ମୁଁ ଜଣେ ଟ୍ରାନ୍ସ ପୁରୁଷ, ମୁଁ ଅପରେସନ କଲି କାରଣ ଝିଅ ଶରୀରରେ ମୁଁ ଖୁସି ନଥିଲି ।

trans man

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବନ୍ଧୁଗଣ ସେମିତି ତ କହି ହେବ ନାହିଁ ଲଭ କାହା ସହିତ ହେବ କେତେ ବେଳେ ହେବ । ଏବଂ ଏବେ ମୁଁ ଲଭ ରେ ରହିଛି ଏବଂ ଗୋଟେ ଟ୍ରାନ୍ସ ଓମ୍ୟାନ୍ ଙ୍କୁ ହିଁ ମୁଁ ମ୍ୟାରେଜ୍ କରିବି । କାହିଁକି ନାଁ ମୋ ଲାଇଫ୍ ଯେମିତି ସମାନ ପରିମାଣ ରେ ତାଙ୍କର ଲାଇଫ୍ ଅଟେ । ମୁଁ କେବଳ ତାଙ୍କୁ ହିଁ ବିବାହ କରିବି । ତେବେ ଆମେ ଗୋଟେ ଡ୍ରେସ୍ କିଣିବାକୁ ଗଲା ପୂର୍ବରୁ ବହୁତ ଲୋକଙ୍କୁ ପଚାରୁଛି । ସେହିଟା ଆମେ ମାନେ କେତେ ଦିନ ପିନ୍ଧିବା ।

ହେଲେ ଜିବନ ସାରା ଯାହା ସହିତ ରହିବା ସେଇଟା ଆମର ମନ ଜାହା କହିବ ଆମେ କରିବା ନାଁ ସାମ୍ନା ବାଲା କୁ ପଚାରିବା । ଆଉ ପଚାରିବା ଯଦି କରିବା ଯଦି ଗୁରୁଜନ ଭାବି ଦେଉଛେ ତେବେ ବେଶୀ ଦିନ ଲାଷ୍ଟିଂ ନାହିଁ । ଯେଉଁ ଜିନିଷ ଟି ଫୋର୍ସ ଫୁଲି ହୁଏ ତାହା ବହୁତ କମ୍ ଦିନ ଲାଷ୍ଟିଂ କରେ । ଆଉ ନିଜକୁ ଟ୍ରାସ ମ୍ୟନ ବୋଲି ଯେଉଁ ସର୍ଜରୀ ମୁଁ ଯେଉଁ କଲି କଣ ପାଇଁ ମୁଁ କୋମ୍ଫଟେବୁଲ ନଥିଲି । ସେହିଥି ପାଇଁ ଏତେ ବଡ ନିସ୍ପତି ମୁଁ ନେଲି ।

man

ତେବେ ନିହାତି ଭାବେ ମୁଁ ଗୋଟେ ଝିଅ ହେଉ କିମ୍ବା ଟ୍ରାନ୍ସ ୱମେନ ହେଉ ମୁଁ କାହାକୁ ବି ମ୍ୟାରେଜ କରିବି । କେବେବି ପୁଅ କୁ ମ୍ୟାରେଜ କରିବି ନାହିଁ ନା । ଆଉ ଆଜିର ସମୟ ରେ ଯେଉଁ ଝିଅର ଅଭାବ ହେଉଛି କିମ୍ବା ମନର ତେବେ ଜବର୍ଦୋସ୍ତି କୌଣସି ଜିନିଷ କରିବା କଥା ନୁହେଁ । ଆଉ ଏହି ସର୍ଜରୀ ସବୁ କରିବା ପୂର୍ବରୁ ଆମେ ମାନେ ଡକ୍ଟର ମାନଙ୍କ ପରାମର୍ଶ ନେଇଥାନ୍ତି ।

ଏବଂ ଆମେ ମାନେ କହିବୁ ସେମାନେ ଏମିତି ସେମିତି ଡକ୍ତର ନୁହଁନ୍ତି ବରଂ ସେମାନେ ସାଇକାଟ୍ରିସ ଥାନ୍ତି । ଆମକୁ ବହୁତ ଲଙ୍ଗ୍ ଟାଇମ୍ ଟ୍ରିଟମେଣ୍ଟ ରେ ରଖିବା ପରେ ଏବଂ ସାର୍ଟିଫିକେଟ ଦେବା ପରେ ଆମେ ମାନେ ସର୍ଜରୀ କରୁ । ଆଉ ଯଦି ପରେ ଆମ ମାନଙ୍କୁ ସେମିତି କିଛି ପରେ ଅସୁବିଧା ର ସାମ୍ନା କରିବାକୁ ପଡେ ତେବେ ନିଶ୍ଚିତ ଭାବେ ଆମେ ସେମାନଙ୍କ ପରାମର୍ଶ ନିଅନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ