ଦ୍ଵିତୀୟ ଥର ପାଇଁ ଐଶ୍ଵର୍ଯ୍ୟ ରାୟ ମାଆ ହୋଇପାରନ୍ତି, ଦେଖନ୍ତୁ ଫୋଟୋ ଭାଇରାଲ ହୋଇଛି ।

Spread the love

ବଚ୍ଚନ ପରିବାରର ବୋହୁ ଐଶ୍ଵର୍ଯ୍ୟ ରାୟ ଆଜିକାଲି ନିଜ ଗର୍ଭାବସ୍ଥା (Pregnancy) ପାଇଁ ଚର୍ଚ୍ଚାରେ ଅଛନ୍ତି । ବଳିଉଡର ସବୁଠୁ ସୁନ୍ଦର ଅଭିନେତ୍ରୀ ଐଶ୍ଵର୍ଯ୍ୟ ରାୟ ପୁଣିଥରେ ଚର୍ଚ୍ଚାରରେ ଅଛନ୍ତି । ଐଶ୍ଵର୍ଯ୍ୟ ରାୟ କିଛି ନା କିଛି ବିଷୟରେ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି । ଐଶ୍ଵର୍ଯ୍ୟ ରାୟ ବର୍ତ୍ତମାନ ଚଳଚିତ୍ର ଗୁଡିକରେ ଖୁବ୍ କମ ଦେଖାଯାଉଛନ୍ତି, କିନ୍ତୁ ନିଜ ସୁନ୍ଦରତା ଓ ନିଜ ପରିବାରକୁ ନେଇ ସଦା ସର୍ବଦା ଚର୍ଚ୍ଚାରେ ରହୁଛନ୍ତି । ଦୁନିଆର ସବୁଠୁ ସୁନ୍ଦର ମହିଳାଙ୍କ ରୂପରେ ପରିଗଣିତ ଐଶ୍ଵର୍ଯ୍ୟ ରାୟ ବହୁ ଲୋକଙ୍କ ହୃଦୟର ସ୍ପନ୍ଦନ ହୋଇଛନ୍ତି । ଐଶ୍ଵର୍ଯ୍ୟ ରାୟ ଅଭିନୟ କରିଥିବା ପ୍ରାୟତଃ ଚଳଚିତ୍ର ଗୁଡିକ ମଧ୍ୟରୁ ବହୁତ ଗୁଡିଏ ଚଳଚିତ୍ର ବକ୍ସ ଅଫିସ୍ ରେ ସଫଳତାର ସ୍ଵାଦ ଚାଖିଛି । ଚାଲନ୍ତୁ ଜାଣିବେ ଆଜିର ଏହି ଲେଖାରେ ଆପଣଙ୍କ ପାଇଁ କଣ ଖାସ୍ ଅଛି ।

ବଚ୍ଚନ ପରିବାରର ବୋହୁ ଐଶ୍ଵର୍ଯ୍ୟ ରାୟ ଆଜିକାଲି ନିଜ ଗର୍ଭାବସ୍ଥାକୁ ନେଇ ଚର୍ଚ୍ଚାରେ ଅଛନ୍ତି । କୁହାଯାଉଛି; ଐଶ୍ଵର୍ଯ୍ୟ ରାୟ ବର୍ତ୍ତମାନ ମାଆ ହେବାକୁ ଯାଉଛନ୍ତି, କିନ୍ତୁ ଏହି ଖବର କେତେ ଦୂର ସତ୍ୟ ତାହାର ସ୍ପଷ୍ଟ କରାଯାଇ ନାହିଁ । ଏହା ପ୍ରଥମ ଥର ନୁହେଁ ଯାହା କୌଣସି ଅଭିନେତ୍ରୀଙ୍କ ଗର୍ଭାବସ୍ଥାର ଖବର ଶୁଣିବାକୁ ମିଳିଛି, ଏହା ପୂର୍ବରୁ ଅନେକ ଥର ଅଭିନେତ୍ରୀଙ୍କ ଗର୍ଭାବସ୍ଥାର ମିଛ ସମ୍ବାଦ ପ୍ରଚାର ହୋଇସାଇଛି । ଯେତେବେଳେ ଐଶ୍ଵର୍ଯ୍ୟ ରାୟ ଓ ଅଭିଷେକ ବଚ୍ଚନଙ୍କର କିଛି ଛବି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ସେହି ସମୟରେ ଐଶ୍ଵର୍ଯ୍ୟ ରାୟଙ୍କ ଗର୍ଭାବସ୍ଥାର ଖବର ଶୁଣିବାକୁ ମିଳୁଛି ।

ଗୋଆରେ ଐଶ୍ଵର୍ଯ୍ୟ ରାୟ ଓ ଅଭିଷେକ ବଚନ ହୋଲି ପଲିଥିଲେ :

ନିକଟରେ ଐଶ୍ଵର୍ଯ୍ୟ ରାୟ ଓ ଅଅଭିଷେକ ବଚ୍ଚନଙ୍କ ଏକ ଫୋଟ ଶେୟାର କରିଛନ୍ତି ଯାହା ହୋଲି ଦିନର ଅଟେ । ଐଶ୍ଵର୍ଯ୍ୟ ରାୟ ଓ ଅଭିଷେକ ନିଜ ପରିବାର ଠାରୁ ଅଲଗା ହୋଇ ଗୋଆରେ ହୋଲି ପାଳିଥିଲେ । ଅଭିଷେକ ଓ ଐଶ୍ଵର୍ଯ୍ୟ ଏହି ଛବିରେ ଶାନ୍ତ ଦେଖା ଯାଉଛନ୍ତି । ଏହା ପ୍ରଥମ ଘଟଣା ଯାହା ଐଶ୍ଵର୍ଯ୍ୟ ରାୟ ଓ ଅଭିଷେକ ବଚ୍ଚନ ନିଜ ପରିବାର ଠାରୁ ଅଲଗା ହୋଇ ହୋଇ ହୋଲି ପର୍ବ ପାଳନ କରିଛନ୍ତି । ମିଡିଆ ରିପୋର୍ଟ ଅନୁସାରେ ଦୁଇ ଜଣ ଛୋଟ କପଡା ପିନ୍ଧି ଗୋଆରେ ନିଜ ଛୁଟିକୁ ଉପଭୋଗ କରୁଛନ୍ତି ।

କଣ ଐଶ୍ଵର୍ଯ୍ୟ ରାୟ ଗର୍ଭାବସ୍ଥା ହୋଇଛନ୍ତି କି ?

ହୋଲି ପର୍ବରେ ଅଭିଷେକ ଓ ଐଶ୍ଵର୍ଯ୍ୟ ରାୟଙ୍କ ଫୋଟ ସାମ୍ନାକୁ ଆସିବା ଫଳରେ ଲୋକେ ଭିନ୍ନ ଭିନ୍ନ କଥା କହିବ ଆରମ୍ଭ କରିଦେଇଛନ୍ତି । ଲୋକଙ୍କ କହିବ କଥା ଯେ, ଫୋଟରେ ଐଶ୍ଵର୍ଯ୍ୟ ଗର୍ଭବତୀ ଥିଲା ଭଳି ଜଣାପଢୁଛି ଏବଂ ସେଥିପାଇଁ ଐଶ୍ଵର୍ଯ୍ୟ ଏହି ବର୍ଷ ହୋଲି ମଧ୍ୟ ଖେଳି ନାହାନ୍ତି ଓ ଘର ଠାରୁ ଦୂରରେ ରହି ଶାନ୍ତିରେ ଅଭିଷେକଙ୍କ ସହ ସମୟ ଅତିବାହିତ କରୁଛନ୍ତି ।

୨୦୦୭ରେ ହୋଇଥିଲା ଐଶ୍ଵର୍ଯ୍ୟ ଓ ଅଭିଷେକଙ୍କ ବିବାହ :

ଐଶ୍ଵର୍ଯ୍ୟ ଓ ଅଭିଷେକଙ୍କ ବିବାହ ୨୦ ଅପ୍ରିଲ, ୨୦୦୭ରେ ହୋଇଥିଲା । ଦୁହେଁ ପ୍ରେମ ବିବାହ କରିଥିଲେ ଏବଂ ସମସ୍ତେ କହନ୍ତି ଜୟା ବଚ୍ଚନଙ୍କ ମଧ୍ୟ ପସନ୍ଦ ଥିଲା ଐଶ୍ଵର୍ଯ୍ୟଙ୍କୁ ନିଜ ବୋହୂ କରିବା ପାଇଁ । ବିବାହ ପରେ ଐଶ୍ଵର୍ଯ୍ୟଙ୍କ ଗୋଟିଏ ଝିଅ ଅଛି, ଯାହାର ନାମ ଅରାଧ୍ୟା ।