ଘର ପାଇବାକୁ ଚାହୁଁଥିଲେ କରି ଦିଅନ୍ତୁ ଏହି କାମ ।

house

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ PMAY ଜାଣିଥିବେ ପ୍ରଧାନ ମନ୍ତ୍ରୀ ଆୱାସ ଯୋଜନା ଗ୍ରାମିଣ । ତେବେ ଏହି ମଧ୍ୟରେ ସମସ୍ତ ଙ୍କ ମନରେ ଗୋଟିଏ ପ୍ରଶ୍ନ ଏହି ଆୱାସ ଯୋଜନା ରେ ୱାର୍କଡ କେବେ ସୁଧା ଆସିବ ଏବଂ ଏହାର ଲିଷ୍ଟ ଆମେ କେମିତି ଦେଖି ପାରିବା ଅନଲାଇନ୍ ଜରିଆରେ ଜାହା ବିଷୟ ରେ ଆମେ ଆପଣ ମାନଙ୍କୁ ଜଣେଇବୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

ପ୍ରଥମେ ତ ଆପଣ ମାନେ ଜାଣିଥିବେ ଆମ ଓଡିଶା କୁ 9 ଲକ୍ଷ ଆୱାସ ଯୋଜନା ବଣ୍ଟନ ହୋଇଛି । ତେବେ ଲିଷ୍ଟ କିଛି ଦିନ ପୂର୍ବରୁ ପଞ୍ଚାୟତ ମାନଙ୍କରେ ଜାରି ହୋଇଥିଲା । ଏହା ଛଡା ଏକ ସେଙ୍ଗସନ ଲିଷ୍ଟ ଆସିଜାଇଛି ଜାହା ଦ୍ୱାରା କେଉଁ ମାନଙ୍କୁ ଘର ମିଳିଛି । ଏବେ କଥା ଉଠୁଛି ଆପଣ ମାନେ ୱାର୍କଅର୍ଡର କେବେ ପାଇବେ ଏବଂ ଆପଣ ମାନଙ୍କ ଏକାଉଣ୍ଟ କୁ ଟଙ୍କା କେବେ ଆସିବ ।

pm

ଆଉ ରହିଲା ନୂଆ ଲିଷ୍ଟ କେବେ ତେବେ ନୂଆ ଲିଷ୍ଟ ଏବେ ଯାଏ ସରକାର ଙ୍କ ତରଫ ରୁ ଜାରି ହୋଇଥିଲା RHodisha.gov.in ରେ ଏବେଯାଏ ଆସି ନାହିଁ କେବଳ ଲେଖା ହୋଇଛି ଚୂଡାନ୍ତ ତାଲିକା ଯେଉଁ ଥିରେ ଆସିଥିଲା ସେହିଥିରେ ଅଭିଯୋଗ କରିବା ପାଇଁ ରହିଥିଲା । ସେହିଠାରେ ଯେଉଁ ମାନେ ଅଭିଯୋଗ କରି ଯେଉଁ ମାନଙ୍କ ନାମ କଟିଜାଇଛି ତେବେ ଫାଇନାଲ କାହାର ରହିଲା ଏବେ ଯାଏ ଲିଷ୍ଟ ଆସି ନାହିଁ ।

ବହୁତ ଶୀଘ୍ର ଆସିବ ଆସିବ ହେଉଛି ଦେଖିବାକୁ ବାକି ରହିଲା କେବେ ଆସିବ କେ ଜାଣି । ହେଲେ ଯେଉଁଟା ସେଙ୍ଗସନ ହୋଇଛି ଯେଉଁଟା କି ଡିସେମ୍ବର ମାସ ଠାରୁ ଜାନୁଆରୀ ଫେବୃଆରୀ ପର୍ଯ୍ୟନ୍ତ ଯେଉଁ ମାନଙ୍କର ସେଙ୍ଗସନ ହୋଇଛି ସେମାନଙ୍କୁ ପଇସା ମିଳିବ । ସମସ୍ତ ଙ୍କୁ ମଧ୍ୟ ୱାର୍କଡର ବି ଆସିବ । ତେବେ ଆମ ଓଡିଶା ଛାଡି ଦେଇ ଅଲଗା ଷ୍ଟେଟ୍ ରେ ସେଙ୍ଗସନ ହୋଇ ସାରିଲାନି । ପଇସା ତାଙ୍କ ଖାତା କୁ ମଧ୍ୟ ଆସି ସାରିଛି । ତେବେ ଦେଖିବାକୁ ବାକି ରହିଲା ଆମ ଓଡିଶା ରେ କେବେ ଆସୁଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *