Interview ରେ ପଚାରଗଲା : ଧନୀ ଓ ଗରିବ ଘରେ ନିଆଁ ଲାଗିଲା, ପୋଲିସ ପ୍ରଥମେ କାହା ଘରକୁ ଯିବା ନିଆଁ ଲିଭାଇବା ପାଇଁ ?

Spread the love

ସରକାରୀ ଚାକିରୀଟି ପାଇବା ପାଇଁ ପ୍ରତିବର୍ଷ ଲକ୍ଷ ଲକ୍ଷ ବିଦ୍ୟାର୍ଥୀ ଚାକିରୀ ପାଇଁ ଆବେଦନ କରନ୍ତି ଏବଂ ଅଧିକରୁ ଅଧିକ ପରିଶ୍ରମ ମଧ୍ୟ କରନ୍ତି । ସରକାରୀ ଚାକିରୀଟି ପାଇବା ପାଇଁ ଅଧିକରୁ ଅଧିକ ପୁସ୍ତକ ମଧ୍ୟ ପଢିବା ଜରୁରୀ ଅଟେ । ଏହା ସଙ୍ଗେ ସଙ୍ଗେ ପରୀକ୍ଷାରେ କେଉଁ ପ୍ରକାର ପ୍ରଶ୍ନ ଆସେ ଆଉ ସେହି ପ୍ରଶ୍ନ ଗୁଡିକର ଉତ୍ତର କେମିତି ଲେଖିବାକୁ ହେବ ଏହା ମଧ୍ୟ ଜାଣିବା ଆବଶ୍ୟକ ଅଟେ । ଏତତ୍-ବ୍ୟତୀତ ସମସ୍ତ ଵିଦ୍ୟାର୍ଥୀଙ୍କ ସାଧାରଣ ଜ୍ଞାନ (GK) ମଧ୍ୟ ଭଲ ହେବା ଅନିର୍ବାର୍ଯ୍ୟ ଅଟେ । କାରଣ ଆପଣଙ୍କୁ ଇଣ୍ଟେରଭ୍ୟୁକୁ ଡାକି ଆପଣଙ୍କୁ GK ସମ୍ବନ୍ଧିତ ପ୍ରଶ୍ନ ପଚାରାଯାଏ ।

ଆପଣମାନଙ୍କ ଏହି ସମସ୍ୟାକୁ ଆଖିଆଗରେ ରଖି ଆମ୍ଭେ ଆଜି ଏମିତି କିଛି ପ୍ରଶ୍ନ ଆଣିଛୁ ଯାହା ଆପଣଙ୍କୁ ବିଶେଷ ସାହାଯ୍ୟ କରିବ Interview ସମୟରେ । ତେବେ ଆସନ୍ତୁ ଜାଣିବା :

Interview ସମୟରେ ଗୋଟିଏ ଝିଅକୁ ପଚାରଗଲା :-

୧) ପ୍ରଶ୍ନ :- ଚନ୍ଦ୍ର ପୃଷ୍ଠାରେ ଜୀବନ ସମ୍ଭବ ନୁହେଁ କାହିଁକି ?

ଉତ୍ତର :- କାରଣ ଚନ୍ଦ୍ରପୃଷ୍ଠରେ ଜଳ ଓ ବାୟୁ ନାହିଁ । ଜଳ ଓ ବାୟୁ ବିନା ମନୁଷ୍ୟ ବଞ୍ଚିବ ସମ୍ଭବ ନୁହେଁ ।

୨) କେଉଁ ଦେଶରେ “ତାସ” (Playing Card) ଆବିଷ୍କାର ହୋଇଥିଲା ?

ଉତ୍ତର :- ଚୀନ

୩) କେଉଁ ବସ୍ତୁ ବା ପଦାର୍ଥ ପାଣିରେ ପଡିଲେ ମଧ୍ୟ ଓଦା ହୁଅ ନାହିଁ ?

ଉତ୍ତର :- ଛାଇ ।

୪) ବିଶ୍ୱର କେଉଁ ଦେଶରେ ପ୍ରତିବର୍ଷ ରାଷ୍ଟ୍ରପତି ନିର୍ବାଚନ ହୋଇଥାଏ ?

ଉତ୍ତର :- ସୁଇଜର୍ଲ୍ୟାଣ୍ଡ

୫) ଭଗବାନଙ୍କ କୃପାରୁ କେବେ କାହାର ଘରେ ନିଆଁ ନ ଲାଗୁ । ଯଦି ଗୋଟିଏ ଧନୀ ଘରେ ଓ ଗୋଟିଏ ଗରିବ ଘରେ ଏକସାଥୀରେ ନିଆଁ ଲାଗେ, ତେବେ ପୋଲିସ କେଉଁ ଘରକୁ ପ୍ରଥମେ ନିଆଁ ଲିଭାଇବାକୁ ଯିବ ?

ଉତ୍ତର :- ପୋଲିସ ନିଆଁ ଲିଭାଇବା କାର୍ଯ୍ୟ କରନ୍ତି ନାହିଁ । ଏହି କାମ firemen ବା ଦମକଳ କର୍ମୀଙ୍କ କାର୍ଯ୍ୟ ।

ଆମେ ତୁମ ଭାବନାକୁ ବୁଝି ପରୁଛୁ କିନ୍ତୁ ତୁମକୁ ଦ୍ଵନ୍ଦରେ ରଖୁବ ପାଇଁ ଏହିପରି ପଚାରିଥିଲୁ ।

!! ଧନ୍ୟବାଦ !!