ଇଏ ସେହି ବର୍ଷା ତ ? ଇଲେକ୍ସନ ଜିତୁ ଜିତୁ ବଦଳିଗଲା ରଙ୍ଗ ଢଙ୍ଗ

mal 1

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ କାନ୍ଦି କାନ୍ଦି ଭୋଟ ମାଗିଥିଲେ ଏବେ ଲୋକଙ୍କୁ ଦୂରେଇ ଦଉଛନ୍ତି । ବିଧାୟିକା ହେବା ପରେ ଦେଖାଇଲେ କି ଅସଲ ରଙ୍ଗ? ସମସ୍ୟା ଜଣାଇବାରୁ ବାଧାୟିକା କହୁଛନ୍ତି ସରପଞ୍ଚକୁ କୁହ । ଯଦି ସରପଞ୍ଚ ସବୁ କରିବେ ବିଧାୟିକା କରିବେ କ’ଣ? ବାପାଙ୍କ ସ୍ୱପ୍ନ କଥା କହି ଭୋଟ ମାଗିଥିଲେ ଏବେ ଭୋଟରଙ୍କୁ ଏ କି ବ୍ୟବହାର । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ।

ଯେଉଁଥିରେ ନବ ନିର୍ବାଚିତ ବିଧାୟିକଙ୍କ କଥା ଶୁଣିଲେ ଆପଣ ମଧ୍ୟ ମୁଣ୍ଡରେ ହାତ ଦେବେ । ବିଧାୟିକା ଆସିବା ଜାଣି ସମସ୍ୟା ଜଣାଇବା ପାଇଁ ଧାଇଁ ଆସିଥିଲେ ଗାଁ ଲୋକେ । ହେଲେ ଗାଁ ଲୋକଙ୍କ ତୁଣ୍ଡରୁ ଯେଉଁ କଥା ବାହାରିଲା ଲୋକେ ଗୁହାରି କରିବେ କ’ଣ ଯେଉଁ ମୁହଁ ରେ ଯାଇଥିଲେ ସେହି ମୁହଁରେ ଫେରି ଆସିଲେ । ଯିଏ ଦିନେ କାନ୍ଦି କାନ୍ଦି ଭୋଟ ମାଗୁଥିଲେ ଆଉ ଗାଦିରେ ବସିବା ପରେ ଲୋକଙ୍କୁ ହତାଦର କରୁଛନ୍ତି ।

mal

ନିର୍ବାଚନ ପ୍ରଚାର ବେଳେ କାନ୍ଦି କାନ୍ଦି ବାପାଙ୍କ ସ୍ୱପ୍ନକୁ ପୂରଣ କରିବା ସହ ପଦ୍ମପୁରର ବିକାଶ କଥା କହିଥିଲେ । ହେଲେ ବର୍ଷାଙ୍କ ଏହି ଭାଇରାଲ ଭିଡିଓ ଦେଖିବାପରେ ଏହି କାନ୍ଦ ପଛରେ ଏତେ ଛଳନା ଥିଲା ବୋଲି ମଧ୍ୟ ଆରମ୍ଭ ହେଲାଣି ଚର୍ଚ୍ଚା । ପଦ୍ମପୁର ବ୍ଲକ ମହୁଲପାଲି ଗାଁ କୁ ଯାଇଥିଲେ ନବ ନିର୍ବାଚିତ ବିଧାୟିକା ବର୍ଷା ସିଂ । ଏହି ସମୟରେ ଗାଁ ଲୋକେ ଆସି ଡ୍ରେନ୍ ସମସ୍ୟା କଥା କହିଥିଲେ । ହେଲେ ଏହି କଥା ଶୁଣି ଚିଁ କି ଉଠିଥିଲେ ବିଧାୟିକା ମେଡମ୍ ।

ନିଜେ ସମସ୍ୟା ନଶୁଣି ଲୋକଙ୍କୁ ତାତ୍ସଲ୍ୟ କରିବା ସହ କହିଥିଲେ ସରପଞ୍ଚକୁ ଭୋଟ ଦେଇଛ ସମସ୍ୟା କୁହ । ହେଲେ ଗୋଟିଏ କଥା ଆପଣ ପରା ପଦ୍ମପୁରର ବିଧାୟିକା । ଜଣେ ପ୍ରତିନିଧିଙ୍କ ମୁହଁରୁ ଏଭଳି କଥା ବୋଧହୁଏ ଶୁଭନୀୟ ନୁହେଁ । ତେବେ ଭାଇରାଲ ଭିଡିଓରେ ବର୍ଷା ଏଭଳି କାହିଁକି କହିଲେ ଏଯାଏଁ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ