୧୮ ଅପ୍ରେଲକୁ ଭାରତରେ ଲଞ୍ଚ ହେବାକୁ ଯାଉ ଅଛି ସବୁଠାରୁ ଶସ୍ତା କାର୍, ୩୫ କିମି, ମାଇଲେଜ !

Spread the love

ବାଜାଜ କମ୍ପାନୀର ନୂଆ ମଡେଲ କାର ଆସନ୍ତା କଲି ଭାରତୀୟ ବଜାରକୁ ଆସୁଅଛି । ମଧ୍ୟମ ବର୍ଗର ଲୋକଙ୍କ ମନରେ ଥିବା ଇଚ୍ଛା ପୂରଣ ହେବ । କାରର ଦାମ୍ ମଧ୍ୟ ମାଧ୍ୟମ ବର୍ଗର ଲୋକଙ୍କୁ ସୁହାଇବା ।

ଆପଣଙ୍କୁ ଜଣାଇ ଦେଉଛୁ, ଭାରତରେ ପ୍ରଥମ କ୍ଵାଡ୍ରିସାଇକେଲ ଦେଖିବାକୁ ମିଳିବ, ଯାହାର ଆକାର Tata Nano ଠାରୁ ମଧ୍ୟ ଆହୁରି ଛୋଟ ଅଟେ । ଏହା ସଙ୍ଗେ ସଙ୍ଗେ ଭାରତ ବଜାରରେ ସବୁଠାରୁ ଶସ୍ତା କାର ଅଟେ ।

ଏହା ଦୁଇଟି କିସମରେ ବଜାରେ ଉପଲ୍ଲବ୍ଧି ହେବ । ଗୋଟିଏ ପେଟ୍ରୋଲ ଭର୍ସନ ଏବଂ ଅନିତ୍ୟ CNG ଭାରିଆଟିଙ୍ଗ ଭର୍ସନ । ପେଟ୍ରୋଲ ଭର୍ସନ କାରଟିର ମୂଲ୍ୟ ୨.୬୪ ଲକ୍ଷ ଥିଲା ବେଳେ, CNG ଭାରିଆଟିଙ୍ଗ ଭର୍ସନ କାରଟିର ମୂଲ୍ୟ ୨.୮୪ ଲକ୍ଷ ରହିଛି । ବାଜାଜ କମ୍ପାନୀ ପ୍ରଥମରୁ ହିଁ ବିଶ୍ଵର ଅନ୍ୟ ଦେଶମାନଙ୍କରେ Qute ନିର୍ମାଣ ପାଇଁ ମେନିଫେଚ୍ୟୁରିଙ୍ଗ ଆରମ୍ଭ କରି ଦେଇଛି । ଏହାକୁ ପ୍ରଥମେ ୨୦୧୨ ମସିହାରେ Auto Expo ଜରିଆରେ ପ୍ରଦର୍ଶନ କରଯାଇଥିଲା । କିନ୍ତୁ ଭାରତରେ ଏହା ଲଞ୍ଚ ହୋଇପାରି ନଥିଲା ।

୨୦୧୮ ମସିହାରେ ପରିବହନ ମନ୍ତ୍ରାଳୟ ଯାହବାହନ ଗୁଡିକୁ ଏକ ନୂତନ ବର୍ଗରେ ନିର୍ମାଣ କରିବା ପାଇଁ ମଞ୍ଜୁର କରିଥିଲା, (ଯାହାକୁ କ୍ଵାଡ୍ରିସାଇକେଲ କୁହାଯାଏ) ମଞ୍ଜୁର ମିଳିଥିବା କାରଣରୁ ବର୍ତ୍ତମାନ ଭାରତର ସହରଗୁଡିକରେ ଆଇନ କାନୁନ ଅନୁସାରେ Qute ଦେଖାଇବାକୁ ମିଲବ । ଏହି ଗାଡିର ବ୍ୟବହାର ଉଭୟ ବ୍ୟବସାୟ ଓ ନିଜସ୍ଵ କ୍ଷେତ୍ରରେ ବ୍ୟବହାର କରାଯାଇ ପାରିବ ।

ସ୍ପେଶିଫିକେସନ :

କାର ସମ୍ବନ୍ଧରେ କିଛି ସୂଚନା : ଇଞ୍ଜିନ – ୨୧୬ CC, ସିଙ୍ଗେଳ ସିଲେଣ୍ଡର, ତ୍ଵିଇନ୍ସ ସ୍ପାର୍କ । ପେଟ୍ରୋଲ ଭର୍ସନ – ୫୫୦୦ rpm, ୧୩ bhp ପାୱାର ଏବଂ ୧୮.୯ Nm ଟର୍କ । CNG ଭର୍ସନ – ୧୦ bhp ପାୱାର ଏବଂ ୧୬ Nm ଟର୍କ । ଟ୍ରାଂସମିସନ – ୫-ସ୍ପୀଡ ଗେୟାର୍ବକ୍ସ । ଫ୍ୟୁଳ ଟ୍ୟାଙ୍କ – ୫ ଲିଟର । ମାଇଲେଜ (ପେଟ୍ରୋଲ)- ୩୫ କିମି ପ୍ରତି ଲିଟର । ମାଇଲେଜ (CNG) – ୪୩ କିମି ପ୍ରତି କିଗ୍ରା । ଓଜନ – ୪୫୦ କିଗ୍ରା ।