ବିବାଦ ଭିତରେ ବି ସଭିଙ୍କର ଗେହ୍ଲା ପୁଅ ଅନୁଭବ ମାହାନ୍ତି, ଯିଏ ଦେଖୁଛି ସିଏ ତାଙ୍କୁ କୁଣ୍ଢାଇ ପାକାଉଛି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯେତେ ବିବାଦ ଥିଲେ ବି କମୁନି କ୍ରେଜ୍ ଅନୁଭବ ମହାନ୍ତିଙ୍କର । ବିବାଦ ଭିତରେ ବି ସଭିଙ୍କ ଗେହ୍ଲା ପୁଅ ହେଲେ ଅନୁଭବ ମହାନ୍ତି । ଯିଏ ଦେଖୁଛି ସିଏ କୁଣ୍ଢେଇ ପକାଉଛି । ପାରିବାରିକ ବିବାଦ ମାମଲା ରେ ଛନ୍ଦି ହୋଇଛନ୍ତି ଓଲିଉଡ ଷ୍ଟାର ଅନୁଭବ ମହାନ୍ତି । ବିବାଦ ଅନୁଭବ ମହାନ୍ତି ଙ୍କର ପିଛା ଛାଡୁ ନାହିଁ । ହେଲେ ଏହାରି ମଧ୍ୟରେ କିନ୍ତୁ ବାଳୁଙ୍ଗା ଟୋକାଙ୍କର କ୍ରେଜ୍ କମୁନାହିଁ । ଯେତେ ବିବାଦ ରେ ଛନ୍ଦି ହେଉଛନ୍ତି ସେତେ ତାଙ୍କର କ୍ରେଜ୍ ବଢିବାରେ ଲାଗିଛି ।

ଏବେବି ହଲ ରେ ଫିଲ୍ମ ପଡିଲେ ସୁପର ଡୁପର ହିଟ ହେଉଛି । ହାଉସ ଫୁଲ ରହୁଛି ପୂରା ହଲ । ତେବେ ଏମିତି କ୍ରେଜ କେବଳ ଅନୁଭବ ମହାନ୍ତି ଙ୍କ ଭଲ ପାଇବା ଏବଂ ଚଳଚିତ୍ରରେ ବେଛକ୍ ଅଭିନୟ ପାଇଁ । ବନ୍ଧୁଗଣ ଏହି ଦୃଶ୍ୟ ଟିକୁ ଆପଣ ମାନେ ଟିକେ ଭଲ ଭାବେ ଦେଖନ୍ତୁ । ଏମାନେ 50 କି 100 ଦେଇ ଅଣା ଜାଇଥିବା ଫ୍ୟାନ୍ ନୁହଁନ୍ତି । ଏମାନେ ହେଲେ ସଚ୍ଛା ଫ୍ୟାନ । ଯେଉଁ ମାନେ କେବଳ ଅନୁଭବ ମହାନ୍ତି ଙ୍କ ଆସିବା ଖବର ସୁଣି ଆସି ପହଁଚି ଜାଇଛନ୍ତି ।

anubhav

ସବୁଠାରୁ ବଡ କଥା ହେଲା କି ହୃଦୟ ବାନ ଅନୁଭବ ସମସ୍ତ ଙ୍କୁ କୁଢେଇ ପକାଉଛନ୍ତି । ତାଙ୍କ ଭିତରେ ବାଛ ବିଚାର କିଛିବି ନାହିଁ । ହସ ହସ ମୁହଁ ରେ ସମସ୍ତ ଙ୍କୁ କହୁଛନ୍ତି କେମିତି ଅଛ ହାତ ଯୋଡି ନୂଆ ବର୍ଷର ଅଭିନନ୍ଦନ ବି ଜଣାଉଛନ୍ତି । ଏହି ଦୃଶ୍ୟ ବି ଆପଣ ମାନେ ଥରେ ଦେଖନ୍ତୁ ଯେଉଁଥିରେ କିଏ ଆସି ଭାଇ କୁ କୁଢେଇ ପକାଉଛନ୍ତି ତ ଆଉ କିଏ ଆସି କହୁଛନ୍ତି ଭାଇ ମତେ ମନେ ରଖିଛନ୍ତି ତ । ଆଉ ବାଳୁଙ୍ଗା ଅନୁଭବ ମହାନ୍ତି କହୁଛନ୍ତି ମୁଁ ତୁମକୁ କେମିତି ଭୁଲି ପାରିବି ତେବେ ଅନୁଭବ ମହାନ୍ତି ଙ୍କ ଏମିତି ବ୍ୟବହାର ପାଇଁ ବିବାଦ ମଧ୍ୟରେ ବି ତାଙ୍କର କ୍ରେଜ କମିନାହିଁ ।

ସେପଟେ ଏହି କାର୍ଯ୍ୟ କ୍ରମ ରେ ଯୋଗ ଦେବା ସମୟ ରେ ସବୁ ବୟସ ଲୋକ ମାନେ ଅନୁଭବ ଙ୍କୁ ଆଲିଙ୍ଗନ କରି ଗାଲକୁ ଆଉଁଶି ପକାଉଛନ୍ତି । ତେବେ ଅନୁଭବ ମହାନ୍ତି ବହୁତ ଭଲ ଭାବେ ଜାଣିଛନ୍ତି ଦୁନିଆଁ ରେ କାହାଠୁ ଭଲ ପାଇବା ପାଇବାକୁ ହୁଏ ତେବେ ସମସ୍ତ ଙ୍କୁ ମନରୁ ଆଦର କରିବାକୁ ହୁଏ ବୋଲି ସେ ବହୁତ ଭଲ କରି ଜାଣିଛନ୍ତି ଆଉ ଯେଉଁଥି ପାଇଁ ସେ ଆଜି ହୁଏତ ଏତେ ବିବାଦ ପରେ ବି କ୍ରେଜ୍ ରେ ରହିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ