ସାବଧାନ : ଅତି ଶୀଘ୍ର ବ୍ୟାପିବାରେ ଲାଗିଛି ଏହି ଭୟଙ୍କର ରୋଗ :

Spread the love

ଆଜିର ଏହି ବ୍ୟସ୍ତମୟ ଜୀବନ ଶୈଳୀ କାରଣରୁ ବିଭିନ୍ନ ପ୍ରକାର ରୋଗର ସାମନା କରିବାକୁ ପଡିଥାଏ । ଏମିତିରେ କିଛି ରୋଗ ସାଧାରଣ ହୋଇଗଲାଣି ଯାହା କୁଣ୍ଡିଆ , ଜ୍ଵର ଇତ୍ୟାଦି କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ରୋଗର ବିଷୟରେ କହିବାକୁ ଯାଉଛୁ ସେହି ରୋଗ ବେରିକୋଜ ବେନ୍ସ ନାମରେ ଜଣାଯାଏ । ବେରିକୋଜ ବେନ୍ସ ରୋଗ ଶିରର ନଳୀରେ ଦେଖା ଯାଇଥାଏ । ଏହି ରୋଗରେ ଶିରର ଆକାର ବଢି ଯାଇଥାଏ । ତେଣୁକରି ଏହି ରୋଗ ପ୍ରତି ସଚେତନ ରହିବା ଦରକାର । ତେବେ ଆସନ୍ତୁ ଜାଣିବା ଏହି ରୋଗ ହେବାର କାରଣ :-

ବେରିକୋଜ ବେନ୍ସ ରୋଗ ହେବାର କାରଣ

ଆପଣଙ୍କୁ ଜଣାଇ ଦେଉଛୁ ଯେ ବୟସର ବଢିବା ସହିତ ଶରୀରର ମଜୁବୁତ ଶିରର ନମୋନିୟତା କମି ଯାଇଥାଏ । ଯେଉଁ କାରଣରୁ ଶିର ଗୁଡିକ ନିଜର ସ୍ଥିତିକୁ ବଜାୟ ରଖିପାରନ୍ତି ନାହିଁ ଏବଂ ଶିରଗୁଡିକ ପ୍ରସରିତ ହୋଇଯାଇଥାଏ । ଏହି ରୋଗ ହେବା ଦ୍ୱାରା ଶିରଗୁଡିକ ଭିତରେ ଥିବେ ଭାଲଭ ଦୁର୍ବଳ ହୋଇ ଯାଇଥାଏ ଓ ହୃଦୟ ଆଡକୁ ବଢୁଥିବା ରକ୍ତ ଓଲଟା ଆଡକୁ ବୋହିବାର ଲାଗିଥାଏ । ଏହି ସ୍ଥିତିରେ ଶିର ଫୁଲି ଯାଇଥାଏ ବେରିକୋଜ ବେନ୍ସ ବନି ଯାଇଥାଏ । ଯେଉଁ ଲୋକମାନେ ମୋଟାପଣରେ ଗ୍ରସ୍ତ ଅଛନ୍ତି ସେହିପରି ସେମାନଙ୍କ ଠାରେ ଏହି ରୋଗ ବେରିକୋଜ ବେନ୍ସ ହେବାର କାରଣ ବଢିଯାଇଥାଏ ।

ବେରିକୋଜ ବେନ୍ସ ରୋଗଠରୁ ବଞ୍ଚିତ ରହିବାର କାରଣ

ବେରିକୋଜ ବେନ୍ସ ରୋଗକୁ ସମ୍ପୂର୍ଣ୍ଣ ଭାବେ ତ୍ରାହି ପାଇବା ଏ ପର୍ଯ୍ୟନ୍ତ କୌଣସି ଉପାୟ ବାହାରି ନାହିଁ । କିନ୍ତୁ ଯଦି ରକ୍ତ ସଞ୍ଚାଳନରେ ସୁଧାର ଦ୍ୱାରା ଏହି ରୋଗ ଦ୍ୱାରା ହେଉଥିବା ଯନ୍ତ୍ରଣା ବା ବ୍ୟଥାକୁ କମ୍ କରାଯାଇ ପାରିବା ।

ଏହି ରୋଗରୁ ମୁକ୍ତି ପାଇବାର ଉପାୟ

ନିଜର ଓଜନକୁ ନିୟନ୍ତ୍ରଣ ରଖନ୍ତୁ ।

ପ୍ରତିଦିନ ବ୍ୟାୟମ କରନ୍ତୁ ।

ଉଚ୍ଚା ହିଲ୍ସର ଜୋତା ପିନ୍ଧୋନ୍ତୁ ନାହିଁ ।

ପ୍ରଚୁର ଫାଇବର ଥିବା ଭୋଜନ ଓ କମ୍ ଲୁଣ ପଡିଥିବା ଭୋଜନ କରନ୍ତୁ ।

Share କରି ସମସ୍ତଙ୍କୁ ସତର୍କ କରନ୍ତୁ ।