DMଙ୍କ ପତ୍ନୀଙ୍କ ସହିତ ବନ୍ଧୁ ବାନ୍ଧିବା ଯୁବକଙ୍କ ପାଇଁ ମହଙ୍ଗା ପଡିଲା ! ଏମିତି କିଛି ହୋଇଥିଲା, ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ।

Spread the love

ବନ୍ଧୁଗଣ, ଆଜିକା ସମୟରେ ସୋସିଆଲ ମିଡିଆ ଦୁନିଆ ପାଇଁ ଗୋଟିଏ ବହୁତ ବଡ଼ ମାଧ୍ୟମ ହୋଇଯାଇଛି । ଲୋକମାନେ ଫୋନ ବିନା ଗୋଟେ ଘଣ୍ଟା ମଧ୍ୟ ରହିପାରିବେ ନାହିଁ । ବାସ୍ତବରେ ସୋସିଆଲ ମିଡିଆ ଏମିତି ଏକ ମାଧ୍ୟମ ହୋଇଯାଇଛି ଯେ, ଆଜିକା ସମୟରେ ଲୋକେ ଘରେ ବସି ବସି ସାରା ଦୁନିଆ ବିଷୟରେ ଖବର ଜାଣିପାରନ୍ତି । ପ୍ରଥମେ ଏହି କାମ କେବଳ ଟିଭି ମାଧ୍ୟମରେ ହେଉଥିଲା । ଯଦିଓ ସେଥିରେ ମଧ୍ୟ ଦେଶ ବିଦେଶରେ ଖବର ଦେଖିବା ପାଇଁ ଓ ଶୁଣିବା ପାଇଁ ମିଳୁଥିଲା । କିନ୍ତୁ ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କୁ ଏମିତି ସବୁ ଖବର ଦେଖିବାକୁ ମିଳୁଛି; ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଆଜକାଲି ସୋସିଆଲ ମିଡିଆରେ ଗୋଟିଏ ଖବର ବହୁଳ ମାତ୍ରାରେ ଭାଇରଲ ହେବାରେ ଲାଗିଛି ଖବରଟି ଭାରତର ରାଜଧାନୀ ଦିଲ୍ଲୀରୁ ଆସିଛି ।

ଆପଣଙ୍କୁ ଜଣାଇ ଦେଉଛୁ ଯେ, ଅଲିପୁରର DM ନିଖିଲ ନିର୍ମଣଙ୍କୁ ପଶ୍ଚିମବଙ୍ଗର ଟ୍ରାଇବଲ କୋରପରେସନର DM କରାଗଲା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ନିଖିଲ ଏହି ପଦବୀ ଥାନାରେ ଗୋଟିଏ ଯୁବକଙ୍କୁ ପିଟିଲା ପରେ ଦିଆଯାଇଥିଲା । କୁହାଯାଉଛି ଯେ, ନିଖିଲ ନିର୍ମଣ ଓ ତାଙ୍କ ପତ୍ନୀ ଦୁଇଜଣ ମିଶି କରି ଥାନାରେ ଗୋଟିଏ ଯୁବକଙ୍କୁ ପିଟିଥିଲେ । ଦୁହେଁ ଯୁବକଙ୍କୁ ଏମିତି ଭାବରେ ପିଟିଥିଲେ ଯେ, ତାଙ୍କର ଜୀବନ ମଧ୍ୟ ଚାଲି ଯାଇଥାନ୍ତା । ଦୁହେଁ ଯେଉଁ ଯୁବକଙ୍କୁ ପିଟିଥିଲେ ତାଙ୍କର ନାମ ହେଉଛି ବିନୋଦ କୁମାର ଯିଏ କି ଫଳାକାଟର ଅଧିବାସୀ ଥିଲେ । ଆସନ୍ତୁ ଜାଣିବା ପୁରା ଖବରଟି କଣ ଥିଲା ?

ଏହା ଥିଲା ପୂରା ଘଟଣା :

ବିନୋଦଙ୍କର ବନ୍ଧୁତା ଫେସବୁକରେ DMଙ୍କ ପତ୍ନୀ ନନ୍ଦିନିଙ୍କ ସହିତ ହୋଇଥିଲା । ନନ୍ଦିନି ଫେସବୁକରେ ବହୁତ କ୍ରୟାଶୀଳ ରୁହନ୍ତି, ସେଥିପାଇଁ ସେ ବିନୋଦଙ୍କୁ ନିଜ ଗୋଷ୍ଠୀରେ ଯୋଡି ଦେଇଥିଲେ । ନନ୍ଦିନୀଙ୍କ କହିବା ଅନୁସାରେ ବିନୋଦ ତାଙ୍କ ବିପକ୍ଷରେ ଫେସବୁକରେ ଆପତ୍ତିଜନକ ଟିପ୍ପଣୀ କରିଛନ୍ତି; ଯାହାପରେ ତାଙ୍କ ସ୍ୱାମୀ ନିଖିଲ ଥାନାର ପୋଲିସ ଷ୍ଟେସନରେ ତାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ବିନୋଦକୁ ପୋଲିସ ଗିରଫ କରି ସାରିଲେଣି ଏବଂ କୋର୍ଟ ଦ୍ୱାରା ତାଙ୍କୁ ଦଣ୍ଡ ବିଧାନ ମଧ୍ୟ କରାଯାଇପାରେ । ବିନୋଦଙ୍କୁ ଦଣ୍ଡ ମିଳିବା ପୂର୍ବରୁ ନିଖିଲ ନିଜେ ହିଁ ତାଙ୍କୁ ଦଣ୍ଡ ଦେବାର ନିଷ୍ପତ୍ତି ନେଇଥିଲେ । ନିଖିଲ ବିନୋଦ କୁମାରଙ୍କୁ ବହୁତ ପିଟିଥିଲେ ଏଥିରେ ତାଙ୍କ ପତ୍ନୀ ମଧ୍ୟ ତାଙ୍କୁ ସହାୟତା କରିଥିଲେ ।

ନିଖିଲ ଓ ନନ୍ଦିନୀ ଦୁହେଁ ଥାନାକୁ ଯାଇ ବିନୋଦଙ୍କୁ ଅସହାୟ ଭାବରେ ପିଟିଛନ୍ତି । ପୋଲିସ ଅଧିକାରୀ ମଧ୍ୟ ଚୁପଚାପ ଭାବରେ ଦେଖୁଥିଲେ । ବିନୋଦଙ୍କୁ ପିଟୁଥିବା ଅବସ୍ଥାରେ ନିଖିଲ ଓ ନନ୍ଦିନୀଙ୍କ ଭିଡ଼ିଓ ପ୍ରସ୍ତୁତ କରାଯାଇଥିଲା ଯାହାକି ସୋସିଆଲ ମିଡିଆରେ ଖୁବ୍ ଜୋରରେ ଭାଇରଲ ହେଉଛି । ଏହି ଭିଡିଓଟିକୁ ଦେଖିଲା ପରେ କିଛି ଲୋକ ଦୁଃଖ ପ୍ରକଟ କରି କହିଛନ୍ତି ଯେ, ପୋଲିସ ଯଦି ବେଆଇନ କାମ କରିବ; ତେବେ ଅପରାଧୀଙ୍କୁ ଅପରାଧ କରିବାରେ କିଏ ଅଟକାଇବ ।