ଯଦି କୌଣସି ବ୍ୟକ୍ତି ବିଷ ଖାଇ ଦିଏ ତେବେ ତୁରନ୍ତ କରନ୍ତୁ ଏମିତି କାମ, ବଞ୍ଚି ଯାଇ ପାରେ ରୋଗୀର ଜୀବନ

Spread the love

ଆଜିର ଏହି ଦୁନିଆରେ ପ୍ରତ୍ୟେକ ମଣିଷ କିଛି ନା କିଛି ସମସ୍ୟାରେ ଚିନ୍ତାରେ ଅଛନ୍ତି ଏବଂ ଆମେ ନ ଚାହିଁଲେ ବି ଏହି ସମସ୍ୟାର ସାମ୍ନା କରିବାକୁ ପଡୁଛି କିନ୍ତୁ ଏହି ଦୁନିଆରେ କିଛି ଲୋକ ଏମିତି ବି ମଧ୍ୟ ଅଛନ୍ତି, ଯିଏ ନିଜର ଏହି ସମସ୍ୟା ସବୁର ସାମ୍ନା କରିପାରନ୍ତି ନାହିଁ ଏବଂ ଏମିତିରେ ତାଙ୍କ ମନକୁ ଭୁଲ ପଦକ୍ଷେପ ନେବାର ଚିନ୍ତାଧାରା ଆସେ । ଏମିତିକି କେତେ ଲୋକ ବିଷ ପିଇ ଆତ୍ମହତ୍ୟା କରିବାର ଭୁଲ କରିବସୁଛନ୍ତି ଏବଂ ସେମାନଙ୍କ ଏହି ଭୁଲର ପାଈଁ ତାଙ୍କ ପରିବାର ଲୋକଙ୍କ ଉପରେ କଣ ବିତୁଛି ସେମାନେ ତିଳେ ହେଲେ ହିଁ ଭାବି ପାରୁ ନାହାନ୍ତି। ଆଜିର ଏହି ପୋଷ୍ଟରେ କିଛି ଏମିତି ଉପାୟ ବତେଇବାକୁ ଯାଉଛୁ, ଯାହାର ସହାୟତାରେ ଆପଣ ପୀଡିତ ଲୋକଙ୍କ ଜୀଵନ ବଞ୍ଚେଇ ପାରିବେ।

ଯଦି କୌଣସି ବ୍ୟକ୍ତି ବିଷ ଖାଏ ତାହେଲେ ତାକୁ ସର୍ବେପ୍ରଥମେ ଡାକ୍ତରଙ୍କ ପାଖକୁ ନେଇ ଜିବା ପାଈଁ ଚେଷ୍ଟା କରନ୍ତୁ । କିନ୍ତୁ ବହୁତ ସମୟରେ ଏମିତି ହୋଇଥାଏ ଡାକ୍ତର ପାଖକୁ ପହଁଚିବା ପୁର୍ବରୁ ବ୍ୟକ୍ତିର ମୃତ୍ୟୁ ହୋଇ ଯାଇଥାଏ । କିନ୍ତୁ ଯଦି ଆପଣ ଏହି ପରିସ୍ଥିତିରେ ବ୍ୟକ୍ତିର ଜୀବନ ବଞ୍ଚେଇବା ପାଈଁ ଚାହାନ୍ତି ତାହେଲେ କିଛି ଘରୋଇ ଉପାୟ ଅବଲମ୍ବନ କରନ୍ତୁ। ଏମିତି କଲେ ବ୍ୟକ୍ତିର ଜୀବନ ବଞ୍ଚାଇ ପାରିବେ ।

ଜେବେ କେବେବି କୌଣସି ଲୋକ ବିଷ ପିଇ ଦିଏ ତାହେଲେ ତାର ଶରୀରରେ ବିଷ କାଢିବା ପାଈଁ ବାନ୍ତି କରାଇବା ବହୁତ ଜରୁରୀ ହୋଇଥାଏ। ବାନ୍ତି କରାଇବା ପାଇଁ ସର୍ବେପ୍ରଥମେ ବ୍ୟକ୍ତିକୁ ଅଳ୍ପ ରାଇ ନେଇ ପେଶୀ ଦିଅନ୍ତୁ ସେହି ପେଶା ହୋଇଥିବା ରାଇ କୁ ପାଣିରେ ମିଶେଇ ରୋଗୀକୁ ଏକ ଏକ ଚାମଚ କରି ପିଆଇ ଦିଅନ୍ତୁ। ଏମିତି କରିଲେ ବ୍ୟକ୍ତିକୁ ବାନ୍ତି ହୋଇଯିବ ଏବଂ ତାର ଶରୀରରେ ଥିବା ବିଷାକ୍ତ ପଦାର୍ଥ ବାନ୍ତି ମାଧ୍ୟମରେ ବାହାରକୁ ବାହାରି ଆସିବ ।

ଏହା ବ୍ୟତିତ ବାନ୍ତି କରାଇବା ପାଇଁ ଆପଣ ଲୁଣର ବି ବ୍ୟବହାର କରି ପାରିବେ, ଏହା ପାଈଁ ଲୁଣ ଏବଂ ପାଣି ର ମିଶ୍ରଣ କରନ୍ତୁ ଏବଂ ଏହାକୁ ପୀଡିତ ବ୍ୟକ୍ତିକୁ ପିଆଇଦିଅନ୍ତୁ। ଏମିତି କରିଲେ ବ୍ୟକ୍ତିକୁ ବାନ୍ତି ହୋଇଯିବ ଏବଂ ଏହା କରିଲେ ବ୍ୟକ୍ତିର ଜୀବନ ବଞ୍ଚିଯିବ।

ଯଦି ଆପଣ ଏହି ପୋଷ୍ଟ କିମ୍ବା ଏହା ବ୍ୟତିତ ଅନ୍ୟ କୌଣସି ସ୍ବାସ୍ଥ୍ୟ ସମ୍ଵଦ୍ଧିତ ସମସ୍ୟା ସମ୍ପର୍କରେ ଜାଣିବା ପାଇଁ ଚାହୁଁଛନ୍ତି ତାହେଲେ ଆପଣ ଫୋଲୋ କରନ୍ତୁ ।