍କୁ ସୁରକ୍ଷା ଦେବାରେ ଲାଗୁଥିଲେ । ଏୟାର ଷ୍ଟ୍ରଇକ୍ ରେ ଛପା ହେଇଥିବା ରିପୋର୍ଟ ଅନୁସାରେ ଏହି କଥା ବାଲାକୋଟ୍ ରେ ଜୈସ୍ ର ତଲିମ-ଉଲ-କୁରାନ୍ ମଦର୍ଶେ ରେ ପଢ଼ୁଥିବା ଛାତ୍ର ନିଜ ପରିବାରକୁ କହିଥିଲା ।

ଖବରକାଗଜ ନିଜ ରିପୋର୍ଟ ରେ କହିଲା କି, ଯେଉଁ କେମ୍ପ ଉପରେ ଭାରତୀୟ ବାୟୁସେନା ଆକ୍ରମଣ କରିଥିଲେ ତାହାର ସୁରକ୍ଷା ପାଇଁ ପାକିସ୍ତା ସୈନିକ ପ୍ରସ୍ତୁତରେ ଥିଲେ । ଏୟାର ଷ୍ଟ୍ରଇକ୍ ହେବା ତୁରନ୍ତ ପାକିସ୍ତାନ ର ସେନା ଆତଙ୍କବାଦ ମାନଙ୍କୁ ସୁରକ୍ଷା ଜାଗାକୁ ନେଇଯାଇଥିଲେ ।

ସୁରକ୍ଷାରେ ଥିଲା ପାକିସ୍ତାନୀ ସରକାର –

ଖବରକାଗଜ ରେ ଛପା ହେଇଥିବା ଅନୁଯାଇ ଯେଉଁ ଦିନ ଭାରତୀୟ ବାୟୁସେନା ଆତଙ୍କବାଦ ଉପରେ ଆକ୍ରମଣ କରିଲେ, ତାହାଠାରୁ ଆଗରୁ ପାକିସ୍ତାନ ର ସେନା ଜୈସ୍ ଏ ମହମ୍ମଦ ର ତାଲିମ ଦେବା କେମ୍ପ କୁ ସୁରକ୍ଷା କରିବା ପାଇଁ ପ୍ରସ୍ତୁତରେ ଥିଲେ । ୨୬ ଫେବୃଆରୀ ସକାଳେ ଜୈସ୍ ଏ ମହମ୍ମଦ ଆତଙ୍କ ସବୁ ଶୋଇ ଥିଲେ ସେହି ସମୟରେ ହଠାତ ଏକ ବଡ଼ ବିସ୍ପରଣ ହେବାର ଶବ୍ଦ ଶୁଣିଲେ ସେମାନଙ୍କୁ କୌଣସି ଭୂମିକମ୍ପ ହେବାର ସନ୍ଦେହ ଆସିଲା । ଏହି ବିସ୍ପରଣ ହେବା ତୁରନ୍ତ ପାକିସ୍ତାନ ସେନା ଆତଙ୍କବାଦୀ ଙ୍କୁ ତୁରନ୍ତ ସୁରକ୍ଷା ଜାଗାକୁ ନେଲେ କିନ୍ତୁ ସଭିଙ୍କ ସୁରକ୍ଷା କରିପାରିଲେ ନାହିଁ ।

ମଦର୍ସେରେ ପଢ଼ୁଥିବା ସେହି ଛାତ୍ର ନିଜ ପରିବାରକୁ କହିଥିଲା କି ଆକ୍ରମଣ ନହେବା ଆଗରୁ ପାକିସ୍ତାନ ସେନା ମାନଙ୍କୁ ଆତଙ୍କବାଦୀ ଙ୍କୁ ରକ୍ଷା କରିବା ପାଇଁ ପଠାଇଥିଲେ। ତଥ୍ୟ ଅନୁଯାୟୀ ମଦର୍ସେ ସୁରକ୍ଷା ଏଥିପାଇଁ ଜଗାଇ ଦିଆଗଲା କାରଣ ସେମାନଙ୍କ ଫୋଟୋ ଲିକ୍ ହେଇଯାଇଥିଲା ।