ଇଶା ଆମ୍ବାନୀ ନିଜ ସ୍ୱାମୀଙ୍କ ସହିତ କୋଟି କୋଟି ଟଙ୍କାର ବଙ୍ଗଳାରେ ରହନ୍ତି । ଦେଖନ୍ତୁ ବଙ୍ଗଳା ଭିତରର କିଛି ଫୋଟ…

Spread the love

୨୦୧୮ ମସିହାର ଶେଷ ଆଡ଼କୁ ଗୋଟେ ପରେ ଗୋଟେ ଏମିତ ବହୁତ ବିଖ୍ୟାତ ବ୍ୟକ୍ତିମାନଙ୍କ ବିବାହ ସମର୍ଣ୍ଣ ହୋଇଥିଲା ଏବଂ ଏହି ବିବାହର ଉତ୍ସବ କିଛି ଏମିତି ଥିଲା ଯେ, ତାକୁ ସାରା ଦୁନିଆ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । କିଛି ଲୋକ ବିଦେଶରେ ବିବାହ କଲେ ତ କିଛି ବିଦେଶରେ ମେହିନ୍ଦୀ ଉତ୍ସବ କରି ଭାରତ ଆସି ବିବାହ କଲେ କିନ୍ତୁ ଦେଖିବାକୁ ଗଲେ ବହୁ ବିଖ୍ୟାତ ଲୋକଙ୍କ ଯୋଡି ନିର୍ମିତ ହେଲା । ସେମାନଙ୍କ ମଧ୍ୟରୁ ଜଣେ ଥିଲେ ଇଶା ଆମ୍ବାନୀ ଏବଂ ତାଙ୍କ ସ୍ୱାମୀ ଆନନ୍ଦ ପିରାମଲ । ଯାହାକୁ ତାଙ୍କ ଶଶୁର ଅଜୟ ପିରାମଲ ୨୫୦ କୋଟି ଟଙ୍କାର ଗୋଟିଏ ବଙ୍ଗଳା ଦେଇଛନ୍ତି । ବିବାହର ଅନେକ ମାସ ପରେ ସେହି ଅରବ ଟଙ୍କାର ବଙ୍ଗଳାର କିଛି ଫୋଟ ସମ୍ନାକୁ ଆସିଛି । ଯେଉଁଠି ଇଶା ଆମ୍ବାନୀ ନିଜ ସ୍ୱାମୀଙ୍କ ସହିତ ରହୁଛନ୍ତି, ଆପଣଙ୍କୁ ମଧ୍ୟ ପସନ୍ଦ ଆସିବ ।

ଇଶା ଆମ୍ବାନୀ ନିଜ ସ୍ୱାମୀଙ୍କ ସହିତ ଅରବ ଟଙ୍କାର ବଙ୍ଗଳାରେ ରହୁଛନ୍ତି :

ଦେଶର ସବୁଠାରୁ ବଡ଼ ଧନୀ ବ୍ୟକ୍ତି ମୁକେଶ ଆମ୍ବାନୀଙ୍କ ଝିଅ ଇଶା ଆମ୍ବାନୀଙ୍କ ବିବାହ ବିଜନେସ୍ ମ୍ୟାନ୍ ଆନନ୍ଦ ପିରାମଲଙ୍କ ସହିତ ୨୦୧୮ ମସିହା ଡିସେମ୍ବର ୧୨ ତାରିଖରେ ହୋଇଥିଲା । ଏହି ବିବାହରେ ବଲିଉଡ ଜଗତ ଏବଂ ଶିଳ୍ପ ଜଗତର ଅନେକ ସୁପ୍ରସିଦ୍ଧ ବ୍ୟକ୍ତି ସାମିଲ ହୋଇଥିଲେ । ବହୁତ ଲୋକ ତାଙ୍କ ପ୍ରୀତିଭୋଜନରେ ସାମିଲ ହୋଇଥିଲେ । ଇଶା ଆମ୍ବାନୀ ତାଙ୍କ ବଂଶର ଏକମାତ୍ର ଝିଅ ଥିଲେ । ସେଥିପାଇଁ ଏହି ବିବାହ ବହୁତ ଧୁମଧାମରେ ହୋଇଥିଲା । ତାଙ୍କ ବିବାହ ସମୟରେ ତାଙ୍କର ସେହି ଘର କଥା ଖୁବ୍ ଚର୍ଚ୍ଚା ହେଉଥିଲା ଯାହା ତାଙ୍କ ଶଶୁର ତାଙ୍କୁ ବିବାହରେ ଉପହାର ଦେଇଥିଲେ ଏବଂ ଏବେ ତାହାର ଫୋଟ ସମ୍ନାକୁ ଆସିଛି । ଇଶା ଆମ୍ବାନୀ ଏବଂ ଆନନ୍ଦ ପିରାମଲଙ୍କ ଏହି ଘର ବହୁତ ସୁନ୍ଦର ଅଟେ ଯାହା ସାଉଥ ମନ୍ଦିରର ବର୍ଲିରେ ଉପସ୍ଥିତ ଅଛି । ଏହି ବଙ୍ଗଳାର ନାମ ଗୁଲାଟି ରଖାଯାଇଛି ଏବଂ ଇଶାଙ୍କର ଏହି ସମୁଦ୍ର ମୁହାଁ ଘର ତାଙ୍କ ଶଶୁର ୨୦୧୨ ମସିହାରେ କିଣିଥିଲେ ଯାହାର କିଛି ମରାମତି ଇଶାଙ୍କ ବିବାହ ପୂର୍ବରୁ ଚାଲିଥିଲା । ଇଶା ଏବଂ ଆନନ୍ଦକୁ ତାଙ୍କ ବାପା ତାଙ୍କୁ ବିବାହର ଉପହାର ସ୍ୱରୂପ ଏହି ବଙ୍ଗଳାକୁ ଦେଇଛନ୍ତି ଯାହା ୫୦,୦୦୦ ଫୁଟରେ ନିର୍ମିତ ଏବଂ ଏହି ବଙ୍ଗଳାର ଦାମ ୪୫୦ କୋଟି ଟଙ୍କା ବୋଲି କୁହାଯାଉଛି । ଘର ଭିତରର ଯେଉଁ ଫୋଟ ଗୁଡିକ ସମ୍ନାକୁ ଆସିଛ ତାକୁ ଦେଖିଲା ପରେ ଆଖି ପଲକ ଆଉ ବନ୍ଦ ହେଉନି ।

ବଙ୍ଗଳାଟି ୫୦,୦୦୦ ଫୁଟରେ ନିର୍ମିତ । ଏହି ସମୁଦ୍ର ମୁହାଁ ବଙ୍ଗଳାଟି ୫ ମହଲା ବିଶିଷ୍ଟ ଅଟେ । ଏଥିରେ ଗୋଟେ ବଗିଚା ବା ପଡିଆ, ତିନୋଟି ଭୂମିତଳ କୋଠରି, ଖୋଲା ଜାଗାରେ ସ୍ୱିମିଙ୍ଗପୂଲ ଏବଂ ଅନେକ ଗୁଡିଏ କୋଠରି ମଧ୍ୟ ରହିଛି । ଏଥିରେ ବିସ୍ମୟକର କାଚର ଖୋଳ ଲାଗିଛି ଯାହା ବାହାରକୁ ଯିବାପରେ ବହୁତ ଖୁସି ଅନୁଭବ ହେବ । ଘରର ରେଖାଚିତ୍ର ଭିନ୍ନ ରୂପରେ ହୋଇଛି ଏବଂ ଦିଆଯାଇଥିବା ଫୋଟରେ ଆପଣମାନେ ତାହାର ଡିଜାଇନ ଦେଖି ପାରୁଥିବେ । ଏହି ବଙ୍ଗଳା ହୀରକ ବସ୍ତୁରେ ଆଧାରିତ ହୋଇଛି ଏବଂ ଇଶାଙ୍କ ବିବାହରେ ବଲିଉଡ ଠାରୁ ଆରମ୍ଭ କରି ରାଜନୈତିକ ଜଗତ ଏବଂ ଖେଳ ଦୁନିଆର ଅନେକ ପ୍ରସିଦ୍ଧ ବ୍ୟକ୍ତି ଆସିଥିଲେ କିନ୍ତୁ ସବୁଠାରୁ ଖାସ ଥିଲା ଆମେରିକା ରାଜନୀତିରେ ରୁଚି ରଖିଥିବା ହିଲେରି କ୍ଲିଣ୍ଟନଙ୍କ ଆସିବା ।