ଭାଗବତ ଗୀତାର 10ଟି ଅମୁଲ୍ୟ ବଚନ, ଯାହା ଭିତରେ ଲୁଚି ରହିଛି ଆପଣଙ୍କ ସବୁ ସମସ୍ୟାର ସମାଧାନ

Spread the love

ଜୀବନରେ ସାମାନ୍ୟ ଶାନ୍ତି ପାଇବା ପାଇଁ ମଣିଷ ଅନେକ ରାସ୍ତା ଆପଣାଇଥାଏ  । ଅନେକ ଲୋକ ଜ୍ୟୋତିଷବିତ୍ ମନ୍ଦିରର ପୂଜାରୀ ନିକଟକୁ ଯାଇ ଅଯଥା ଟଙ୍କା ଖର୍ଚ୍ଚ କରନ୍ତି  । କିନ୍ତୁ ଏହି ଶାନ୍ତିର ମାର୍ଗ ନିଜରେ ଖୋଜିବାକୁ ଚେଷ୍ଟା କରନ୍ତି ନାହିଁ  । ଆପଣ ସମସ୍ତେ ଜାଣି ଥିବେ ଭାଗବତ ଗୀତ : ଯେଉଁଥିରେ ବର୍ଣ୍ଣନା କରାଯାଇଛି ଅନେକ କିଛି ! ମନୁଷ୍ୟ ଜୀବନରେ ଘଟୁଥିବା ଦୈନନ୍ଦିନ  ଆମ ସମସ୍ତଙ୍କ  ସମସ୍ୟା ଓ ତାର ସମାଧାନ ଗୀତ ଓ ଭାଗବତ ଗୀତାରେ ବଣ୍ଣିତ ଅଛି ।  ଭାଗବତ ଗୀତାର 10ଟି ଅକାଟ୍ୟ ବଚନ,ଯାହା ଭିତରେ ଲୁଚିରହିଛି ଆପଣଙ୍କ ସବୁ ସମସ୍ୟାର ସମାଧାନ, ଆସନ୍ତୁ ଜାଣିବା :

1. କୌଣସି ମନୁଷ୍ୟ ଅନ୍ୟ ଉପରେ ନିର୍ଭର କରିବା ପୂର୍ଣ୍ଣ ରୂପେ ବଞ୍ଚିବା ଅପେକ୍ଷା ଭଲ ହେବ ନିଜ ଭାଗ୍ୟର ଅନୁସାରେ ଅପୂର୍ଣ୍ଣ ରୂପରେ ବଞ୍ଚିବା ।

2. ନର୍କ ଏହି 3ଟି ଜିନିଷକୁ ଘୃଣା କରିଥାଏ :- ଅଭିଳାଷ, କ୍ରୋଧ ଓ ଲାଭ । ପରମାତ୍ମା କହିଥାନ୍ତି, ଯେ କୌଣସି ମନୁଷ୍ୟ ନିଜ ଜୀବନରେ ଘୃଣାର ଭଵନା, ଲାଭ ମୋହମୟା ଓ ଅଭିଳାଷରେ ରଖିଥାନ୍ତି, ସେମାନଙ୍କ ପାଇଁ ନର୍କ ସଠିକ୍ ଜାଗା ହୋଇଥାଏ ।

3. ବୁଦ୍ଧିମାନ ବ୍ୟକ୍ତି ନା ହିଁ ବଞ୍ଚି ରହିଥିବା ଲୋକଙ୍କ ପାଇଁ ସଉକ ମନାଇଥାନ୍ତି ନା ହିଁ ମୃତ୍ୟୁ ହୋଇଥିବା ଲୋକଙ୍କ ପାଇଁ । ଏମିତି କୌଣସି ସମୟ ନ ଥିଲା, ଯେବେ ତୁମେ, ମୁଁ ଓ ସମସ୍ତ ରାଜା ଏଠାରେ ଏକତ୍ରିତ ହୋଇଥିଲୁ, ନା ହିଁ ଅସ୍ତିତ୍ୱରେ ଥିଲା ନା ହିଁ ଏମିତି କୌଣସି ସମୟ ହୋଇଥିଲା କି ଯେବେ ଆମେ ଅସ୍ତିତ୍ୱକୁ ସମାପ୍ତ କରିଦେଇଥାନ୍ତେ । ଯେଉଁ ଜିନିଷ ଆମ ହାତରେ ନାହିଁ ସେହି ବିଷୟରେ ଚିନ୍ତା କରିକି ଲାଭ କଣ ?

Google

4. ନିଜ କର୍ତ୍ତବ୍ୟକୁ ପାଳନ କରିବା ଯାହା ପ୍ରକୃତି ଦ୍ୱାରା ନିର୍ଦ୍ଧାରିତ କରାଯାଇଛି, ତାହା କୌଣସି ପାପ ନାହିଁ । ନିଜ କର୍ତ୍ତବ୍ୟକୁ ପାଳନ କରିବା ପାଇଁ କୋୖଣସି ଭାବରେ ଅଳସ ହେବାକୁ ହେବନି ।

5. ଗରମ ଓ ଶୀତ, ଖୁସି ଆଉ ଦୁଃଖର ଭାବନା ତାଙ୍କର ଵସ୍ତୁର ସହିତ ତାତ୍ପଜ୍ୟ ଓ ଵିଚାର କାରଣରୁ ହୋଇଥାଏ । ଯାହା ଅସିଥାଏ ଆଉ ଚାଲିଯାଇଥାଏ, ବେଶୀ  ସମୟ ଧରି ରହିନଥାଏ । ପୃଥିବୀରେ ପାଗର ଯେମିତି ପରିବର୍ତ୍ତନ ହୋଇଥାଏ ସେହି ପ୍ରକାରର ସୁଖ ଓ ଦୁଃଖର ପରିବର୍ତ୍ତନ ହୋଇଥାଏ ।

6. ଆମେ ସବୁବେଳେ ସକାରତ୍ମକ ଜିନିଷକୁ ଦେଖିବା ଦରକାର ଓ ସକାରତ୍ମକ ଭାବନା ରଖିବା ଦରକାର । କାହିଁକି ନା ଏହା ଆମର ଅସ୍ତିତ୍ୱକୁ ଲୋକମାନଙ୍କ ସାମନାରେ ପ୍ରକଟ କରିଥାଏ । 

7. ସତ୍ୟ ମନର ବ୍ୟକ୍ତି ହିଁ ପରମାତ୍ମାକୁ ଠିକ୍ ରୂପେ ଜାଣି ପାରିଥାନ୍ତି ।

8. ଜୀବନରେ କେବେ ମଧ୍ୟ କ୍ରୋଧ କରନ୍ତୁ ନାହିଁ । କ୍ରୋଧ ଆପଣଙ୍କ ଜୀବନକୁ ଧ୍ୱଂସ କରିଦେଇଥାଏ । 

Google

9. ଯେଉଁ ବ୍ୟକ୍ତି ନିଜ ନିଜ ଭିତରେ ଖୁସି ରହିଥାଏ ବା ସନ୍ତୁଷ୍ଟ ରହିଥାଏ, ଯେଉଁ ମନୁଷ୍ୟ ଜୀବନରର ଗୋଟିଏ ଅତ୍ମୋଜ୍ଞାନ ରହିଥାଏ, ସେହି ମନୁଷ୍ୟ ପାଇଁ କିଛି ବି କର୍ମ ଅସମ୍ଭବ ହୋଇ ରହିନଥାଏ ।

10. ଏମିତି କୌଣସି ସମୟ ନଥିଲା ଯେବେ ମୋର ଅସ୍ତିତ୍ୱ ନ ଥିବ, ନା ତୁମର, ନା ହିଁ ଏଥିମଧ୍ୟରୁ କୋୖଣସି ରାଜା । ନା ହିଁ ଏମିତି କୌଣସି  ଭବିଷ୍ୟତ ଅଛି ଯାହା ଆମକୁ ରୋକି ପାରିବ ।

ଅନୁଛେଦଟି କିପରି ଲାଗିଲା Comment କରି ଜଣାନ୍ତୁ ! ! ଜୟ ଜଗନ୍ନାଥ !!