ଯଦି ଆପଣଙ୍କ ଅଣ୍ଟାରେ ମଧ୍ୟ ଏହିପରି ଦିମ୍ପଲ ପଡୁଛି; ତେବେ ଜାଣନ୍ତୁ ଏହାର ଅର୍ଥ କଣ ଅଟେ ?

Spread the love

ବନ୍ଧୁଗଣ ପ୍ରତ୍ୟେକ ବ୍ୟକ୍ତି ମନରେ ମନୁଷ୍ୟର ସୁନ୍ଦରତାକୁ ନେଇ ଭିନ୍ନ ଭିନ୍ନ ମତ ରହିଥାଏ । କାହାକୁ ଗୋରା ଝିଅ ପସନ୍ଦ ହୋଇଥାଏ ତ କାହାକୁ ସବନିଆ ଝିଅ ପସନ୍ଦ ହୋଇଥାଏ । କାହାକୁ ଉଚ୍ଚତାରେ ଲମ୍ବା ଝିଅ ପସନ୍ଦ ଆସିଥାଏ ତ କାହାକୁ କମ୍ ଉଚ୍ଚତାର ଝିଅ ପସନ୍ଦ ଆସିଥାଏ । ଏହିପରି ସୁନ୍ଦରତାର ଏକ ଉଦାହରଣ ଅଟେ । ମୁହଁରେ ଦିମ୍ପଲ ଆସିବା ଯେତେବେଳେ କାହାର ଗାଲରେ ଦିମ୍ପଲ ଆସିଥାଏ, ସେ ବିହୁତ ଆକର୍ଷକ ଦେଖା ଯାଇଥାଏ । କିନ୍ତୁ ବନ୍ଧୁଗଣ ଆପଣ କେବେ ଅଣ୍ଟାରେ ପଡୁଥିବା ଦିମ୍ପଲ ପ୍ରତି ଧ୍ୟାନ ଦେଇଛନ୍ତି । ଏହିପରି ଅନେକ ଲୋକଥାନ୍ତି, ଯେଉଁ ମାନଙ୍କ ଅଣ୍ଟାର ପଛ ଭାଗରେ ଦିମ୍ପଲ ପଡିଥାଏ । ବନ୍ଧୁଗଣ ଏହି ଦିମ୍ପଲ ଅଣ୍ଟାରେ ବହୁତ ଆକର୍ଷିତ ଦେଖାଯାଏ । କିନ୍ତୁ ଆକର୍ଷିତ ସହିତ ଏହାର ଅନେକ ଫାଇଦା ରହିଛି । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଅଣ୍ଟାରେ ପଡୁଥିବା ଦିମ୍ପୋଲ ବିଷୟରେ କହିବୁ, ତେବେ ଆସନ୍ତୁ ଜାଣିବା ବିସ୍ତାର ଭାବରେ :-

ଆପଣଙ୍କ ଅଣ୍ଟାରେ ଯଦି ଏହି ଦିମ୍ପଲ ଆସୁଛି, ତେବେ ଜାଣନ୍ତୁ ଏହି ଦିମ୍ପଲ ଆପଣଙ୍କ ପାଇଁ ବହୁତ ଶୁଭ ଅଟେ । ଏହିପରି କୁହାଯାଏ ଯେ, ଏହା ଏକ ପ୍ରକାର ଦିବ୍ୟ ଖାଲ ଅଟେ । ଏହି କାରଣରୁ ଯେଉଁ ବ୍ୟକ୍ତିର ଅଣ୍ଟାରେ ଏହିପରି ଦିମ୍ପଲ ରହିଥାଏ, ସେହିପରି ବ୍ୟକ୍ତିମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଅର୍ଥାତ ସେ ଯେଉଁ କାମ ମଧ୍ୟ ହାତକୁ ନିଅନ୍ତି, ସେଥିରେ ପୂର୍ଣ୍ଣ ସଫଳତା ହାସଲ କରିଥାନ୍ତି । ଏହି ବ୍ୟକ୍ତିକୁ ସବୁବେଳେ ଭାଗ୍ୟର ସହଯୋଗ ମିଳିଥାଏ ।

ରୋମ ଦେଶରେ ଏକ ସୌନ୍ଦର୍ଯ୍ୟର ଦେବୀ ରହିଛି, ଯାହାଙ୍କ ନାମ ବିନୋସ ଅଟେ । ସେ ବହୁତ ସୁନ୍ଦର ଥିଲେ । ଏହିପରି କୁହାଯାଏ ଯେ, ସୁନ୍ଦରତାର ଦେବୀ ବିନୋସ ଅଣ୍ଟାରେ ମଧ୍ୟ ଦିମ୍ପଲର ଚିହ୍ନ ରହିଥିଲା । ତେଣୁ ଏହାକୁ ସୁନ୍ଦରତାର ପ୍ରତୀକ ବୋଲି ଗ୍ରହଣ କରାଯାଇଛି । ତେଣୁ ଏହା ଯେଉଁ ବ୍ୟକ୍ତି ମାନଙ୍କ ପାଖରେ ରହିଥାଏ, ତାହାର ସୁନ୍ଦରତା ଆହୁରି ମଧ୍ୟ ବଢିଯାଏ ।

ଯଦି ଆପଣଙ୍କ ଅଣ୍ଟାରେ ଏହି ଦିମ୍ପଲ ନାହିଁ; ତେବେ ଆପଣ ଏହାକୁ ବ୍ୟାୟମ ଦ୍ଵାରା ହାସଲ କରିପାରିବେ ନାହିଁ । ଏହା ପେଲଭିକ୍ ସହିତ ଥିବା ଦୁଇଟି ହାଡର ମଝିରେ ହୋଇଥାଏ । ଯାହାକି ଏକ ପ୍ରାକୃତିକ ଅଟେ । ତେଣୁ ସମସ୍ତେ ଏହାକୁ ପ୍ରାପ୍ତି କରିପାରିବେ ନାହିଁ ।

ଆଶା କରୁଛି ଏହି ଅନୁଛେଦଟି ଆପଣମାନଙ୍କୁ ପସନ୍ଦ ଆସିଥିବ । ପସନ୍ଦ ଆସିଥିଲେ ବିଷୟଟିକୁ ଗୋଟିଏ ଲାଇକ କରନ୍ତୁ ଓ ନିଜ ପ୍ରିୟଜନ ମାନଙ୍କ ସହିତ ସେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଏହିପରି ଖବର ପାଇବା ପାଇଁ Follow କରନ୍ତୁ ଅର୍ଥବା pageକୁ like କରନ୍ତୁ !