ସବୁ ଖୋଲି କହିଦେଲେ ଜଗବନ୍ଧୁ – ଦେଖନ୍ତୁ କେମିତି କରୁଥିଲେ ସୁଟିଂ

Jagbandhu

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଇଡି ଖୁଆଡ ରେ ଅର୍ଚ୍ଚନା ଏବଂ ଜଗବନ୍ଧୁ । ଏହିଥର ଖସିବା ମୁସକିଲ ଗୋଟି ଗୋଟି କରି ସତ ଓଗୋଳିବେ ନାଗଚାନ୍ଦ ଦମ୍ପତୀ । ଅର୍ଚ୍ଚନା କୁ କାଲି ଠାରୁ ଦ୍ୱତୀୟ ପର୍ଯ୍ୟାୟ ରେ 6 ଦିନ ରିମାଣ୍ଡ ରେ ନେଇଛି ଇଡି । ଆଜିଠୁ ଜଗବନ୍ଧୁ ଚାନ୍ଦ ଙ୍କୁ 9 ଦିନିଆ ରିମାଣ୍ଡ ରେ ନେଇଛି ଖୋଲିବ କଳା ଧନ ଗୁମର । ହନି ଟ୍ରାପ୍ ବ୍ଲାକମେଲିଂ ଏବଂ କଳାଧନର ଗୁମର ର ଗୋଟି ଗୋଟି ସତ ବାହାର କରିବ ଇଡି । ଅର୍ଚ୍ଚନା ନାଗ ଏବଂ ଜଗବନ୍ଧୁ ଚାନ୍ଦ ଙ୍କ ପାଖରୁ ତଥ୍ୟ ବାହାର କରିବ ଆଜି ପ୍ରଥମେ ଜଗବନ୍ଧୁ ଙ୍କୁ ଏକୁଟିଆ ଜେରା କରିଥିଲା ଅଧିକାରୀ । ପ୍ରଥମ ପ୍ରଶ୍ନ ଥିଲା କଣ ତୁମ ବୃତି ? ଜାବାବ ରେ ଜଗବନ୍ଧୁ କହିଥିଲେ ବ୍ୟବସାୟ ।

ଦ୍ୱତିୟ ପ୍ରଶ୍ନରେ ପଚରା ଗଲା କି ବ୍ୟବସାୟ ? ଜାବାବ ରେ ଜଗବନ୍ଧୁ କହିଥିଲେ ସେକେଣ୍ଡ ହେଣ୍ଡ କାର ବୀକ୍ରି । ସେକେଣ୍ଡ ହେଣ୍ଡ କାର ବୀକ୍ରି କରି କେତେ ଟଙ୍କା କମାଉଥିଲା ? ମାସିକ ରୋଜଗାର କେତେ ହେଉଥିଲା ? ଇନକମ୍ ଟେକ୍ସ ରିଟର୍ଣ୍ଣ ଦେଉଥିଲ ନାଁ ନାହିଁ ? କେତେ ଟଙ୍କା ଦେଇଥିଲ ?ଏତେ ଟଙ୍କା କେଉଁଠୁ ଆଣିଥିଲ ? ନଗଦ କାରବାର କାହିଁକି କରୁଥିଲ ? ଯେତିକି ପ୍ରଶ୍ନ ପଚାରିଥିଲା ଇଡି ସବୁ ର ଜାବବ ଦେଇଛି ଜଗବନ୍ଧୁ ।

jaga

ପରେ ଅର୍ଚ୍ଚନା ଏବଂ ଜଗବନ୍ଧୁ ଙ୍କୁ ଏକାଠୀ ଜେରା କରାଜାଇଥିଲା । ଆଜି ହେଲେ ଜେରା ସମୟ ରେ ଅନେତ ତଥ୍ୟ ଓଗାଳିଛନ୍ତି ଅର୍ଚ୍ଚନା । ମାତ୍ର କିଛି ବର୍ଷରେ କେମିତି ହେଲେ କୋଟି କୋଟି ଟଙ୍କାର ମାଲିକ? କେତେ ଲୋକଙ୍କୁ ବ୍ଲାକମେଲିଂ କରିଛନ୍ତି ।

କେମିତି କରୁଥିଲେ ହନି ଟ୍ରାପ ଏବଂ ବଡ ବଡିଆ ଙ୍କୁ କେମିତି ଫସାଉଥିଲେ ସେହି ସବୁର ସଂମ୍ପର୍ଣ୍ଣ ତଥ୍ୟ ଏହି ଦୁଇ ନାଗଚାନ୍ଦ ଦମ୍ପତୀ ଙ୍କୁ ଏକା ସଂଙ୍ଗେ ବସେଇ ଏହି ସବୁର ସଂମ୍ପର୍ଣ୍ଣ ଉତ୍ତର ଜାଣିବା ପାଇଁ ଚେଷ୍ଟା କରିଛି ଇଡି । ତେବେ ଦେଖିବାକୁ ବାକି ରହିଲା ଆଗକୁ ଆଉ କଣ କଣ ତଥ୍ୟ ଓଗାଳୁଛି ଦୁଇ ଦମ୍ପତୀ ଏବଂ ସହଯୋଗୀ ଙ୍କ ଠାରୁ ଇଡି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ