୨ ଘଣ୍ଟା ଜେରା କଲା, କେତେ କଣ ପଚାରିଲା । ପ୍ରେମିକା ମୋବାଇଲ୍ ନେଇଗଲା ପୋଲିସ

Jigyansa

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଆଉ ତାଙ୍କ ପ୍ରେମିକା ସୁନ୍ଦରୀ ଦାନ୍ତ ଡାକ୍ତରାଣୀ ଭିତରେ ସମ୍ପର୍କ କ’ଣ ଥିଲା । ସମ୍ପର୍କ କେତେ ଦିନର ସମ୍ପର୍କ । ଆଉ ସମ୍ପର୍କରେ କାହିଁକି ଆସିଲା ଏମିତି ଝଡ । ଯେଉଁଥିପାଇଁ ଡିଜେ ଆଜେକ୍ସ ଏମିତି ନେଲେ ଚରମ ନିଷ୍ପତ୍ତି । ତେବେ ସବୁ ଭିତରେ ପ୍ରେମର ଇତିହାସ ଉଣ୍ଡାଳୁଛି ପୋଲିସ । ଆଉ ଏହାରି ଉଭୟଙ୍କ ପ୍ରେମର ଗଭୀରତାକୁ ଭେଦ କରି ସତ ପଦାକୁ ଆଣିବାକୁ ଚେ଼ଷ୍ଟା କରୁଛି ପୋଲିସ ।

ସେଥିପାଇଁ ତ ସୁନ୍ଦରୀ ଦାନ୍ତ ଡାକ୍ତରାଣୀ ପ୍ରେମିକାକୁ କାଲି ୨ଘଣ୍ଟା ଜେରା କରିଛି ପୋଲିସ । ଆଉ ଏହାରି ଭିତରେ ତା ମୋବାଇଲ ଫୋନ୍ କୁ ଜବଦ କରିଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କିଛି ତଥ୍ୟ ମୋବାଇଲରୁ ଡିଲେକ୍ଟ କରିଦେଇଛି ସୁନ୍ଦରୀ ପ୍ରେମିକା । ଏହି ଘଟଣାରେ ମୋବାଇଲ ହେଉଛି ଏକ ବଡ ପ୍ରମାଣ । ସେଥିପାଇଁ ସୁନ୍ଦରୀ ପ୍ରେମିକା ଦାନ୍ତ ଡାକ୍ତରାଣୀ ଠାରୁ ମୋବାଇଲକୁ ଜବଦ କରିଛି ପୋଲିସ ।

dj

ଗତକାଲି ଜେରା ପରେ ସୁନ୍ଦରୀ ଦାନ୍ତ ଡାକ୍ତରାଣୀ ଠାରୁ ତାଙ୍କ ଫୋନ୍ ଜବଦ କରିଛି । ତେବେ ତାଙ୍କ ମୋବାଇଲ ଫୋନକୁ ଯାଞ୍ଚ କରିବା ପାଇଁ ସାଇବର ପୋଲିସକୁ ଦିଆଯାଇଛି ତାଙ୍କ ଫୋନ୍ । ଉଭୟ ଡିଜେ ଆଜେକ୍ସ ଆଉ ସୁନ୍ଦରୀ ଦାନ୍ତ ଡାକ୍ତରାଣୀ ମୋବାଇଲ ଫୋନ୍ ବି ସାଇବର ପୋଲିସକୁ ଯାଞ୍ଚ କରିବାକୁ ଦିଆଯାଇଛି । କାରଣ ଏହି ମୋବାଇଲରେ ଅନେକ ଗୁଡ଼ିଏ ତଥ୍ୟ ଲୁଚି ରହିଥିବା ପୋଲିସ ଅନୁମାନ କରୁଛି ।

ଯେତେବେଳେ ଡିଜେ ଆଜେକ୍ସଙ୍କ ମୃ-ତ୍ୟୁକୁ ନେଇ ଅନେକ ଗୁଡ଼ିଏ ପ୍ରମାଣ ଯୋଗାଡ କରିବାରେ ଲାଗିଛି ପୋଲିସ ଠିକ୍ ସେତିକିବେଳେ କାଲି ସୁନ୍ଦରୀ ପ୍ରେମିକା ଘରକୁ ତାଙ୍କୁ ଜେରା କରିବା ସମୟରେ ତାଙ୍କ ଫୋନ୍ କୁ ପ୍ରଥମେ ଯବଦ କରିଛି ପୋଲିସ । ତେବେ ଦେଖିବାକୁ ବାକି ରହିଲା ସାଇବର ପୋଲିସର ଯାଞ୍ଚ ପରେ କେଉଁ ସତ ସବୁ ସାମ୍ନାକୁ ଆସୁଛି । ମୋବାଇଲରେ କେଉଁ ସତ ସବୁ ଲୁଚି ରହିଛି । ସତରେ ସୁନ୍ଦରୀ ପ୍ରେମିକା ଆଉ ତାଙ୍କ ପୁରୁଷ ବନ୍ଧୁ ରଶ୍ମିରଞ୍ଜନଙ୍କ ପାଇଁ ଜୀବନ ହାରିଦେଲେ ଡିଜେ ଆଜେକ୍ସ । ଯଦି ଏହା ସତ ତେବେ ସାଂଘାତିକ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *