ଛାତ୍ରଙ୍କ ପାଇଁ କାଳ ହେଲା Reels ନିଶା!! | Reels ପାଇଁ ଡେଉଁ ଡେଉଁ ଛାତ ଭାଙ୍ଗି ପଶିଗଲେ !!

dsfsdfsd

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରିଲ୍ସ ମାୟା ରେ ବାୟା ଛାତ୍ରଙ୍କ ପାଇଁ କାଳ ହେଲା ରିଲ୍ସ ନିଶା । ବିପଦଜନକ ଭିଡ଼ିଓ ରେକର୍ଡିଂ ବେଳେ ଗୁରୁତ୍ୱର । ଏହା ସହିତ 7 ଜଣ ଛାତ୍ର ଙ୍କୁ ସ୍କୁଲ କତୃପକ୍ଷ ଙ୍କ ଟିସି । ଜାହାର ଭିଡ଼ିଓ ବର୍ତମାନ ସମୟ ରେ ଭାଇରଲ ହେବାରେ ଲାଗିଛି । ଏହି ପରି ଘଟଣା ଦେଖିବାକୁ ମିଳିଛି ନବରଙ୍ଗ ପୁର ଜିଲ୍ଲା ରାୟଗର ମୂଖ୍ୟ ଦପଦପାରେ ଥିବା ପୂର୍ବତନ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ।

17 ତାରିଖ ଦିନ ପୂର୍ବତନ ବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଏକ କାର୍ଯ୍ୟକ୍ରମ ହେବାର ଥିଲା । କାର୍ଯ୍ୟକ୍ରମ ପାଇଁ ସ୍କୁଲ କୁ ଶୀଘ୍ର ଛୁଟି କରାଜାଇ ଥିଲା । ସ୍କୁଲ ଛୁଟିଂ ପରେ ପିଲା ମାନେ ଘରକୁ ପଳେଇଥିବା ବେଳେ କିଛି ପିଲା ମାନେ ଘରକୁ ନଜାଇ ରିଲ୍ସ ବନେଇବା ପାଇଁ ସ୍କୁଲ ଛାତ ଉପରେ ଚଢି ହତାହତ ଅବସ୍ଥାରେ ଥିବା ଗୋଟେ ଏଏନଏମ୍ ଏଜବେଷ୍ଟର ଛାତ ଉପରକୁ ଡିଆଁ ମାରିଥିଲେ ।

Reels

ଆଉ ସେହିଥି ମଧ୍ୟରୁ ଜଣେ ଛାତ୍ର ସ୍କୁଲ ଛାତରୁ 10 ଫୁଟ ଦୂରତା ରେ ଥିବା ଏଜବେଷ୍ଟ କୁ ଡେଇଁଲା ବେଳେ ହଠାତ୍ ଏଜବେଷ୍ଟ ଭାଙ୍ଗି ଯିବାରୁ ସେ ଘର ଭିତରେ ପଡି ଜାଇଥିଲେ । ହେଲେ ସୈଭାଗ୍ୟ ବଶତ ସେହି ପିଲାର କିଛିବି ହୋଇ ନଥିଲା ।

ପରେ ପିଲାର ଭିଡ଼ିଓ କୁ ସେମାନେ ସୋସିଆଲ ମିଡିଆ ରେ ସେୟାର କରିଥିଲେ । ଭିଡ଼ିଓ ଟି ସ୍କୁଲ ଶିକ୍ଷକ ଏବଂ ପ୍ରଧାନ ଶିକ୍ଷକ ଙ୍କ ନଜର କୁ ଆସିବା ପରେ ଭିଡ଼ିଓ କରିଥିବା ଏହି 7 ଜଣ ପିଲା ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଟିସି ଦେଇ ବିଦା କରିଥିଲେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *