(କାର୍ତ୍ତିକ ମାସରେ) ପାଳନ କରନ୍ତୁ ୫ ଟି ନିୟମ \ ମହାପୂଣ୍ୟ ପ୍ରାପ୍ତି ହୁଏ |

Kartika Puja

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି କାର୍ତ୍ତିକ ମାସରେ ପାଳନ କରିବେ ଏହି ତିନୋଟି ନିୟମ । ଯାହା ଫଳରେ ଜୀବନ ଖୁସି ହାସିରେ ପୁରି ଯିବ । ଏହି ମାସକୁ ଅଧିକ ପୂଜନୀୟ ମାନାଯାଏ । ଏହି ମାସରେ ୫ଟି ମୁଖ୍ୟ ନିୟମ ରହିଛି । ଯାହାକୁ ପାଳନ କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିନେବା ସେହି ୫ଟି ନିୟମ ବିଷୟରେ ।

ନଂ ୧- ଭଗବାନ ଶ୍ରୀହରିଙ୍କୁ ତୁଳସୀ ଅତି ପ୍ରିୟ ହୋଇଥିବାରୁ ଏହି ମାସରେ ତୁଳସୀ ପୂଜାକୁ ଅଧିକ ମହତ୍ୱ ଦିଆଯାଏ । କହିବାକୁ ଗଲେ ତୁଳସୀ ମାତାଙ୍କ ପୂଜା କରିବା ଉଚିତ୍ । ଏହି ମାସରେ ପୂଜା ଅର୍ଚ୍ଚନା କରିବା ଦ୍ୱାରା ଦେବୀ ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କର କୃପା ମିଳିଥାଏ । ତେଣୁ ଏହି ମାସରେ ତୁଲସୀ ମାଁଙ୍କୁ ପୂଜା କରିବା ଭଲ ହୋଇଥାଏ ।

tulasi 1

ନଂ ୨- କାର୍ତ୍ତିକ ମାସର ଦୀପ ଦାନକୁ ମାନା ଯାଇଥାଏ । ଏହି ସଂପୂର୍ଣ୍ଣ ମାସରେ ନଦୀ ପୋଖରୀ ଆଦି ରେ ଦୀପ ଦାନ କରିବା ଉଚିତ୍ ହୋଇଥାଏ । ଏହାଦ୍ୱାରା ଘରେ ଉପସ୍ଥିତ ଥିବା ନକରାତ୍ମକ ଦୂର ହୋଇଥାଏ । ଜୀବନରେ ସୁଖର ଆଗମନ ହୋଇଥାଏ ।

ନଂ ୩- ଶାସ୍ତ୍ର ଅନୁସାରେ ଏହି ମାସରେ ବିଛଣା ଅପେକ୍ଷା ଭୂମିରେ ଶୋଇବା ଆବଶ୍ୟକ ହୋଇଥାଏ । ମାନା ଯାଇଥାଏ କି ଏହି ମାସରେ ଶୋଇବା ଦ୍ୱାରା ବ୍ୟକ୍ତିର ମନ ତୃପ୍ତି ହୋଇଥାଏ । ବ୍ୟକ୍ତିର ମନରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ । ବ୍ୟକ୍ତିର ମନରୁ ନକରାତ୍ମକ ଭାବନା ଦୂର ହୋଇ ସକରାତ୍ମକ ଭାବନା ଦୂର ହୋଇଥାଏ । ଶରୀର ରକ୍ତ ସଞ୍ଚାଳନ ପ୍ରକ୍ରିୟା ସଠିକ୍ ଭାବରେ ହୋଇଥାଏ । ଯାହା ଫଳରେ ବ୍ୟକ୍ତିର ଶରୀର ସୁସ୍ଥ ଓ ରୋଗ ମୁକ୍ତ ରହିଥାଏ ।

ନଂ ୪- ମାନ୍ୟତା ରହିଛି କି ଏହି ମାସରେ ତେଲ ଲଗାଇବା ଉଚିତ୍ ନୁହେଁ । ଆଉ ଯଦି ଶରୀରରେ ଗୁଡି ଲଗାଇବାକୁ ଚାହୁଁଛନ୍ତି ତେବେ କେବଳ ନରକ ଚତୁର୍ଦ୍ଦଶୀ ଅର୍ଥାତ୍ କାର୍ତ୍ତିକ କ୍ରୁନ୍ନ ପକ୍ଷ ଚତୁର୍ଦ୍ଦଶୀ ଦିନ ଲଗାଇ ପାରିବେ ।

ନଂ ୫- ଏହି ମାସ ସାରା ମୁଗ , ମଶୁର , ଚଣା ଏବଂ ମଟର ଆଦି ଖାଦ୍ୟ ଏବଂ ପଦାର୍ଥ ସେବନ କରିବା ଉଚିତ୍ ଏହା ଛଡା ବ୍ୟକ୍ତିକୁ ମଦ ଏବଂ ମାଂସ ଲୋଭରୁ ଦୂରେଇ ରହିବା ଆବସ୍ୟକ ହୋଇଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

millionaire
ବିବିଧ

କୋଟିପତି ହେବା ଆଗରୁ ମିଳିଥାଏ ଏହି ୧ ସଂକେତ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏହି ସବୁ କାମ କରିବା ଦ୍ୱାରା ମାଁ ଲକ୍ଷ୍ମୀ ପ୍ରତ୍ସନ୍ନ ହୋଇଥାନ୍ତି । ମାଁ ଲକ୍ଷ୍ମୀଙ୍କୁ ପ୍ରତ୍ସନ୍ନ କରିବା ଦ୍ୱାରା ଅନେକ ନୀତି ନିୟମ ରହିଥାଏ । ଅନ୍ନପୂର୍ଣ୍ଣା ହେଉଛନ୍ତି ମାଁ ଲକ୍ଷ୍ମୀ । ହିନ୍ଦୁ ଧର୍ମରେ ମାଁ ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଏ । ମାନ୍ୟତା ହିସାବରେ ଯେଉଁ ବ୍ୟକ୍ତିଙ୍କ ଉପରେ ମାଁ ଲକ୍ଷ୍ମୀଙ୍କ କୃପା ରହିଥାଏ ସେ ବ୍ୟକ୍ତିର କେବେବି […]

ଅଧିକ ପଢ
ବିବିଧ

ଓଡ଼ିଶାକୁ ମାଡ଼ି ଆସୁଛି କି ବିପଦ ଓଡ଼ିଶାରେ ଦେଖା ଦେଲେ ଧଳା କାଉ !

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଡିଶାକୁ ମାଡି ଆସୁଛି ବିପଦ । ଦେଖା ଦେଲାଣି ଧଳା କୂଆ । ସତ ହେବକି ମାଳିକା ବଚନ । ମାଡି ବସୁଛି ବଡ ବିପଦ । ସତ ହେବାକୁ ଯାଉଛି ଗୋଟି ଗୋଟି ମାଳିକାର ବାଣୀ । ଓଡିଶାକୁ ଆସିଛି ଧଳା କୂଆ । ମିଳିଛି ବିପଦର ସଙ୍କେତ । ଆପଣମାନେ କଳା କାଉ ସବୁବେଳେ ଦେଖିଥିବେ । ଓଡିଶାକୁ ଆସିଛି ଧଳା […]

ଅଧିକ ପଢ
ବିବିଧ

ଦୀର୍ଘ ୫୦୦ବର୍ଷ ପରେ ପ୍ରଭୁ ଭୋଳାନାଥ ହେଲେ ପ୍ରସନ ! ଆଜିଠାରୁ ଏହି ରାଶି ମାନଙ୍କୁ ମିଳିବ ପ୍ରଚୁର ଧନ..ଜାଣନ୍ତୁ କେଉଁ ରାଶି ଗୁଡିକ ?

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଶି ନକ୍ଷତ୍ର ମନୁଷ୍ୟ ଜୀବନ ଉପରେ ସିଧାସଳଖ ପ୍ରଭାବ ପକାଇ ଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ରାଶି ନକ୍ଷତ୍ର ପାଇଁ ଆମ ଜୀବନର ଉଥାନ ପତନ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ରରେ ରାଶି ମାନଙ୍କୁ ବହୁତ୍ ହିଁ ପ୍ରାଧାନ୍ୟ ଦିଆ ଯାଇଥାଏ । ସଂସାର ରେ ଜନ୍ମ ହୋଇଥିବା 12 ଗୋଟି ରାଶି ସହିତ ଜଡ଼ି ହୋଇ ରହିଥାଏ । ଏବଂ ଏହି […]

ଅଧିକ ପଢ