
ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସ୍ତ୍ରୀ ତୃପ୍ତି ଙ୍କ ସହିତ ମୁମ୍ବାଇ ଗଲେ ବାବୁସାନ । ତେବେ ଗତ ଥର ବାବୁସାନ ମହାନ୍ତି ପ୍ରକୃତି ମିଶ୍ର ଙ୍କ ସହିତ ଚେନ୍ନାଇ ଯାଉଥିଲେ ଦମନ ଫିଲ୍ମ ର ପ୍ରୋମସନ ପାଇଁ । ହେଲେ ବର୍ତମାନ ସମୟ ରେ ବାବୁସାନ ଦମନ ଫିଲ୍ମ ର ହିନ୍ଦି ଡୋଭିଂ ପାଇଁ ବାବୁସାନ ମୁମ୍ବାଇ ଯାଇଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ ଥର ବାବୁସାନ ଯେତେ ବେଳେ ପ୍ରକୃତି ମିଶ୍ର ଙ୍କ ସହିତ ଚେନ୍ନାଇ ବାହାରିଥିଲେ । ସେହି ସମୟ ରେ ବାବୁସାନ ଙ୍କ ସ୍ତ୍ରୀ ତୃପ୍ତି ରାସ୍ତା ମଝିରେ ତାଙ୍କୁ ଏବଂ ପ୍ରକୃତି ମିଶ୍ର ଙ୍କୁ ମାଡ ମାରିଥିଲେ । ଯାହାକି ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରଲ ହୋଇଥିଲା ।
ତେବେ ବର୍ତମାନ ସମୟ ରେ ବାବୁସାନ ବାଟ କୁ ଆସି ଜାଇଥିବା ବେଳେ ପ୍ରକୃତି ମିଶ୍ର ଙ୍କ ସହ କରୁଥିବା ଖରାପ ନିଶା ସେବନ କୁ ଛାଡି ଦେଇଛନ୍ତି । ବାବୁସାନ ଭଲ ହୋଇଜାଇଛନ୍ତି ସ୍ତ୍ରୀ ଙ୍କର ଏହି ମାଡ ଗାଳିରୁ । ତେବେ ବର୍ତମାନ ସମୟ ରେ ବାବୁସାନ ଦମନ ଫିଲ୍ମ ର ସକ୍ସେସ ପରେ ଏହି ଫିଲ୍ମ କୁ ହିନ୍ଦି ରେ ରିଲିଜ କରାଯିବ କେବଳ ସାତ ଦିନ ମଧ୍ୟରେ 5 କୋଟି ରୁ ଅଧିକ ଟଙ୍କା ଆୟ କରିଥିବା ବେଳେ ଓଡିଆ ର ପ୍ରଥମ ଫିଲ୍ମ ବନିଜାଇଛି ଜାହା ପ୍ରଥମ ଥର ପାଇଁ 5 କୋଟି ରୁ ଅଧିକ ଆୟ କରିସାରିଛି ।
ମାତ୍ର ଅଳ୍ପ ଦିନ ମଧ୍ୟରେ ଏହି ଫିଲ୍ମ କୁ ସାରା ଭାରତ ର ଲୋକ ମାନଙ୍କ ଲୋକପ୍ରିୟତା ମିଳିଛି । ଏହି କାରଣ ପାଇଁ ବର୍ତମାନ ସମୟ ରେ ଆପଣ ମାନେ ଭାରତ ରେ ଏହି ଫିଲ୍ମ କୁ ହିନ୍ଦିରେ ଦେଖି ପାରିବେ । ହିନ୍ଦି ଡୋଭିଂ ପାଇଁ ବର୍ତମାନ ସମୟ ରେ ବାବୁସାନ ମୁମ୍ବାଇ ଜାଇଛନ୍ତି । ଆଉ ସାଙ୍ଗରେ ବାବୁସାନ ଙ୍କ ସ୍ତ୍ରୀ ତୃପ୍ତି ବି ସାଙ୍ଗରେ ମୁମ୍ବାଇ ଜାଇଛନ୍ତି ।
ତାହାଲେ ବାବୁସାନ ଙ୍କ ସହିତ ପ୍ରଥମ ଥର ପାଇଁ ହଲ ରେ ନିଜ ସ୍ୱାମୀ ଙ୍କ ସହିତ ଦେଖିଛନ୍ତି । ବାବୁସାନ ଙ୍କ ସ୍ତ୍ରୀ ତୃପ୍ତି ଜଣେ ଶିକ୍ଷୟତ୍ରୀ ଅଟନ୍ତି କେବେବି ସେ ଫିଲ୍ମ ଦେଖିବା ପାଇଁ ପସନ୍ଦ କରୁନଥିବା ବେଳେ ହେଲେ ବାବୁସାନ ଙ୍କର ଏହି ଦମଦାର ଅଭିନୟ କରିଥିବା ଫିଲ୍ମ କୁ ସେ ପ୍ରଥମ ଥର ପାଇଁ ହଲ ରେ ଜାଇ ଦେଖିଛନ୍ତି ।
ତେବେ ବନ୍ଧୁଗଣ ଆପଣ ମାନଙ୍କୁ ବାବୁସାନ ଙ୍କ ଏହି ଫିଲ୍ମ କେମିତି ଲାଗିଛି ନିଶ୍ଚିତ କମେଣ୍ଟ କରି ଜଣେଇ ଦେବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।