ବହୁତ ହୋଇଗଲା, ମୁଁ ଅନୁଭବ ପଚାରିବି ପ୍ରଶ୍ନ ଆଉ ଉତ୍ତର ରଖିବେ ବର୍ଷା ।

anubhav

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବହୁତ ହୋଇଗଲା ବର୍ଷା ଆଉ ନୁହେଁ ଆଉ କେତେ ସମୟ ନେବ ଆଉ କେତେ କୋର୍ଟ ର ସମୟ ନଷ୍ଟ କରିବ । ଏମିତି କିଛି କଥା କହି କାଳେ ଚଇଁକି ଉଠିଲେ ଅନୁଭବ । ଆଉ କହି ଉଠିଲେ ମୁଁ ଆଜି ବର୍ଷା ଙ୍କୁ କିଛି ପଚାରିବାକୁ ଚାହୁଁଛି । ଆଉ ଜର୍ଜ ଙ୍କ ଅନୁମତି ନେଇ କାଠଗଡା ରେ ବର୍ଷା ଥିବା ବେଳେ ଅନୁଭବ ଆଜି ପ୍ରଶ୍ନ ପଚାରିଛନ୍ତି । ଆଜି କୋର୍ଟ ରେ ନିଜେ ନିଜ ସ୍ତ୍ରୀ କୁ ପ୍ରଶ୍ନ କରିଛନ୍ତି ଅନୁଭବ ମହାନ୍ତି ।

ଆଉ ଅନୁଭବ ଙ୍କ ପ୍ରଶ୍ନ ରେ ବର୍ଷା କେତେ ବେଳେ ଥ, ଥ ,.ମ, ମ ତ ଆଉ କେତେ ବେଳେ ମିଛ ଲୁଚୁଇବାକୁ ଜାଇ ସତ ବି କହି ଦିଅନ୍ତି । ଏମିତି କିଛି କଥା ଏବେ କୋର୍ଟ ପରିସରରେ ଯେଉଁ ମାନେ ସେହି ସମୟ ରେ ଉପସ୍ଥିତ ଥିଲେ ସେମାନଙ୍କ କହିବା କଥା ଅନୁଭବ ଆଜି ତାଙ୍କୁ ଅନେକ କିଛି ପ୍ରଶ୍ନ ପଚାରିଥିଲେ । ଆଉ ଅନୁଭବ ପାଚିଥିଲେ ତାଙ୍କ ପ୍ରେମ କେବେ ଠାରୁ ଆରମ୍ଭ ହୋଇଥିଲା । ଆଉ ବର୍ଷା ଙ୍କୁ ପ୍ରଶ୍ନ କରାଜାଇ ଥିଲା ଅନୁଭବ ବର୍ଷା ଙ୍କ ପ୍ରେମ କେବେଠାରୁ ଆରମ୍ଭ ହୋଇଥିଲା ।

anubhav 1

ବର୍ଷା କହିଥିଲେ ସେ ତାରିଖ ତାଙ୍କର ମନେ ନାହିଁ । ଆଉ ବର୍ଷା ଙ୍କୁ ପ୍ରଶ୍ନ କରାଜାଇ ଥିଲା ଅନୁଭବ ଙ୍କ ପରିବାର ରେ କିଏ କିଏ ରହିଛନ୍ତି । ଜାହାର ସଠିକ୍ ଉତ୍ତର ବର୍ଷା ଦେଇ ନଥିଲେ । ଆଉ ବର୍ଷା ଙ୍କୁ ପଚରା ଜାଇଥିଲା ଅନୁଭବ ଙ୍କ ବଡ ବାପା ଙ୍କ ମୃ-ତ୍ୟୁ ବେଳେ ବର୍ଷା କେଉଁଠାରେ ଥିଲେ । ଜାହାର ଉତ୍ତର ବି ରଖିଥିଲେ ବର୍ଷା । ହେଲେ ସବୁଠୁ ରୋଚକ ପ୍ରଶ୍ନ ଥିଲା ତାଙ୍କ ପ୍ରେମ କେବେ ଠାରୁ ଆରମ୍ଭ ହୋଇଥିଲା ।

ଏହିଥିରେ ଅନୁଭବ କହିଥିଲେ ତୁମେ ମୋ ଦୂର୍ବଳତା କୁ ନେଇ ମତେ ଭଲ ପାଇଛ । ମୋ ଦୂର୍ବଳତା ନେଇ ମତେ ବାହା ହୋଇଛ । ଆଉ ଆଜି ମୋ ଦୂର୍ବଳତା ନେଇ ଆଜି ତମେ ମୋ ସହିତ ଖେଳ ଖେଳୁଛ । ଆଉ ଏହା ପରେ ଥ, ଥ ,.ମ, ମ ହୋଇ ଜାଇଥିଲେ ବର୍ଷା । ଆଉ ତା ପରେ ଦୁଇ ଜଣ ଜାକ କୋର୍ଟ ରୁ ବାହାରକୁ ବାହାରିଥିଲେ । ଆଉ ଜଣେ ଡାହାଣ କୁ ଗଲେ ତ ଆଉ ଜଣେ ବାମ କୁ ଗଲେ ହେଲେ ସବୁଠୁ ବଡ କଥା ହେଲାକି ଆଜି କୋର୍ଟ ରେ ବର୍ଷା ଙ୍କୁ କିଛି ପ୍ରଶ୍ନ ପଚାରିଥିଲେ ଅନୁଭବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *