College ଭିତରେ ଶିକ୍ଷୟତ୍ରୀ ଙ୍କର ରସିକିଆ ଗୀତରେ ଜବରଦସ୍ତ Hot ଡ୍ୟାନ୍ସ ଭାଇରାଲ… ଦେଖନ୍ତୁ ଭିଡ଼ିଓ

Dance Viral

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ କା ସମୟରେ ଟେକ୍ନୋଲୋଜିର କାୟା ବିସ୍ତାର ବହୁତ ଜୋର ସୋର ଭାବରେ ବଢିବାରେ ଲାଗିଛି । ଟେକ୍ନୋଲୋଜିର ମହାଦାନ ହେଉଛି ସୋସିଆଲ ମିଡିଆ ଏହି ବିଷୟ ରେ ଆପଣ ମାନେ ଜାଣିଥିବେ। ସୋସିଆଲ ମିଡିଆରେ ବର୍ତ୍ତମାନ ଛୋଟ ଛୁଆ ମାନଙ୍କ ଠାରୁ ଆରମ୍ଭ କରି ବଡ ଲୋକ ମାନଙ୍କ ଯାଏ ସମସ୍ତେ ଯୋଡିତ ରହୁଛନ୍ତି। ଆଜିକାଲି ସମସ୍ତଙ୍କ ପାଖରେ ସ୍ମାର୍ଟ ଫୋନ ମଧ୍ୟ ରହିଛି ଓ ସେଥିରେ ସେମାନେ ଅନେକ ପ୍ରକାରର ଭିଡିଓ ମାନ କରି ପୋଷ୍ଟ କରି ଥାନ୍ତି।

ବର୍ତ୍ତମାନର ସୋସିଆଲ ମିଡିଆ ଯୁଗରେ ବେଳେ ବେଳେ ଏଭଳି କିଛି ଭିଡିଓ ଦେଖିବା ପାଇଁ ମିଳେ କି ଯାହାକି ଦେଖିବା ମାତ୍ରେ ଖୁସି ଲାଗିବା ସହିତ ବହୁତ ଆନନ୍ଦ ମଧ୍ୟ ଲାଗେ। ଯଦି ସେହି ଭିିଡିଓ ମଧ୍ୟରୁ ନାଚୁ ଥିବାର ଭିଡିଓ ଦେଖିବା ପାଇଁ ମିଳେ ତେବେ ମନରେ ଖୁସିର ଲହରୀ ଆସେ ଏବେଏଭଳି କିଛି ସେମିତି ଭିଡ଼ିଓ ସାମ୍ନାକୁ ଆସିଛି। ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଭିଡ଼ିଓ ଦେଖିବା ପାଇଁ ମିଳିଛି । ଆମେ ଆପଣ ମାନଙ୍କୁ ଏହି ଭିଡ଼ିଓ ବିଷୟରେ ସୂଚନା ଦେବୁ । ଯାହାକି ଆପଣ ମାନେ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବା ସହିତ ସଙ୍ଗେ ସଙ୍ଗେ ଖୁସି ଅନୁଭବ କରିବେ।

Teacher

ତାହା ହେଉଛି କଲେଜ ଭିତରେ ଶିକ୍ଷୟତ୍ରୀ ଜଣଙ୍କ ଜବରଦସ୍ତ ଗୀତରେ ନାଚୁ ଥିବାର ଭିଡ଼ିଓ ଅଟେ। ତେବେ ଆସନ୍ତୁ ସଂମ୍ପୁର୍ଣ୍ଣ ଭିଡ଼ିଓ ବିଷୟରେ ଜାଣିବା ମିଳିଥିବା ସୂଚନା ଅନୁଯାୟୀ ଶିକ୍ଷୟତ୍ରୀ କଲେଜ ଭିତରେ ଖୁବ ସୁନ୍ଦର ଭାବରେ ନାଚୁ ଥିବାର ଦେଖିବା ପାଇଁ ମିଳିଛି। କଲେଜରେ ଭୋଜିର ବ୍ୟବସ୍ତା ହୋଇଥିଲା ଓ ସେହି ସମୟରେ ଶିକ୍ଷୟତ୍ରୀଙ୍କୁ ସମସ୍ତେ ଅନୁରୋଧ କରିବାରୁ ଶିକ୍ଷୟତ୍ରୀ ନାଚିବା ଆରମ୍ଭ କରିଥିଲେ।

ତେବେ ଏହି ଶିକ୍ଷୟତ୍ରୀ ନୀଳ ରଙ୍ଗର ଶାଢୀ ପିନ୍ଧି ଟିପି ଟିପି ବର୍ଷା ପାଣିରେ ନାଚିଥିଲେ। ସେ ନାଚୁ ଥିବା ସମୟରେ ବହୁତ ସୁନ୍ଦର ଲାଗୁଥିଲେ। ସେ ଗୀତର ମଜା ନେଇ ଗୀତର ତାଳେ ତାଳେ ନାଚୁଥିଲେ। ଶିକ୍ଷୟତ୍ରୀଙ୍କ ଏଭଳି ନାଚକୁ ଦେଖି ସେଠାରେ ଥିବା ସମସ୍ତ ଛାତ୍ର ଛାତ୍ରୀ ମାନେ ବହୁତ ଖୁସି ହେବା ସହିତ ତଳି ମାରି ବହୁତ ଜୋରରେ ଚିତ୍କାର କରିଥିଲେ । ବନ୍ଧୁଗଣ ଶିକ୍ଷୟତ୍ରୀଙ୍କ ଏହି ଡେନ୍ସ କୁ କେହି ଜଣେ ନିଜ ମୋବାଇଲରେ ରେକର୍ଡ଼ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଜାହା ବର୍ତ୍ତମାନ ଏହି ଭିିଡିଓ ଟି ସୋସିଆଲ ମିଡିଆରେ ବହୁତ ପରିମାଣରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି।

ଏହି ଭିଡ଼ିଓକୁ ହଜାର ହଜାର ଲୋକ ମାନେ ଦେଖି ସାରିଛନ୍ତି । ଏହି ଭିଡ଼ିଓ ଟି ଦେଖି ଲୋକମାନେ ଶିକ୍ଷୟତ୍ରୀଙ୍କୁ ପସନ୍ଦ କରିବା ସହିତ ତାଙ୍କ ନାଚକୁ ମଧ୍ୟ ବହୁତ ପରିମାଣରେ ପସନ୍ଦ କରୁଛନ୍ତି। ତେବେ ବର୍ତ୍ତମାନ ସେ ସବୁଠାରୁ ଚର୍ଚ୍ଚାରେ ରହିଛନ୍ତି। ଶିକ୍ଷୟତ୍ରୀଙ୍କ ଏପରି ନାଚିବାର ଶୈଳୀ କୁ କେହି ବି ଦେଖିଲେ ଖୁସି ହେବା ସେୟାର କରିବା ପାଇଁ ବାଧ୍ୟ ହେବ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡ଼ିଓ ଦେଖିବା ପରେ କେମିତି ଲାଗୁଛି କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

odisha band
Editorial

କାଲି ଓଡିଶା ବନ୍ଦ ଡାକରା – ଘରୁ ବାହାରିବା ଆଗରୁ ଜାଣି ନିଅନ୍ତୁ ଏହି ଖବର ।

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସନ୍ତା କାଲି ଧର୍ମ ଘଟ ରେ ସାମିଲ ହେବନି ଘୋରଇ ବସ୍ ରାଜ୍ୟର ସମସ୍ତ ରୁଟ୍ ରେ ଘୋରଇ ବସ୍ ଗଡିବା ନେଇ ଆଭିମୂଖ୍ୟ ସ୍ପଷ୍ଟ କରିଛି ଘୋରଇ ବସ୍ ମାଲିକ ସଙ୍ଘ ଧର୍ମଘଟ ସମୟ ରେ ଘୋରଇ ବସ୍ ମାଲିକ ସଙ୍ଘ ଗୋଣ୍ଡଗୋଳ ଆଶଂକା କରିଛି ସୁରକ୍ଷା ପ୍ରଦାନ ପାଇଁ ପୋଲିସ ଡିଜି ଙ୍କୁ ଭେଟି ନିବେଦନ କରିଛି ସଂଘ । […]

ଅଧିକ ପଢ
Riya 1
Editorial

ସୁଟିଂ ସେଟରେ ସବୁ ଖୋଲି ଦେଲେ ରିୟା – ସ୍ୱାମୀଙ୍କୁ ଦେଖି ଆଉ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୁଟିଂ ସେଟ୍ ରେ ସ୍ୱାମୀ ଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିଛନ୍ତି ଓଡିଆ ଅଭିନେତ୍ରୀ ରିୟା ଦେ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ ମାସରେ ସୁନିଲ ଏବଂ ରିୟା ଙ୍କର ବିବାହ ହୋଇଥିଲା । ଆଉ ବାହାଘର ଟି ବହୁତ ଧୁମଧାମ୍ ରେ ହୋଇଥିଲା ଯେଉଁଥିରେ ଓଲିଉଡ ର ସମସ୍ତ ସେଲିବ୍ରେଟି ମାନେ ଯୋଗ ଦେଇଥିଲେ । ଆଉ […]

ଅଧିକ ପଢ
aret
Editorial

ବାପା ସହିତ ୫ ଟା ମୋବାଇଲ ଖୋଲିବ ଝିଅ ଅର୍ଚ୍ଚନାର କଳା ଗୁମର !

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବନ୍ଧୁଗଣ ଲେଡି ବ୍ଲାକ୍ ମେଲର ଅର୍ଚ୍ଚନା ନାଗଙ୍କ ବାପା ଙ୍କୁ ସମନ ପରେ ଇଡି ଜେରା କରିଛି । ପ୍ରବର୍ତ୍ତନ ନିର୍ଦ୍ଧେଶାଳୟ ରେ ସମନ ପରେ ତାଙ୍କୁ ହାଜର କରାଜାଇଥିବା ସୂଚନା ରହିଛି । ତେବେ ଅର୍ଚ୍ଚନା ଙ୍କ ବେନାମୀ ସଂମ୍ପତୀ ନେଇ ଇଡି ଖୋଳତାଳ କରୁଛି । ତାଙ୍କର ବାପାଙ୍କୁ ପଚରା ଉଚୁରା କରୁଛି ଏହି ସଂମ୍ପତୀ ବାବଦରେ ଅର୍ଚ୍ଚନା ଙ୍କ ସଂମ୍ପର୍କ […]

ଅଧିକ ପଢ