ସିନେମା ଜଗତ ରେ ହାହାକାର । ଆଜି ଏହି ଲୋକପ୍ରିୟ ସିଙ୍ଗରଙ୍କ ହଠାତ୍ ଘଟିଲା ମୃ-ତ୍ୟୁ

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସଙ୍ଗୀତ ଜଗତରେ ଯାହା ଗୋଟିଏ ଦୁଃଖଦ ଖବର ସାମ୍ନାକୁ ଆସିଛି । ଏହି ପ୍ରସିଦ୍ଧ ସିଙ୍ଗରଙ୍କ ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ସଙ୍ଗୀତ ଜଗତରେ ଶୋକର ଲହରୀ ଖେଳି ଯାଇଛି । ଆମ ଦେଶ ହେଉଛି କଳାକାର ଓ ସଂସ୍କୁୃତି ର ଦେଶ । ଏଠାରେ ଅନେକ କଳାକାର ରହିଛନ୍ତି । ନାଚ ହେଉ କିମ୍ବା ଗୀତ ହେଉ ଭାରତ ସବୁଠାରୁ ଆଗରେ ।

ତେବେ ବନ୍ଧୁଗଣ ଏହି ଲୋକପ୍ରିୟ ସଙ୍ଗୀତଙ୍କର ପରଲୋକ ହୋଇଛି । ଦୀର୍ଘ ଦିନ ଧରି ମାନସିକ ଏବଂ ଗୁରୁତ୍ୱର ରୋଗରେ ପିଡୀତ ହୋଇ ଜୀବନ ଏବଂ ମରଣ ସହ ସଂଘର୍ଷ କରିବା ସହ ତାପରେ ସେ ଶେଷରେ ହାରି ଯାଇଛନ୍ତି । ଏହି ପ୍ରସିଦ୍ଧ ସଙ୍ଗୀତ୍ୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଶେଷରେ ଡାକ୍ତର ତାଙ୍କୁ ମୃ-ତ୍ୟୁ ହୋଇଥିବା ଘୋଷଣା କରିଥିଲେ ।

Nasir Faraz

ଏହି ପ୍ରସିଦ୍ଧ ଗୀତିକାର ହୃଦଘାତରେ ପିଡୀତ ହୋଇଥିଲେ । ତେବେ ତାଙ୍କର ମୃ-ତ୍ୟୁ ରେ ସୋସିଆଲ ମିଡିଆ ଆକାଉଣ୍ଟ ରେ ତାଙ୍କର ଜଣେ ତାଙ୍କର ଗୋଟିଏ ଫଟୋ ସେୟାର କରି ତାଙ୍କର ମୃ-ତ୍ୟୁ କୁ ନେଇ ଶୋକ ବ୍ୟକ୍ତ କରିଛନ୍ତି । ଏଥିସହିତ ନାଶିର ଫରାସାୟତ ଆଉ ଆମ ଗହଣରେ ନାହାଁନ୍ତି ବୋଲି ଲେଖିଛନ୍ତି ।

ତାଙ୍କର ଅନେକ ଗୀତ ମଧ୍ୟ ରୁ ୨୦୧୦ ରେ ମୁକ୍ତି ଲାଭ କରିଥିବା କାଏଡିସି ଚଳଚ୍ଚିତ୍ର ର ଦୁଇଟି ଗୀତ ଦିଲ୍ କିଉଁ ମେରେ ସୋରକାରେ ଏବଂ ଜିନ୍ଦେଗି ଦୋପଲକି ସୁପରହିଟ୍ ହୋଇଥିଲା । ଆଉ ଦର୍ଶକ ବି ଏହି ଗୀତ ଦୁଇଟିକୁ ବେଶ୍ ପସନ୍ଦ ବି କରିଥିଲେ । ତେବେ ଲୋକପ୍ରିୟ ଗୀତିକାର ନାସୀରଫରାଜ ଆଉ ନାହାଁନ୍ତି । ତାଙ୍କର ପରଲୋକରେ ଅନେକ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ସଙ୍ଗୀତ ଜଗତରେ ଶୋକର ଲହରୀ ଖେଳି ଯାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ