“ଜଗା ତୁମେ ଟେନସନ ନିଅନି ,ଇଡି ଆଗରେ ମୁଁ କେବେ ବି ମୁହଁ ଖୋଲିବିନି”

ED

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଜଗା ତମେ ଭଲ ଅଛ । ହଁ ମୁଁ ଭଲ ଅଛି । ଶୁଣ ଆମ ପୁଅ କେମିତି ଅଛି । କିଛି ଖବର ନେଇଥିଲ କି? ହଁ ଅର୍ଚ୍ଚୁ ଆମ ପୁଅ ଭଲ ଅଛି ମୁଁ ଖବର ନେଇଥିଲି । ଶୁଣ ବହୁତ ଜୋରରେ ଶୀତ ପଡିଲାଣି । ଶୀତ ବସ୍ତ୍ର ପିନ୍ଧୁଥିବ । ମୋତେ ଏଠି ଗଦି ତକିଆ ସବୁ ମିଳି ସାରିଛି । ହଁ ମୁଁ ବି ଶୀତ ବସ୍ତ୍ର ପିନ୍ଧୁଛି, ଆଉ ଅର୍ଚ୍ଚୁ ତମକୁ ଇଡି କ’ଣ ପଚାରୁଥିଲା କି? ହଁ ବହୁତ କିଛି ପଚାରିଲା ହେଲେ ମୁଁ କିଛି କହିଲିନି । ମୋ ଆଖିରେ ସମସ୍ତଙ୍କୁ ଚୁପ୍ କରେଇଦେଲି ।

ହଉ କିଛି କହିବନି ମୁଁ ଆମ ଓକିଲ ସହ କଥା ହେଉଛି । ବୋଧହୁଏ କାଲି ଏମିତି କିଛି କଥା ହୋଇଥିବେ ଅର୍ଚ୍ଚନା ଏବଂ ଜଗବନ୍ଧୁ । କାରଣ କାଲି ଥିଲା ରବିବାର । ଆଉ ରବିବାର ହେଉଛି ଦୁଇ ଜଣକ ମଧ୍ୟ ରେ ମିଳନର ଦିନ । ଜେଲର ମାନୁଆଲ ଅନୁଯାୟୀ ସ୍ୱାମୀ ସ୍ତ୍ରୀ ସପ୍ତାହରେ ଗୋଟିଏ ଦିନ ଜେଲର ଏକ ସ୍ୱତନ୍ତ୍ର କକ୍ଷରେ ଦେଖା ହୋଇ ପାରିବେ । ସେମାନଙ୍କୁ ଏକୁଟିଆ କଥା ହେବାକୁ ସୁଯୋଗ ମିଳିବ । କାରଣ ଉଭୟ ହେଉଛନ୍ତି ସ୍ୱାମୀ ସ୍ତ୍ରୀ ।

Archana Nag

ତେବେ ସେମାନେ ଦେଖାହେବା ବେଳେ ତାଙ୍କ ଠାରୁ କିଛି ଦୂରରେ ପୁରୁଷ ଏବଂ ମହିଳା ୱାଡନ ରହିବେ । ତାଙ୍କ ଉପରେ ନଜର ରଖିବେ । ଯେମିତିକି ସେ କିଛି ଖରାପ ପଦକ୍ଷେପ ନନିଅନ୍ତି । ତେବେ କାଲି ଯେତେବେଳେ ଉଭୟ ଦେଖା ହୋଇଥିବେ ଦୁହେଁ ବହୁତ କିଛି କଥା ହୋଇଥିବେ । କାନ୍ଦିଥାଇ ପାରନ୍ତି ଉଭୟ । ଖରାପ କାମ ପାଇଁ ବୋଧହୁଏ ମନେ ମନେ ଅନୁତାପ କରୁଥାଇ ପାରନ୍ତି । କାରଣ ଯେ ତାଙ୍କ ଓଏସ ଆରାମ ନିଜ ସନ୍ତାନକୁ ଛାଡି ଜେଲର କଳା କୋଠରୀରେ କହୁଛନ୍ତି ।

ପୁରୁଣା କଥାକୁ ମନେ ପକାଇ ଦୁହେଁ ବହୁତ କିଛି କଥା ହୋଇଥିବେ । ଯଦି ଦେଖିବା ଦିନ ଯେତେ ଗଡୁଛି ଅର୍ଚ୍ଚନା ନାଗଙ୍କ ମାମଲା ସେତେ ଜଟିଳ ହେବାରେ ଲାଗିଛି । ଯେଉଁ ଅର୍ଚ୍ଚନା ନାଗ କହୁଥିଲେ ମୁଁ ମୁହଁ ଖୋଲିଲେ ଓଡିଶା ବଦଳିଯିବ । ବଡ ବଡ ନେତା, ମନ୍ତ୍ରୀ ମାନଙ୍କର ପୋଲ ଖୋଲିଯିବ । ଆଉ କହୁଥିଲେ କି ସେ ଉଚିତ୍ ତଦନ୍ତକୁ ଅପେକ୍ଷା କରିଚନ୍ତି ।

ହେଲେ ଏବେ ସେହି ଅର୍ଚ୍ଚନା ଇଡି ଆଗରେ ଏବେ ପୁରା ଚୁପ୍ ରହିଛନ୍ତି । ତେବେ ଅର୍ଚ୍ଚନା କ’ଣ ପାଇଁ ଚୁପ୍ ରହୁଛନ୍ତି ତାହା ଜଣା ନାହିଁ । ଆଉ ସେପଟେ ଅଭିଯୋଗ କରିଥିବା ଶ୍ରନ୍ଧାଞ୍ଜଳି ଏବେ କୁଆଡେ ଗାୟଫ୍ ହୋଇଯାଇଛନ୍ତି । ଯେଉଁଥି ପାଇଁ ଏହି କେସ୍ ଏବେ ଦିନକୁ ଦିନ ଜଟିଳ ହେବାରେ ଲାଗିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ