ଅର୍ଚ୍ଚନାଙ୍କ ନୂଆ ଚାଲ କଥା ଇଡିକୁ କହିଦେଲେ ଜଗବନ୍ଧୁ ! ସବୁ ଖୋଲି କହିଦେଲେ

Jagbandhu

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଅର୍ଚ୍ଚନା ଙ୍କ ନୂଆ ଚାଲ ଇଡି କୁ ଭୁଆଁ ବୁଲେଇ ଦୃଷ୍ଟି ଭଙ୍ଗ କରୁଛନ୍ତି ଅର୍ଚ୍ଚନା । କେତେ ବେଳେ ବୟାନ ଦେଇ ଗୁମର ଖୋଲିବା କଥା କହୁଛନ୍ତି ତ । ଆଉ କେତେ ବେଳେ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନାହିଁ ବୋଲି କହି ଚୁପ୍ ରହୁଛନ୍ତି । ପ୍ରଥମ ରିମାଣ୍ଡରେ ଇଡି ଅଧିକାରୀ ନାକେଦମ ହୋଇ ସାରିଥିଲେ । ହେଲେ ଦ୍ୱତୀୟ ରିମାଣ୍ଡ ରେ ଇଡି ପ୍ରଶ୍ନରେ ଅର୍ଚ୍ଚନା ଜଗବନ୍ଧୁ ଘାଇଲା ହୋଇଛନ୍ତି । ଯେମିତି ଅର୍ଚ୍ଚନା ନୂଆ ଚାଲ କରି ତଥ୍ୟ ଦେବାକୁ ଚାହୁଁ ନାହାଁନ୍ତି ।

ସେମିତି ଇଡି ଅର୍ଚ୍ଚନା ଙ୍କ ଠାରୁ ନୂଆ ଚାଲ କରି ସତ ଓଗାଳିବା ଚେଷ୍ଟା କରୁଛନ୍ତି । ଯେଉଁଥିରେ ଜଗବନ୍ଧୁ ମୁହଁ ଖୋଲିଛନ୍ତି । କେଉଁଠୁ ଅର୍ଚ୍ଚନା ଙ୍କ ପାଖକୁ ଏତେ ଟଙ୍କା ଆସୁଥିଲା ଏବଂ କିଏ ଦେଉଥିଲା । ଏହି ସବୁର ତଥ୍ୟ ଦେଉଥିଲେ ଜଗବନ୍ଧୁ । ଏହା ସହିତ ଜଗବନ୍ଧୁ ଙ୍କ ନାମରେ କିଛି କମ୍ପାନୀ ରହିଛି କି ନାହିଁ । ପ୍ରଶ୍ନ କରିଥିଲେ ଇଡି ଅଧିକାରୀ । ତେବେ ଦୁହିଁଙ୍କୁ ମାରାଥନ ଜେରା ପରେ ଗୁରୁତ୍ୱ ପୂର୍ଣ୍ଣ ତଥ୍ୟ ବାହାର କରିଛନ୍ତି ଇଡି ଅଧିକାରୀ । ହେଲେ ଅର୍ଚ୍ଚନା ଏହିଥିରେ କୈଣସି ପ୍ରକାରର ସହଯୋଗ କରୁନଥିବା କୁହାଜାଇଛି ।

Archana a

ତଦନ୍ତ କୁ ନୂଆ ବାଟ ଦେଖେଇବା ପାଇଁ ନୂଆ ଚାଲ କରିଛନ୍ତି ଅର୍ଚ୍ଚନା । ଟଙ୍କା ଲେଣ ଦେଣ ର ସବୁ ତଥ୍ୟ ଇଡି କୁ କହିଛନ୍ତି ଜଗବନ୍ଧୁ । ତେବେ ଅର୍ଚ୍ଚନା ଅର୍ଚ୍ଚନା ଙ୍କ କଳା ସାମ୍ରାଜ୍ୟ ରେ କିଏ କିଏ ସଂମ୍ପୃକ୍ତ ରହିଛନ୍ତି । ତାଙ୍କ ପାଖରେ ପହଁଚିବା ପାଇଁ ଇଡି ଅଧିକାରୀ ମାନେ ଜେରା ପରେ ଜେରା କରି ଚାଲିଛନ୍ତି । ଯେଉଁ ମାନେ ଏହିଥିରେ ସଂମ୍ପୃକ୍ତ ସେମାନଙ୍କ ମୁହଁ ଦେଖିବା ପାଇଁ ଜନ ସାଧାରଣ ଅପେକ୍ଷା କରି ରହିଛନ୍ତି । ତେବେ ଜଗବନ୍ଧୁ ଙ୍କ ତଥ୍ୟ ଆଧାରରେ ଖୋଲିବ ନାଗ ଦମ୍ପତୀ ଙ୍କ କଳା ଧନର ଗୁମର ।

ହନି ଟ୍ରାପ୍ ଏବଂ କଳାଧନ ର ଗୋଟି ଗୋଟି ସତ ବାହାର କରିବ ଇଡି । ଦ୍ୱତିୟ ପର୍ଯ୍ୟାୟ ରେ ଇଡି 6 ଦିନ ରିମାଣ୍ଡ ରେ ନେଇ ଥିବା ବେଳେ ଜଗବନ୍ଧୁ ଚାନ୍ଦ ଙ୍କୁ 9 ଦିନିଆ ରିମାଣ୍ଡ ରେ ନେବ । ନାଗ ଦମ୍ପତୀ ଙ୍କୁ ମାରେଥନ ଜେରା କରିବ ବ୍ଲାକମେଲିଂ ଏବଂ କଳାସାମ୍ରାଜ୍ୟର ରହସ୍ୟ ଭେଦିବ ତଦନ୍ତ କାରୀ ସଂସ୍ଥା ।

ପ୍ରଥମ ଜେରା ରେ ଅର୍ଚ୍ଚନା ମୁହଁ ଖୋଲୁନଥିବା ବେଳେ ଆଗାମୀ ସମୟ ରେ ସ୍ୱାମୀ ସ୍ତ୍ରୀ ଙ୍କ ମୁହଁରୁ ସବୁ ସତ ବାହାର କରିବ ଇଡି । ଏବେ ଇଡି ଆଗରେ ଏହା ଚେଲେଞ୍ ହୋଇଛି । ଇଡି କଳା ଟଙ୍କା ସୁରାଗ ପାଇଥିବାରୁ ଇଡି ଅର୍ଚ୍ଚନା ଙ୍କୁ ଗିରୋଫ କରିଛି । ସ୍ୱାମୀ ସ୍ତ୍ରୀ ଙ୍କ ତଥ୍ୟ ଆଧାରରେ ଆଗାମୀ ସମୟରେ କାର୍ଯ୍ୟ ପନ୍ଥା ସ୍ଥିର କରିବ ଇଡି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ