ମାଆ ତୁ ପ୍ରେମିକ ସହ ରହ ହେଲେ ମୋତେ ପଡ଼ିବାକୁ ଟଙ୍କା ଦେ,କହିଲା ଝିଅ।

maa

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସାରା ସଂସାରରେ ମାଆ ଠାରୁ ପବିତ୍ର ଶବ୍ଦ ଆଉ କିଛି ବି ନାହିଁ । ଗୋଟେ ସନ୍ତାନ ପାଇଁ ମାଆ ର କେଉଁ ସବୁ ଭୂମିକା ସେ କଥା ସମସ୍ତଙ୍କୁ ଜଣାଥିବା ଜରୁରୀ ଅଟେ । ବହୁତ୍ ଜାଗାରେ ଦେଖିବାକୁ ମିଳିଥାଏ କି ମା ନିଜେ ନଖାଇ ତାର ପିଲାକୁ ଖାଇବାକୁ ଦେଇଥାଏ । ସମାଜ ରେ ସଦା ସର୍ବଦା ମା ର ଆସନ ସବୁ ଠାରୁ ଉପରେ ଅଟେ । ହେଲେ ଏହି କଥାରେ ବ୍ୟତିକ୍ରମ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାରେ ।

ସୂଚନା ମୁତାବକ ଜାଣେ ଝିଅ ମୁଖ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଯେ । ସେ କେନ୍ଦୁଝର ଜିଲ୍ଲା ର ବାସିନ୍ଦା ଏବଂ ଷଷ୍ଠ ଶ୍ରେଣୀରେ ପଢୁଛନ୍ତି । ସେହି ଝିଅର ଘର ଠାରୁ ସ୍କୁଲ ପ୍ରାୟ 18 କିଲୋମିଟର ରାସ୍ତା ଯାହାକି ପ୍ରତିଦିନ ଯିବା ଆସିବା କରି ପଢ଼ିବା ସମ୍ଭବ ହେଉ ନାହିଁ । ସେଥିପାଇଁ ସେ ପାଖରେ ଥିବା ଗୋଟିଏ ମେସରେ ରହୁଛନ୍ତି । ଯାହା ବାବଦକୁ ମାସକୁ 5000 ତାଙ୍କର ଖର୍ଚ୍ଚ ହୋଇଜାଉଛି ।

girl 1

ହେଲେ ଏହି 5000 ଟଙ୍କା ତାଙ୍କୁ ଦେବାକୁ ତାଙ୍କ ବାପାଙ୍କର ସାମର୍ଥ୍ୟ ନାହିଁ । ସେହିଥି ପାଇଁ ତାଙ୍କ ମାଆ ଙ୍କ ପାଖରୁ ପାଇବା ପାଇଁ ଦାବି କରୁଛନ୍ତି । ଏହି ପରି ଘଟଣାରେ ଆପଣ ମାନେ ବି ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ । ହଁ ବନ୍ଧୁଗଣ ଝିଅଟିର ମା ଜଣେ ସରକାରୀ ସ୍କୁଲର ବିଜ୍ଞାନ ଶିକ୍ଷୟତ୍ରୀ । ହେଲେ ଗତ 2 ବର୍ଷ ତଳେ ଫେସବୁକ ରେ କଥା ହୋଇ ଗୋଟେ ପୁଅକୁ ଭଲ ପାଇ ସେହି ପୁଅ ସହିତ ରହୁଛନ୍ତି ।

2 ବର୍ଷ ହେବ ତାଙ୍କ ପରିବାର ସହିତ କୈଣସି ବି ସଂମ୍ପର୍କ ରଖିନାହାନ୍ତି । ଝିଅ ବାରମ୍ବାର ଫୋନ କରିଛି ହେଲେ ମା ଫୋନ୍ ଉଠାନ୍ତି ନାହିଁ । ଝିଅ ର ବାପା କହିଛନ୍ତି ଯେ କୋର୍ଟ ରେ କେସ ଚାଲିଛି ହେଲେ ଝିଅର ମା କୋର୍ଟକୁ ବି ଆସୁନାହାନ୍ତି । ଝିଅଟିକୁ ଏକୁଟିଆ କରି ତାଙ୍କ ମା ଅନ୍ୟ ଗୋଟେ ପୁଅ ସହିତ ପଳେଇ ଯାଇଛନ୍ତି ।

ହେଲେ ତା ବାପ ଝିଅଟିର ହାତ ଛାଡ଼ି ନାହାନ୍ତି । ଏହି ପରିସ୍ଥିତିରେ ଝିଅଟି ତାର ଭବିଷ୍ୟତକୁ ନେଇ ବହୁତ୍ ଚନ୍ତିତ ରହୁଚି ବୋଲି ପ୍ରକାଶ କରିଛି । ସେଥିପାଇଁ ସେ ଏକ ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କୁ ଦେବା ସହିତ ତାର ନକଲ କପି ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ