ସତ ହେଇଗଲା କି ମାଳିକା ବଚନ! ହୀରାକୁଦ ପଙ୍କକୁ କାହିଁକି ଟାର୍ଗେଟ କରୁଛନ୍ତି ବିଦେଶୀ, Sata ଜାଣିଲେ ସ୍ତବ୍ଦ ରହିଯିବେ…

ଆପଣ ମାନଙ୍କୁ ଆମର ପୋଷ୍ଟ ପୋର୍ଟଲକୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଦେଶୀ ମାନେ କଣ ପାଇଁ ଟାର୍ଗେଟ କରୁଛନ୍ତି ହୀରାକୁଦ ବନ୍ଧ କୁ । ତେବେ ମାଳିକା ରେ ଲେଖା ରହିଛି କି ହୀରାକୁଦ ପଙ୍କରେ କଣ ରହିଛି , ଭାଙ୍ଗିବ ହୀରାକୁଦ ବନ୍ଧ ହୀରାକୁଦ ପାଣି ନୀଳାଚଳ ବାନା ଛୁଇଁବ । ତେବେ କଳିଯୁଗ ଶେଷ ହେଲେ ଖଣ୍ଡ ପ୍ରଳୟ ହେବ । ହେଲେ କଣ ପାଇଁ ହୀରାକୁଦ ପଙ୍କ କୁ ଟାର୍ଗେଟ କରୁଛନ୍ତି ବିଦେଶୀ । ତେବେ ଆସନ୍ତୁ ବନ୍ଧୁଗଣ ଜାଣିନେବା ସେହି ବିଷୟ ରେ କି ଏମିତି କଣ ରହିଛି ହୀରାକୁଦ ର ପଙ୍କର ରେ କଣ ରହିଛି । ଯେଉଁଥି ପାଇଁ ବିଦେଶୀ ନେବାକୁ ଚାହୁଁଛନ୍ତି ।

ଏମିତି ରେ ମାଳିକା ରେ ଭକ୍ତ ମାନେ କୁହନ୍ତି କି ଯେଉଁ ସମୟ ରେ ଏହି ବନ୍ଧ ନିର୍ମାଣ କରାଗଲା । ସେହି ସମୟ ରେ ହୀରାକୁଦ ବନ୍ଧ ବିଷୟ ରେ ମାଳିକା ରେ ଲେଖା ହୋଇଥିଲା । ତେବେ ସେମାନଙ୍କ କହିବା ଅନୁସାରେ ହୀରେଶ୍ୱର ମହାଦେବ ମନ୍ଦିର ବର୍ତମାନ ସମୟ ରେ ବି ପାଣି ମଧ୍ୟରେ ବୁଡି କରି ରହିଛି । ଏମିତି ସୁଣିବାକୁ ମିଳେ କି ଯେଉଁ ସମୟ ରେ ଜଳସ୍ତର ଖସେ ସେହି ସମୟ ରେ ମନ୍ଦିର ର ଅଗ୍ରଭାଗ ଦେଖିବାକୁ ମିଳେ ।

hirakud

ମାଳିକା ର ଭକ୍ତ ମାନଙ୍କ କହିବା ଅନୁସାରେ ଯେଉଁଠାରେ ଏହି ହୀରେଶ୍ୱର ମନ୍ଦିର ରହିଛି ସେଠାରେ ସବୁ କିଛି ହୀରା ପାଣି ହୀରା ,ପଙ୍କ ହୀରା , ସବୁକିଛି ହୀରା ବୋଲି ମାଳିକା ରେ ଲେଖା ହୋଇଛି । ତେବେ ଏମିତି ରେ ମାଳିକା ରେ ଲେଖା ହୋଇଛି ଯଦି ହୀରାକୁଦ ବନ୍ଧର ପଙ୍କ କୁ ଓଡିଶା ସରକାର ବୀକ୍ରି କରନ୍ତି ତେବେ ଏମିତି ଏକ ସମୟ ଆସିବ ଯେଉଁ ସମୟ ରେ 100 ବର୍ଷ ପର୍ଯ୍ୟନ୍ତ ବ୍ୟବସାୟ କରି ଓଡିଶା ଚାଲିଯିବ ।

ଜାହାକୁ କେହି ପାଶ୍ଚାତ୍ୟ ଦେଶବି ହୀରାକୁଦ ମରାମତି ପାଇଁ ଚାହୁଁଛନ୍ତି । ଏବଂ ସେମାନେ ଏପରି କହୁଛନ୍ତି କି ସେମାନଙ୍କୁ ହୀରାକୁଦ ବନ୍ଧର ମରାମତି କାମ ଦିଆଯାଉ ବୋଲି । ଆଉ ସେମାନେ ଦାବି କରନ୍ତି କି ସେମାନେ ଏହାର ମରାମତି କରିବେ ଆଉ ଏହାର ପଙ୍କ ନେଇ କରି ଯିବେ ବୋଲି ।

hirakud

ତେବେ ଏଠାରେ ସମସ୍ତ ଙ୍କ ମନରେ ପ୍ରଶ୍ନ ଉଠୁଛି କି ହୀରାକୁଦ ବନ୍ଧରେ ଏମିତି କଣ ରହିଛି ଜାହାକି ପାଶ୍ଚାତ୍ୟ ଦେଶବି ଚାହୁଁଛନ୍ତି । ହୀରାକୁଦ ବନ୍ଧର ପଙ୍କକୁ ନେଇ ଜାହା ମାଳିକା ରେ ବର୍ଣ୍ଣନା ରହିଛି କି ହୀରାକୁଦ ର ପଙ୍କରେ ହୀରା ଲୁଚି ରହିଛି ଜାହା କୁ ପାଶ୍ଚାତ୍ୟ ଦେଶ ମାନେ ଚାହୁଁଛନ୍ତି । ସେହିଥି ପାଇଁ ବିିଭିନ୍ନ ଦେଶ ମାନେ ଏବେ ହୀରାକୁଦ କୁ ଟାର୍ଗେଟ କରିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *