ଏହି ପରିବାରେ ରହିଛି ଚିର ଯୌବନର ରହସ୍ୟ,ଖାଇଲେ ଖଟରେ ସ୍ତ୍ରୀକୁ କରିଦେବେ ଶାନ୍ତି

Pumpkin

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଖାସ ଖବର ନେଇ କରି ଆସିଛୁ ଯାହା ଆପଣ ମାନଙ୍କ ର ଜାଣିବା ନିହାତି ଦରକାର । ତେବେ ବନ୍ଧୁଗଣ ପ୍ରତ୍ୟେକ ପନିପାରିବା ରେ କିଛି ନା କିଛି ଔଷଧୀୟ ଗୁଣ ରହିଥାଏ । ଏହି ସବୁ ବିଷୟ ରେ ଜାଣିଲେ ହିଁ ଆମେ ତାର ଲାଭ ଉଠାଇ ପାରିବା । ଆପଣ ଙ୍କ ମଧ୍ୟରୁ କେହି କେହି କଖାରୁ ଖାଇବା କୁ ନାକ ଟେକୁଥିବେ ହେଲେ କଖାରୁ ରେ ରହିଥିବା ଔଷଧୀୟ ଗୁଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ଶରୀର ରେ ଅନେକ ଫାଇଦା ଦେଇଥାଏ ଏହି କଖାରୁ । ଆମେ ସାଧାରଣତଃ ବଜାର ରୁ ସବୁଜ ନାରଙ୍ଗି ଓ ଧଳା ରଙ୍ଗ ର କଖାରୁ ଦେଖିଥାଉ ହେଲେ ଆପଣ ଜାଣନ୍ତି କି ସାରା ବିଶ୍ୱ ରେ ପ୍ରାୟଃ ଦେଢ ଶହ ପ୍ରଜାତିର ର କଖାରୁ ରହିଛି ଏଥିରେ ମିନେରାଲ ଓ ଭିଟାମିନ୍ ଭରପୁର ଭାରି ରହିଥାଏ ଯାହାକି ଆଖି ଠାରୁ ଆରମ୍ଭ କରି ହାର୍ଟ ର ମଧ୍ୟ ଯତ୍ନ ନେଇଥାଏ ।

Pumpkin

ଶରୀର ରେ ରୋଗ ପ୍ରତିରଧକ ଶକ୍ତି ବଢାଇବା ସହ ଯୌବନ ବଜାୟ ରଖିବାରେ କଖାରୁ ବହୁତ ଲାଭ ହୋଇଥାଏ । କଖାରୁ ରେ ରହିଛି ଫାଇବର ଓ ଆଣ୍ଟିଅକ୍ସିଡେଣ୍ଟ ର ପ୍ରଚୁର ମାତ୍ରା ଯାହା ଫଳରେ ଆମ ଚର୍ମ କୁ ଏହା ସୁରକ୍ଷା ଦେଇଥାଏ । ଏଥିରେ ରହିଥିବା ମାଗ୍ନେସିୟମ ଆଇରନ ଜିଙ୍କ , ମାଙ୍ଗାନିଜ , ଆଣ୍ଟିଅକ୍ସିଜେନ ତ୍ୱଚା ର କଷିକାକୁ ନଷ୍ଟ କରିବାରୁ ରକ୍ଷା କରେ ।

କଖାରୁ ରେ ଥିବା ବିଟା କେରଟିନ ଯାହା ଚର୍ମ କୁ ଯୁବ ସୁଲଭ ରଖେ ଫଳରେ ଆପଣ ଙ୍କ ଯୌବନ ଶିଘ୍ର କମି ନଥାଏ ଏହା ସହିତ କଲେଷ୍ଟରଲ କୁ ମଧ୍ୟ ହ୍ରାସ କରେ କଖାରୁ । ଯାହାକୁ ଖାଇବା ପରେ ଦିର୍ଘ ସମୟ ଧରି ଭୋକ ଲାଗି ନଥାଏ , ଏହା ଶରୀର ର ବ୍ଲଡ ସୁଗାର କୁ ମଧ୍ୟ ନିୟନ୍ତ୍ରଣ କରେ ।

ଭିଟାମିନ ଓ ରେ ଭର ପୁର ଥିବା ଏହି କଖାରୁ ଆଖିର ଅନେକ ରୋଗ କୁ ଭଲ କରିଥାଏ । ସ୍ୱାସ୍ଥ୍ୟ ବୀତ ଙ୍କ ଅନୁସାରେ ମୋତିଆ ବିନ୍ଦୁ ଆଶଙ୍କା କୁ କମ୍ କରେ କଖାରୁ । ଏହା ଏକ ଭଲ ରୋଗ ପ୍ରତିରୋଧକ ପରିବା ଭାବରେ କାମ କରେ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ