OYO ରୁମରେ ଭିତରୁ କବାଟଦେଇ ଦେହ ସୁଖ ସାଙ୍ଗକୁ ନେଇଥିଲେ ଶପଥ ! ହେଲେ ଜିଜ୍ଞାସା ତା ପରଦିନ DJ AZEX

OYO

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଜିଜ୍ଞାସା ଙ୍କ ଜନ୍ମ ଦିନ ପାଳନ କରିବା ଆଗରୁ ଦୁହିଁଙ୍କ ମଧ୍ୟରେ ମନ ମତାନ୍ତର ଥିଲା ସେତେ ବେଳେ ବି ରଶ୍ମି ର କଥା ଉଠି ଥିଲା ସନ୍ଧେହ ସହିତ ଧିରେ ଧିରେ ସଂମ୍ପର୍କ ରେ ଫାଟ ସୃଷ୍ଟି ହୋଇଥିଲା । ଏପଟେ 1 ବର୍ଷର ନୂଆ ସଂମ୍ପର୍କ ଆଉ ସେପଟେ ପୁରୁଣା ପ୍ରେମିକ ଫେରିଛି । ତେବେ ଜିଜ୍ଞାସା ସେହି ସମୟ ରେ କହୁଥିଲା ସେ ମୋର ବେଷ୍ଟ ଫ୍ରେଣ୍ଡ ଥିଲା । ହେଲେ କିଛି ଦିନ ବିତିବା ପରେ ଆଜେକ୍ସ ଯେତେ ବେଳେ ନିଜ ଆଖିରେ ଦେଖିଲେ । ଯେ ଜିଜ୍ଞାସା ଏବଂ ରଶ୍ମି କେବଳ ସାଙ୍ଗ ନୁହଁନ୍ତି । ଆଉ ତା ପରେ ଜିଜ୍ଞାସା ବି ମାନି ନେଇଥିଲା କହିଲା ରଶ୍ମି ମୋର ପୁରୁଣା ପ୍ରେମିକ ।

ତା ପ୍ରତି ଏବେବି ମୋର ଫିଲିଙ୍ଗ୍ସ ରହିଛି ମୁଁ ତାକୁ ଏବେବି ଭୁଲି ପାରୁନି । ସେହିଥି ପାଇଁ ମୁଁ ତା ସହିତ ମିଶି ଯାଉଛି । ଏମିତି କହିବା ସହିତ ରଶ୍ମି ସହିତ ବୁଲା ବୁଲି କରିଲେ ଜିଜ୍ଞାସା । ଏହି ଭିତରେ ବାହା ହେବା ପାଇଁ ଆଶା ରଖିଥିବା ଆଜେକ୍ସ ପ୍ରତି ମୂହୁର୍ତ୍ୱ ରେ ଛଟପଟ ହେଲେ । ଏମିତି ଭିତରେ ଜିଜ୍ଞାସା ଙ୍କ ଜନ୍ମ ଦିନ କୁ ଭୁଲି ନଥିଲେ ଆଜେକ୍ସ । କେମିତି ବି ହେଉ ଜିଜ୍ଞାସା କୁ ସ୍ପେସିଆଲ ଫିଲ କରେଇ ତା ମନ କୁ ବଦଳେଇ ଦେବେ ବୋଲି ଚାହୁଁଥିଲେ ଆଜେକ୍ସ । ସେହିଥି ପାଇଁ ଜିଜ୍ଞାସା ଙ୍କ ଜନ୍ମ ଦିନ କୁ କେମିତି ସ୍ପେସିଆଲ ବନାଉଛନ୍ତି ସେହି ଦୃଶ୍ୟ ଆପଣ ମାନେ ଦେଖି ପାରୁ ଥିବେ ।

dj

ତେବେ ଆଜେକ୍ସ କହିଥିଲେ ଏହି ଜନ୍ମ ଦିନଟି ଯେମିତି ବି ହେଉ ମୋ ସହିତ ବିତାଇବ । ଆଉ କେକ କାଟିବା ପରେ ଦୁହେଁ ବାହାରି ଥିଲେ ସିଧା OYO ଗ୍ରୀନ ଲ୍ୟାଣ୍ଡ ଇନ କୁ । ସେଇଠି 800 ଶହ ଟଙ୍କା ଦେବା ସହିତ ରୁମ ଭିତରେ ପସିଥିଲେ ଦୁହେଁ । ରୁମ୍ ର ଡୋର ଭିତରୁ ଲକ୍ କରିବା ସହିତ କାଟିଥିଲେ ଦୁହେଁ ପ୍ରାଇଭେଟ ମୁମେଣ୍ଟ । ଆଜେକ୍ସ ଙ୍କ ବାହୁ ରେ ସିନା ଜିଜ୍ଞାସା ହେଲେ ମନରେ ଶାନ୍ତି ନାହିଁ ।

ଶା-ରୀ-ରିକ ସଂ-ମ୍ପ-ର୍କ ଭିତରେ ରଶ୍ମି ର କଥା ଉଠି ଜାଉଛି । କାରଣ ରଶ୍ମି ସହିତ ଲୁଚି ଲୁଚି ମିଶିବା କେବେ ପସନ୍ଦ କରୁ ନଥିଲେ ଆଜେକ୍ସ । ଆଉ ଏମିତି ସବୁ କଥା ଆଜେକ୍ସ ମରିବା ଆଗରୁ ବି ଲେଖି ଥିଲେ । ତେବେ ଏହି ସବୁ କଥାରୁ ଜଣା ପଡୁଛି ଯେ ଦେହ ସୁଖ ପାଇଁ ହିଁ ଆଜେକ୍ସ କୁ ବ୍ୟବହାର କରୁଥିଲେ ଜିଜ୍ଞାସା । ଆଉ ମନ ଦେହ ସୁ ଦେଉଥିଲେ ରଶ୍ମି କୁ । ତେବେ ଏହାକୁ ନେଇ ପୋଲିସ ଏବେ ଏହି ଉପରେ ଅଧିକ ତଦନ୍ତ ବି କରୁଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *