ମୁଖ୍ୟମନ୍ତ୍ରୀଙ୍କୁ ବି ଜେଲ ପହଞ୍ଚାଇ ଦେଇଛନ୍ତି ଏଇ IPS ଅଫିସର , ପ୍ରାୟତଃ ଲାଗି ରହି ଥାଏ ତାଙ୍କର ଟ୍ରାନ୍ସଫର

Spread the love

ସମୟର ତଳେ ତଳେ ମନୁଷ୍ୟ ମଧ୍ୟ ନିଜକୁ ବଦଳାଇ ଦେଇଛି ! ନାରୀ ମଧ୍ୟ ନିଜକୁ ଆଉ ଦୁର୍ବଳ ବୋଲି ମାନେ କରୁ ନାହିଁ ! ବର୍ତ୍ତମାନ ଭାରତରେ ସବୁବେଳେ ମହିଳାଙ୍କ ପ୍ରତି ଅଲଗା ରୁଚି ରହି ଆସିଯାଇଛି । ସ୍ବଧୀତନା ସଂଗ୍ରାମରେ ମଧ୍ୟ  ମହିଳାମାନେ ଭାରତକୁ ଇଂରାଜୀମାନଙ୍କ ଠାରୁ  ଆଜାଦ କରିବାରେ ନିଜର ପାଦ ପଛରେ ରଖି ନ ଥିଲେ । ଏହି ଦେଶରେ ମହାରାଣୀ ଲକ୍ଷ୍ମୀ ବାଇ ଯେମିତି ବିରଙ୍ଗନା ସାଜି ଇଂରେଜମାନଙ୍କ ସହିତ ଲଢ଼ିଛନ୍ତି । ସେହିପରି ମହିୟସୀ ମହିଳାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଛନ୍ତି ଅନେକ ମହିଳା ଏବଂ ଭ୍ରଷ୍ଟାଚାର, ଦୁର୍ନୀତି, ଅତ୍ୟାଚାଲ ଏହା ବିରୋଧରେ ସ୍ୱର ଉତ୍ତୋଳନ କରି ସ୍ୱାଧୀନ ଭାବରେ ବଂଚିବାର ମଧ୍ୟ ଶିଖି ଗଲେଣି !

ଏହି ପୋଷ୍ଟରେ ଆମେ ଏମିତି ଜଣେ ମହିଳା ଅଫିସରଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ନାମ ଶୁଣିଲେ ବଡ଼ ବଡ଼ ନେତାମାନଙ୍କ ହୃଦୟ କମ୍ପି ଉଠିଥାଏ । ଆସନ୍ତୁ ଜାଣିବା ଏମିତି କଣ ଅଛି ।

ଏହି ମହିଳା IPS ଅଫିସର ଙ୍କର ନାମ ହେଲା ଡି. ରୂପା । ଯି ଏକି ନିଜର  କର୍ତ୍ତବ୍ୟ ନିଷ୍ଟ ଅଫିସର ଭାବରେ ଜଣା ଶୁଣା ଅଟନ୍ତି । ଇଏ ସୋସିଆଲ ମେଡିଆରେ ବହୁତ ଏକ୍ଟିଭ ରୁହନ୍ତି । ସାମାଜିକ ମୁଦ୍ଦା ଉପରେ ନିଜର ସ୍ପଷ୍ଟ ରାୟ ରଖନ୍ତି ।

ଡି ରୁପା ଏବେ କର୍ଣ୍ଣାଟକରେ IG ପଦରେ ଅଛନ୍ତି । ଏହା ପୂର୍ବରୁ ସେ DIG ପଦରେ ଥିଲେ । ଜୟଲଳିତାଙ୍କର ନିକଟତର AIDMKର ନେତା ଶଶୀକଳାଙ୍କୁ ଜେଲ ମଧ୍ୟରେ ମିଳୁଥିବା VIP ସୁବିଧାର ଖୁଲାସା କରି ଥିଲେ । ସେ ସବୁବେଳେ ନିଜର ଟ୍ୱିଟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ।

ଆପଣଙ୍କର ମନେ ଥିବ ବର୍ଷ 2004 ରେ ବିଜେପି କେନ୍ଦ୍ରୀୟ ମନ୍ତ୍ରୀ ଉମା ଭାରତୀ ନାମରେ ୱାରେଣ୍ଟ ଆସିବାରୁ ଏହି ଅଫିସର ତାଙ୍କୁ ଏକୁଟିଆ ହିଁ ଗିରଫ କରିବାକୁ ବାହାରି ପଡି ଥିଲେ । ଯେବେ କି ଉମା ଭାରତୀ ସେ ସମୟରେ ମୁଖ୍ୟମନ୍ତ୍ରୀ ପଦରେ ଥିଲେ । ୱାରେଣ୍ଟ ପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ବି ଇସ୍ତଫା ଦେଇ ଦେଇ ଥିଲେ ।

ଏହି ମହିଳା ପୋଲିସ ଅଫିସର ଙ୍କ ବିଷୟରେ ଆପଣଙ୍କ ର କଣ ରାୟ ଅଛି କମେଣ୍ଟ ବାକ୍ସରେ କମେଣ୍ଟ କରି ଜଣେଇ ପାରନ୍ତି । ଆଉ ନୂଆ ନୂଆ ଖବର ପଢିବା ପାଇଁ ଆମକୁ ଫୋଲ କରନ୍ତୁ ।