ଜ୍ୟାକଲିନ ଜୈକଲିନ ଫର୍ନାଣ୍ଡିସ୍ ଶରୀରର ଏହି ଅଙ୍ଗରେ ପ୍ରଥମ ଟାଟୁ କରିଛନ୍ତି ! ସୋସିଆଲ ମିଡିଆରେ ଭାଇରଲ ହୋଇଛି ଭିଡ଼ିଓ ।

Spread the love

ଟାଟୁ କରିବା ଆଜିକାଲି ଫ୍ୟାସନର ଏକ ଅଂଶ ହୋଇଯାଇଛି । ଅଧିକାଂଶ ଲୋକେ ନିଜ ଶରୀରରେ ଟାଟୁ କରିଥାନ୍ତି । ଶରୀରରେ ସ୍ଥାୟିତ୍ଵ ଭାବରେ ଟେଟୁ ବନାଇବା ପୂର୍ବରୁ ବହୁତ ଭାବିଚିନ୍ତି ବାନାଇବା ଦରକାର । କାହିଁକି ନା ଯଦି ଆପଣ ଥରେ ଏହାକୁ ବାନାଇବେ; ତେବେ ତାହାକୁ ହଟାଇବା କଷ୍ଟକର ହୋଇଯାଇଥାଏ । ଏହାକୁ ହଟାଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିପାରେ । ଟେଟୁ, ଷ୍ଟାଇଲିଷ ଏବଂ ସୁନ୍ଦର ଦେଖାଯିବାରେ ସାହାର୍ଯ୍ୟ କରିଥାଏ । ଆଜିକାଲି ଅନେକ ଝିଅମାନେ ମଧ୍ୟ ଟେଟୁ ନିଜ ଶରୀରରେ ବନାଇବା ପାଇଁ ପଛ ଘୁଞ୍ଚା ଦେଇନଥାନ୍ତି । ସାଧାରଣ ଝିଅଙ୍କ ବ୍ୟତୀତ ବଲିଉଡ ଅଭିନେତ୍ରୀ ମାନେ ମଧ୍ୟ ଟାଟୁ କରିବା ପାଇଁ ପଛଘୁଞ୍ଚା ଦିଅନ୍ତି ନାହିଁ । ବଲିଉଡ ଅଭିନେତ୍ରୀମାନଙ୍କ ଉପରେ ମଧ୍ୟ ଆଜିକାଲି ଟେଟୁର ଛାୟା ଚାଲିଛି । ସୁସ୍ମିତା, ଦୀପିକା, ମଲାଇକା, ସହିତ ଅନେକ ଅଭିନେତ୍ରୀ ଅଛନ୍ତି ଯିଏକି ଶରୀରର କୌଣସି ନା କୌଣସି ଭାଗରେ କିଛି ନା କିଛି ଟେଟୁ ବନାଇଥାନ୍ତି । ଏହି ବିଷୟରେ ବର୍ତ୍ତମାନ ଅନ୍ୟ ଏକ ଅଭିନେତ୍ରୀଙ୍କ ନାମ ଯୋଡ଼ା ଯାଇଛି । ସେହି ଅଭିନେତ୍ରୀ ଆଉ କେହି ନୁହେଁ ବରଂ ସଲମାନଙ୍କ ହିରୋଇନ ଜୈକଲିନ ଫର୍ନାଣ୍ଡିସ୍ ଅଟନ୍ତି । ହଁ ଆଜ୍ଞା, ସୋସିଆଲ ମିଡ଼ିଆରେ ଅଭିନେତ୍ରୀ ଜୈକଲିନ ଫର୍ନାଣ୍ଡିସଙ୍କ ଏକ ଭିଡିଓ କ୍ଷୀପ୍ର ଗତିରେ ଭାଇରାଲ ହେବାକୁ ଲାଗିଛି, ଯେଉଁଥିରେ ସେ ଟେଟୁ ବନାଇବାର ଦେଖାଯଉଛନ୍ତି ।

ଜଣାଇ ଦେଉଛୁ ଯେ, ଏହା ପ୍ରଥମଥର ଅଟେ ଯେତେବେଳେ ଜୈକଲିନ ଫର୍ନାଣ୍ଡିସ୍ ଟେଟୁ ନିଜ ଶରୀର ଉପରେ ବନାଉଛନ୍ତି । ଜୈକଲିନ ଫର୍ନାଣ୍ଡିସ୍ ନିଜେ ଏକ ବ୍ଲୋଗ ସେୟାର କରିଥିଲେ, ଯେଉଁଠାରେ ସେ କହିଥିଲେ କି ସେ ନିଜର ଛାତି ଉପରେ ଟେଟୁ ବନାଇଛନ୍ତି । ବର୍ତ୍ତମାନ ଜୈକଲିନ ଫର୍ନାଣ୍ଡିସ୍ ନିଜର ୟୁ-ଟ୍ୟୁବ ଚ୍ୟାନେଲରେ ନିଜର ଜନ୍ମ ଦିନ ସହିତ ଯୋଡ଼ି ହୋଇଥିବା ତୃତୀୟ ବ୍ଲଗ ସେୟାର କରିଛନ୍ତି । ସେହି ଭିଡିଓରେ ସେ ତାଙ୍କର ବନ୍ଧୁମାନଙ୍କ ସହ ମସ୍ତି କରିବାର ଦେଖିବାକୁ ମିଳିଥିଲା । ଭିଡିଓର ଏକ ଟିଜର ସେ ନିଜର ଇନଷ୍ଟାଗ୍ରାମ ଏକାଉଣ୍ଟରେ ସେୟାର କରିଛନ୍ତି । ଭିଡିଓରେ ସେ କୈପ୍ସନ ଦେଇଛନ୍ତି କି ସେ ତାଙ୍କର ପ୍ରଥମ ଟେଟୁ ବନାଇ ସାରିଛନ୍ତି ।

ଭିଡିଓରେ ଆପଣ ଦେଖିବେ କି ଜୈକଲିନ ଫନାଣ୍ଡିସ ସର୍ବ ପ୍ରଥମେ ନିଜ ବନ୍ଧୁମାନଙ୍କ ସହ ସୋପରେ ପହଞ୍ଚିଛନ୍ତି ଏବଂ ଟେଟୁ ମଧ୍ୟ ଡିସାଇଡ କରୁଛନ୍ତି । ଟେଟୁ ଫାଇନାଲ ହେବାପରେ ପ୍ରଥମେ ତାଙ୍କ ବନ୍ଧୁମାନେ ଟେଟୁ ବନାଇଛନ୍ତି । ଏହାପରେ ଜୈକଲିନ ଫର୍ନାଣ୍ଡିସ୍ ଙ୍କ ପାଳି ଆସୁଛି । ଏହି ଭିଡ଼ିଓରେ ଆପଣ ଦେଖୁଥିବା କି ଜୈକଲିନ ଫର୍ନାଣ୍ଡିସ୍ ଏହି କଥାରେ ମଧ୍ୟ କନଫ୍ୟୁଜ ଅଛନ୍ତି ଯେ କେଉଁ ସ୍ଥାନରେ ସେ ଟେଟୁ ବନାଇବେ ।ଏହାପରେ ସେ ସ୍ଥାନ ବାଛି ଦେଉଛନ୍ତି ଏବଂ ସେଠାରେ ଟେଟୁ ବନାଇବାର ପ୍ରକ୍ରିୟା ଆରମ୍ଭ ହେଇଯାଉଛି । ଜଣାଇ ଦେଉଛୁ ଯେ, ଜୈକଲିନ ଟେଟୁ ବନାଇବା ପାଇଁ ଯେଉଁ ଶବ୍ଦକୁ ବାଛିଛନ୍ତି ତାହା ହେଉଛି “Magic” । ଭିଡିଓରେ ଜୈକଲିନ ନିଜର ନୂଆ ଟେଟୁକୁ ନେଇ ଫ୍ଲୋଣ୍ଟ କରିବାର ନଜରକୁ ଆସିଛନ୍ତି ।

ଏହି ଅଭିନେତ୍ରୀମାନେ ମଧ୍ୟ ବନାଇଛନ୍ତି ଟାଟୁ :

ଜୈକଲିନ ବ୍ୟତୀତ ବଲିଉଡର ଏହି ଅଭିନେତ୍ରୀମାନେ ମଧ୍ୟ ଟେଟୁ ବନାଇଛନ୍ତି

ଦୀପିକା ପାଦୁକୋଣ :

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ବେକରେ ଏବଂ ପାଦରେ ଏକ ଟେଟୁ ବନାଇଛନ୍ତି । ରଣବୀର କପୁରଙ୍କ ସହ ଯେତେବେଳେ ଦୀପିକା ରିଲେସନରେ ଥିଲେ, ସେତେବେଳେ ସେ ନିଜର ବେକରେ ତାଙ୍କ ନାମରେ ଟାଟୁ ବନାଇ ଥିଲେ ଏବଂ ପାଦରେ ସେ ନିଜ ନାମରେ ଟାଟୁ କରିଛନ୍ତି ।

ଆଲିଆ ଭଟ୍ଟ :

ଆଲିଆ ଭଟ୍ଟ ବଲିଉଡର ଫେମସ ଅଭିନେତ୍ରୀ ଅଟନ୍ତି । ସେ ହାଇୱେ, ଡିୟର ଜିଂଦେଗି, ହୋମ୍ପ୍ଟି ଶର୍ମା କି ଦୁଲ୍ହନୀୟା, ରାଜି, ଉଡ଼ଟା ପଞ୍ଜାବ, ଗୋଲି ବୋୟ ଭଳି ଫିଲ୍ମରେ ଭଲ ଅଭିନୟ କରିଛନ୍ତି । ଜଣାଇ ଦେଉଛୁ, ଆଲିଆ ନିଜ ବେକର ପଛରେ “ପଟାକା” ଲେଖିଛନ୍ତି, ଯାହାକି ତାଙ୍କର ପର୍ଷାନାଲିଟକୁ ବହୁତ ସୁଟ କରୁଛି ।

ପ୍ରିୟଙ୍କା ଚୋପଡା :

ପ୍ରିୟଙ୍କା ଚୋପଡା ଆଜି ବଲିଉଡର ଟପ ହିରୋଇନ ଅଟନ୍ତି । ନିକଜୋନସ ସହ ବିବାହ ଏବଂ ହୋଲିଉଡରେ ଅନେକ କାମ କରିବା ପରେ ସେ ଇଣ୍ଟରନ୍ୟାସନାଲ ସେଲେବ୍ରେଟି ହୋଇଯାଇଛନ୍ତି । ଜଣାଇ ଦେଉଛୁ, ପ୍ରିୟଙ୍କା ଚୋପଡା ନିଜର ପିତାଙ୍କୁ ଡେଡିକେଟ କରିବାକୁ ଯାଇ ଏହି ସୁନ୍ଦର ଟେଟୁ ବନାଇଛନ୍ତି ।

କଙ୍ଗନା ରନୈତ :

ନିଜର ରୋକଠକ ମତାମତ ପାଇଁ ଜଣା ଯାଉଥିବା ଅଭିନେତ୍ରୀ କଙ୍ଗନା ଅଧିକାଂଶରେ ବିବାଦରେ ଘେରି ରହିଥାନ୍ତି । କଙ୍ଗନା ନିଜର ଫିଲ୍ମ କ୍ୟାରିୟରର ଆରମ୍ଭ ଫିଲ୍ମ “ଗେଙ୍ଗସ୍ଟାର” ଠାରୁ କରିଥିଲେ । ଜଣାଇ ଦେଉଛୁ, ବଲିଉଡ କ୍ଵୀନ କଙ୍ଗନା ମଧ୍ୟ ନିଜର ବେକ ଏବଂ ପାଦରେ ଟେଟୁ ବନାଇଛନ୍ତି ।

ବନ୍ଧୁଗଣ ଆଶା କରୁଛୁ ଆପଣ ମାନଙ୍କୁ ଆମର ଏହି ଆର୍ଟିକେଲ ପସନ୍ଦ ଆସିଥିବ । ପସନ୍ଦ ଆସିଲା ପରେ ଲାଇକ ଓ ସେୟାର କରାଇବାକୁ ଭୁଲନ୍ତୁ ନାହିଁ ।