ଯଦି ଆପଣ ମୁକେଶ ଅମ୍ବନୀଙ୍କ ଗାଡିରେ ଡ୍ରାଇଭର ହେବା ପାଇଁ ଚହୁଁଛନ୍ତି ତେବେ ଆପଣଙ୍କୁ ଏହି ପରୀକ୍ଷା ଦେବାକୁ ପଡିବ । ମାସିକ ଦରମା ଶୁଣି ସାରିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

Spread the love

ଦୁନିଆର ୧୩ତମ ଧନୀ ବ୍ୟକ୍ତି ଅଟନ୍ତି ମୁକେଶ ଅମ୍ବନୀ ଓ ଏହା ସହ ଜଣେ ସଫଳ ବ୍ୟବସାୟୀ ମଧ୍ୟ । ଯେଉଁ ସବୁ ସଫଳତା ଅମ୍ବନୀ ପାଇଛନ୍ତି; ତାହା ଅମ୍ବାନୀଙ୍କ ପରିଶ୍ରମର ଫଳ ଅଟେ । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି ଅମ୍ବାନୀଙ୍କ ଗାଡିର ଡ୍ରାଇଭରଙ୍କ ମାସିକ ଦରମା କେତେ ହୋଇପାରେ ଓ ଅମ୍ବାନୀ ନିଜ ଗାଡି ଚାଳକ ବା ଡ୍ରାଇଭରକୁ କିପରି ଚୟନ କରିଥାନ୍ତି ? କହିବା ପାଇଁ ଚାହୁଞ୍ଚୁ, ଅମ୍ବାନୀଙ୍କ ବାହାନ ଚାଳକର ଦରମା ତ ବହୁତ ବେଶୀ ଅଟେ କିନ୍ତୁ ସେହି ସ୍ଥାନରେ ପହଞ୍ଚିବା କୌଣସି କଠିନ ପରୀକ୍ଷା ଠାରୁ କମ ନୁହେଁ ।

ଏହି ପ୍ରକାରର ହୋଇଥାଏ ଅମ୍ବାନୀଙ୍କ ଗାଡି ଡ୍ରାଇଭରଙ୍କ ନିଯୁକ୍ତି :

ମୁକେଶ ଅମ୍ବାନୀଙ୍କ ବାହାନ ଚାଳକଙ୍କ ଚୟନ ବହୁତ ବିଧିବଦ୍ଧ ଭାବରେ ହୋଇଥାଏ । ମୁକେଶ ଅମ୍ବାନୀଙ୍କ ବାହାନ ଚାଳକଙ୍କ ଚୟନର ଭାର ଘରୋଇ କମ୍ପାନୀ ଗୁଡିକକୁ ନେଇଥାନ୍ତି । ଏହି କମ୍ପାନୀ ଗୁଡିକୁ ଚାଳକ ଚୟନର ସମସ୍ତ ଭାର ଦିଆଯାଇ ଥାଏ । ସର୍ବ ପ୍ରଥମେ ଚାଳକର ଅପରାଧିକ ଗତିବିଧି ଅଛି ନା ନାହିଁ ଯାଞ୍ଚ କରାଯାଇ ଥାଏ ।

ଏହି କମ୍ପାନି ଗୁଡିକ ଚାଳକକୁ ତାଲିମ ଦେଇଥାନ୍ତି ଓ ଏହା ସତ୍ତ୍ୱେ ଚାଳକକୁ ଅନେକ ପ୍ରକାରର ପରୀକ୍ଷା ମଧ୍ୟ ଦେବା ପାଇଁ ପଡିଥାଏ । ଏହି ପୁରା ପ୍ରକ୍ରିୟା ସରିବା ପରେ ଜଣେ ଚାଳକକୁ ନିଯୁକ୍ତ କରାଯାଇ ଥାଏ ।

ମୁକେଶ ଅମ୍ବାନୀଙ୍କ ବାହାନ ଚାଳକଙ୍କ ଦରମା ଏତିକି ହୋଇଥାଏ :

ବର୍ତ୍ତମାନ ବର୍ତମାନ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ; ଏହି ସବୁ କଠିନ ପରୀକ୍ଷା ଦେବା ପରେ ଚାଳକର ଦରମା କେତେ ହୋଇଥିବା ? ମୁକେଶ ଅମ୍ବାନୀଙ୍କ ବାହାନ ଚାଳକଙ୍କ ଦରମା ହଜାରରେ ନୁହେଁ ଲକ୍ଷରେ ଅଟେ । ମୁକେଶ ଅମ୍ବାନୀଙ୍କ ବାହାନ ଚାଳକଙ୍କ ମାସିକ ଦରମା ୨ ଲକ୍ଷ ଟଙ୍କା ଅଟେ ।

ବର୍ଷକୁ ଯଦି ହିସାବ କରାଯାଏ, ତେବେ ମୁକେଶ ଅମ୍ବାନୀଙ୍କ ବାହାନ ଚାଳକ ୨୪ଲକ୍ଷ ଟଙ୍କା ପାଇଥାନ୍ତି । କହିବ ପାଇଁ ଗଲେ, ଏହି ଦରମା ଶୁଣି ସାରିବା ପରେ ଆଶ୍ଚର୍ଯ୍ୟ ହେବା ସ୍ଵାଭାବିକ କିନ୍ତୁ ମୁକେଶ ଅମ୍ବାନୀଙ୍କ ଘର ଏଣ୍ଟିଲିଆ ଦୁନିଆର ସବୁ ଠାରୁ ମୂଲ୍ୟବାନ ଘରମାନଙ୍କ ମଧ୍ୟରୁ ଗୋଟିଏ । ଏଥିପାଇଁ ବହନ ଚାଳକକୁ ମାସିକ ୨ଲକ୍ଷ ଟଙ୍କା ଦେବା କୌଣସି ବଡ କଥା ନୁହେଁ ।

ରିୟଲ ଏଷ୍ଟଟେ (Real Estate)ରେ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି ମୁକେଶ ଅମ୍ବାନୀଙ୍କ :

ଟେଲିକୋମ ଇଣ୍ଡଷ୍ଟ୍ରିରେ ହଲ୍-ଚଲ ସୃଷ୍ଟି କରିବା ପରେ ମୁକେଶ ଅମ୍ବାନୀ ବର୍ତ୍ତମାନ Real Estate କ୍ଷେତ୍ରକୁ ଯିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ମୁକେଶ ଅମ୍ବାନୀଙ୍କ Real Estate କମ୍ପାନି ଲିମିଟେଡ୍ ମୁମ୍ବାଇ ପାର୍ଶ୍ଵରେ ଏକ ବିଶ୍ଵସ୍ତରୀୟ ମେଗାସିଟି ବନାଇବା ପାଇଁ ବ୍ଲୂ ପ୍ରିଣ୍ଟ ବନେଇ ସାରିଛନ୍ତି । ଏହି ସହରର ପ୍ରଶାସନରେ ରିଲାଏନ୍ସର ହାତ ରହିବ । ଏହି ସହର ଗଢାବା ଦ୍ଵାରା ମୁମ୍ବାଇର ଚିତ୍ର ବଦଳି ଯିବ ।