୫ ମିନିଟ୍ ରେ ମଶା-ମାଛି-ମୂଷା-ଅସରପା ଘରୁ ପଳେଇବେ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମଶା , ମାଛି , ମୂଷା , ଅସରପା ଘରୁ ଆସୁଛନ୍ତି ତେବେ ଆଜି ଆମେ ଆପଣଙ୍କୁ କହିବୁ କେମିତି ଆପଣ ଏହି ଘୋରଇ ସାମଗ୍ରୀ ଦ୍ୱାରା ମଶା , ମାଛି , ମୂଷା , ଅସରପା କୁ ଘରୁ ବାହାର କରିବେ । ତେବେ ଆସନ୍ତୁ ଜାଣିନେବା ସେଥିପାଇଁ ଆପଣ ମାନେ ଆମ ପୋଷ୍ଟ କୁ ଶେଷ ଯାଏ ପଢନ୍ତି ନିଶ୍ଚୟ ଜାଣି ପାରିବେ । ତେବେ ପ୍ରଥମ ସାମଗ୍ରୀର ଆବଶ୍ୟକତା ପଡିବ ତେଜପତ୍ର । ଯାହା ଆମେ ଖାଦ୍ୟରେ ବ୍ୟବହାର କରୁ। ତେଜପତ୍ର ବହୁତ ଫ୍ଲେବରଫୁଲ ହୋଇଥାଏ ।

ଦ୍ବିତୀୟ ସାମଗ୍ରୀର ଆବଶ୍ୟକତା ପଡିବ ତାହା ହେଉଛି କର୍ପୂର । ପୂଜାରେ ବ୍ୟବହାର ହେଉଥିବା କର୍ପୂର ଏଠି ଆବଶ୍ୟକତା ପଡିବ। ତୃତୀୟ ସାମଗ୍ରୀର ଆବଶ୍ୟକତା ପଡିବ ତାହା ହେଉଛି ନିମ୍ବ ତେଲ । ନିମ୍ବ ତେଲ ଆପଣ ଘରେ ତିଆରି କରିପାରିବେ। ଆପଣଙ୍କୁ କୌଣସି ପୁଟୁଳି ବଣିଆ ଦୋକାନରୁ ମିଳିଯିବ। ପ୍ରଥମେ ଆପଣ କର୍ପୂରକୁ ଗୁଣ୍ଡ କରିଦିଅନ୍ତୁ । ଏବେ ଏହି ଗୁଣ୍ଡକୁ ତେଲରେ ମିକ୍ସ କରନ୍ତୁ । ଏବେ ଆପଣ ୩ ରୁ ୪ଟି ତେଜପତ୍ର ନିଅନ୍ତୁ ଏବେ ଆପଣ କୌଣସି ଏକ ପାତ୍ର ନିଅନ୍ତୁ ଯାହା ଆପଣ ପ୍ରତିଦିନ ବ୍ୟବହାର କରିପାରିବେ ।

ସେମିତି ଏକ ପାତ୍ରରେ ତେଜପତ୍ର ଛୋଟ ଛୋଟ ପିସ୍ କରି ଛିଡେଇ ପକେଇ ଦିଅନ୍ତୁ । ତାପରେ କର୍ପୂର ତେଲ ଯେଉଁ ଆପଣ ବନେଇଥିଲେ ତାହା ଆପଣ ଏଥିରେ ପକେଇ ଦିଅନ୍ତୁ । ଏହାକୁ ଭଲଭାବରେ ମିକ୍ସ କରି ଏହାକୁ ଜଳେଇ ଦିଅନ୍ତୁ । କିଛି ସମୟ ପରେ ଏହାକୁ ଲିଭେଇ ଦିଅନ୍ତୁ ଯେମିତି ଏଥରୁ ଧୂଆଁ ବାହାରିବ । ଏହାକୁ କୌଣସି ବନ୍ଦ ଘରେ ଏହାକୁ ରଖି ଦିଅନ୍ତୁ ।

tajapatra

ଏହାକୁ ଯଦି ରୋସେଇ ଘରେ ରଖିବେ ଆଖପାଖରେ ଗୋଟିଏ ବି ମସା ମାଛି ଦେଖା ଯିବେନି । ଯଦି ଆପଣ ଏହାକୁ ଶୋଇବା ଘରେ ନେଇ ରଖିଦେବେ ଏବଂ କିଛି ସମୟ ପାଇଁ କବାଟ ବନ୍ଦ କରିଦେବେ ତେବେ ଦେଖିବେ ରାତିସାରା ଆପଣ ଆରାମରେ ଶୋଇ ପାରିବେ । ଆଖପାଖରେ ଗୋଟିଏ ବି ମସା ଦେଖା ଯିବେନି । ଏହି ଛୋଟ ଉପାୟରେ ଆପଣଙ୍କ ବଡ ଅସୁବିଧା ଶେଷ ହୋଇଯିବ ।

ଏବେ ଜାଣିବା ଦ୍ବିତୀୟ ରେମିଡି ବିଷୟରେ ଯାହା ଆପଣଙ୍କ ଘରୁ ମୂଷା ଘୋଡେଇବ । ଏଥିପାଇଁ ଆପଣଙ୍କୁ ଏକ ବଟଲର ଆବଶ୍ୟକତା ପଡିବ । ଏଥିପାଇଁ ଆପଣ ସ୍ପ୍ରେ ବଟଲ କିମ୍ବା ନରମାଲ୍ ବୋଟଲର ପ୍ରୟୋଗ କରିପାରିବେ । ପ୍ରଥମେ ଆପଣ ସେହି ବୋଟଲରେ ଅଧ ଗାଲ୍ସ ପାଣି ଢାଳନ୍ତୁ । ଏବେ ଏଥିରେ ଛୋଟ ଚାମଚ ଲୁଣ ମିଶେଇ ଦିଅନ୍ତୁ । ତାପରେ ଆପଣ ଏଥରେ ଅଳ୍ପ କର୍ପୂର ଗୁଣ୍ଡ ମିଶେଇ ଦିଅନ୍ତୁ ।

ତୃତୀୟ ସାମଗ୍ରୀର ଆବଶ୍ୟକତା ପଡିବ ତାହା ହେଉଛି ଭିନେଗାର୍ । ଏଥିରେ ଆପଣ ୧ ରୁ ୨ଚାମଚ ଡେଟଲ ମିଶେଇ ଦିଅନ୍ତୁ । ଡେଟଲରୁ ବହୁତ ଅଧିକ ସ୍ମେଲ ଆସିଥାଏ । ସମସ୍ତ ଜିନିଷ ମିକ୍ସ କରିଦିଅନ୍ତୁ । ଏବଂ କିଛି ତୁଳା ନିଅନ୍ତି ସେହି ମିକ୍ସ ହୋଇଥିବା ପାଣିରେ ତୁଳାକୁ ବୁଡାଇ ଯେଉଁ ଜାଗାରେ ମୂଷା ଅସରପା ରହୁଛନ୍ତି ସେହି ଜାଗାରେ ରଖି ଦିଅନ୍ତୁ , ଦେଖିବେ ଆପଣଙ୍କ ଘରୁ ମୂଷ ଅସରପା ବାହାର କୁ ପଳେଇ ଯିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ