ବିବାହ ପୂର୍ବରୁ କିମ୍ବା ସ୍ୱାମୀ-ସ୍ତ୍ରୀଙ୍କ ଛଡ଼ା ଅନ୍ୟ କାହାସହ ଶା-ରୀ-ରିକ ସ-ମ୍ପ-ର୍କ ରଖିଲେ ଜେଲ୍‌ !

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିବାହ ପୂର୍ବରୁ କିମ୍ବା ସ୍ୱାମୀ ସ୍ତ୍ରୀ ଙ୍କ ବ୍ୟତିତ ଆଉ କାହା ସହିତ ସଂ-ମ୍ପର୍କ ରଖିଲେ ହୋଇପାରେ ଜେଲ । ବହୁତ ଜଲ୍ଦି ଏହି ନେଇ ଇଣ୍ଡୋନେସିଆ ରେ ଏହି ନେଇ ନୂଆ ଆଇନ ଲାଗୁ ହେବାକୁ ଯାଉଛି । କୁହାଜାଇଛି ଯେ ଚଳିତ ବର୍ଷ ଇଣ୍ଡନେସିଆ ର ପାର୍ଲାମେଣ୍ଟ ରେ ଏହି ନିୟମ ପାରିତ ହୋଇପାରେ । ଏହି ଆଇନ ଅନୁସାରେ ଇଣ୍ଡୋନେସିଆରେ ରେ ନାଁ କେବଳ ବିବାହ ପୂର୍ବରୁ ଶା-ରି-ରୀକ ସଂ-ମ୍ପ-ର୍କ ବ୍ୟାନ ହେବ ବରଂ ବିବାହ ପରେ ବି କେବଳ ସ୍ୱାମୀ ସ୍ତ୍ରୀ ହିଁ ସଂ-ମ୍ପ-ର୍କ ରଖି ପାରିବେ ।

ଆଉ ଏମିତି ନକଲେ ଦଣ୍ଡବି ମିଳିପାରେ । ମିଡିଆ ଏଜେନ୍ସି ରିପୋର୍ଟ ଅନୁସାରେ ଚଳିତ ମାସରେ ଇଣ୍ଡୋନେସିଆର ପାର୍ଲାମେଣ୍ଟରେ ଏହି ନୂଆ ଆଇନ୍‌ ଲାଗୁ ହୋଇପାରେ। ଯେଉଁଥି ପାଇଁ ବିବାହ ପରେ ନିଜ ଲାଇଫ ପାର୍ଟନରଙ୍କୁ ଛାଡ଼ି ଅନ୍ୟ କାହା ସହିତ ଯୌ-ନ ସଂ-ମ୍ପ-ର୍କ ତଥା ଶା-ରୀ-ରିକ ସଂ-ମ୍ପ-ର୍କ ରଖିଲେ ବର୍ଷେ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ବି ହୋଇପାରେ ।

loves

ପାରିତ ହେବାକୁ ଥିବା ସମ୍ଭାବ୍ୟ ଏହି ଆଇନ୍‌ ଅନୁଯାୟୀ ଇଣ୍ଡୋନେସିଆରେ କେବଳ ସ୍ୱାମୀ ଓ ସ୍ତ୍ରୀଙ୍କୁ ହିଁ ଶା-ରୀ-ରିକ ସଂ-ମ୍ପ-ର୍କ ରଖିବାର ଅଧିକାର ମିଳିବ । ତେବେ ବିବାହ ପୂର୍ବରୁ ଶା-ରୀ-ରିକ ସଂ-ମ୍ପ-ର୍କ ରଖିବା ଉପରେ ମଧ୍ୟ ବ୍ୟାନ ଲାଗିବା ପାଇଁ ଯାଉଛି । ଏହି ଆଇନକୁ ଲାଗୁ କରିବା ପାଇଁ ଅନେକ ବର୍ଷ ଧରି ଆଲୋଚନା ଚାଲିଥିବା ବେଳେ ଇଣ୍ଡୋନେସିଆର ଡେପୁଟି ଆଇନ୍‌ ମନ୍ତ୍ରୀ କହିଛନ୍ତି ଏହା ଲାଗୁ ହାବାକୁ ଯାଉଛି ।

ସେହିପରି ଇଣ୍ଡୋନେସିଆର ରାଷ୍ଟ୍ରପତି କିମ୍ବା ସରକାରୀ ସଂସ୍ଥାର କେହି ଅପମାନ କରିପାରିବେ ନାହିଁ । ଏପରିକି ଇଣ୍ଡୋନେସିଆର ଆଇନ କାନୁନ ର ମଧ୍ୟ ଅବମାନନା କରିପାରିବେ ନାହିଁ । ଏହି ନେଇ ବହୁତ ଜଲ୍ଦି ନୂଆ ଆଇନ ଲାଗୁ ହୋଇପାରେ । ଡିସେମ୍ବର 15 ରେ ଏହି ନୂଆ ଆଇନ୍‌ ପାରିତ ହେବ ବୋଲି ଆଶା କରା ଯାଉଛି । ଏହି ନେଇ ଇଣ୍ଡୋନେସିଆର ଡେପୁଟି ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି କି । ଇଣ୍ଡୋନେସିଆରେ ଏହି ଆଇନ ଲାଗୁ ହେବା ପୂର୍ବରୁ ଝଡ ଆରମ୍ଭ ହୋଇଯାଇଛି । କିଛି ଇସଲାମିକ ଗ୍ରୁପ୍‌ ଏହାକୁ ସମର୍ଥନ କରୁଥିବା ବେଳେ ଆଉ କିଛି ଏହାକୁ ବିରୋଧ ମଧ୍ୟ କରୁଛନ୍ତି ।

ଏହି ଆଇନ 2019 ରେ ପାରିତ ହେବାର ଥିଲା । ହେଲେ ସେହି ସମୟରେ ଇଣ୍ଡୋନେସିଆରେ ଏହାକୁ ବିରୋଧ କରାଯାଇଥିଲା । ହଜାର ହଜାର ସଂଖ୍ୟକ ଲୋକ ଏହାକୁ ବିରୋଧ ପ୍ରଦର୍ଶନ କରି ରାଜରାସ୍ତାକୁ ଉହ୍ଲାଇ ଥିଲେ । ସେମାନଙ୍କର କହିବା ଅନୁସାରେ । ଏହି ଆଇନ୍‌ ନାଗରିକଙ୍କ ସ୍ୱତନ୍ତ୍ରତାକୁ ବହୁତ ପରିମାଣ ରେ ହ୍ରାସ କରିଦେବ ବୋଲି ସୂଚନା ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ