ଏଭଳି ଝିଅର ଡ୍ରେସ ଖୋଲି ତା ଦେହ ସାରା ଗରମ ତେଲ ଫୋଫାଡ଼ିଲେ ସେ ଠିକ ହେବ,ଏମିତି କାହିଁକି କହିଲେ ସମାଜସେବୀ

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସମାଜସେବୀ ପ୍ରଭାବତୀ କହିଛନ୍ତି କି ତାର ଯଦି ଏବେ ପ୍ରଥମେ ସେ ତାର ବାପ ଓ ଭାଇ ଆଗରେ ସେହିପରି ଡ୍ରେସ ପିନ୍ଧି ଫୋଟ ଉଠାଉ ଏବଂ ତା ପରେ ସମସ୍ତ ଙ୍କୁ ଦେଖାଉ ତା ବାପ ତାକୁ ପ୍ରସୟ ଦେଉଛନ୍ତି ହେଲେ ମୋ ଆଗ କୁ ଯଦି ସେ ସେହିଭଳି ଡ୍ରେସ ପିନ୍ଧି ଆସେ ତେବେ ଦଶଟା ବେତ କୁ ଏକ କରି ମୁଁ ତାକୁ ମାରିବି । ଏମିତି ଜାଗା ରେ ଏମିତି ମାରିବି କି ସେ କାହାକୁ ମୁଁହ ଦେଖାଇ ପାରିବ ନାହିଁ ।

ତେବେ ବନ୍ଧୁଗଣ ଜାଣିଛନ୍ତି କି ଆଜିକାଲି ଆମ ସମାଜ ରେ ଦିନ କୁ ଦିନ ଅ-ଶ୍ଳୀ-ଳତା , ବେ-ଶ୍ୟା-ବୃତ୍ତି ଆଦି ଦିନ କୁ ଦିନ ବଢିବା ରେ ଲାଗିଛି । ତେବେ ଏହି ବେ-ଶ୍ୟା-ଳୟ କାରଣ ରୁ ବହୁତ ଲୋକଙ୍କ ଘର ସଂସାର କୁ ଭାଙ୍ଗି ନଷ୍ଟ କରୁଛନ୍ତି । ଯାହା ଆମ ସମାଜ ଉପରେ ଏବେକାର ଯୁବ ପିଢୀ ଙ୍କ ଉପରେ ବହୁତ ଖରାପ ପ୍ରଭାବ ପକାଉଛି ।

samaja

ତେବେ କିଛି ଦିନ ତଳେ ରାଜଧାନୀ ଭୁବନେଶ୍ୱର ର ନିଶା ମହାରଣା ନାମକ ଜଣେ ଯୁବତୀ ମିଡ଼ିଆ ରେ ଏହିପରି ଖୋଲାଖୋଲି ଭାବରେ କିଛି ଅ-ଶ୍ଲୀ-ଳ କଥା କହିଥିଲେ ଯାହାକୁ ବିରୋଧ କରିଛନ୍ତି ସମାଜସେବୀ ପ୍ରଭାବତୀ । ସେମିତିରେ ନିଶା ମିଡ଼ିଆ ରେ କହିଥିଲେ କି ସେ ଓଡ଼ିଶାର ସନ୍ନି ଲିଓନି ହେବା କୁ ଚାଁହୁଛନ୍ତି । ଆଉ ତାଙ୍କୁ ସୁଯୋଗ ମିଳିଲେ ସେ ବ୍ଲୁ ଫିଲ୍ମ ବି ମଧ୍ୟ କରିବେ ।

ସେ ଏହା ବି କହିଥିଲେ କି ତାଙ୍କ ର ଭିଡ଼ିଓ ଦେଖିଲେ ଟୋକା ମାନେ ବାର୍ଥ୍ରୂମ କୁ ଯାଆନ୍ତି ଵୋଲି । ତେବେ ତାଙ୍କର ଏହି କଥା କୁ ବିରୋଧ କରି ସମାଜସେବୀ ପ୍ରଭାବତୀ କହିଛନ୍ତି ଯେତାର ଯଦି ଏବେ ପ୍ରଥମେ ସେ ତାର ବାପ ଓ ଭାଇ ଆଗରେ ସେହିପରି ଡ୍ରେସ ପିନ୍ଧି ଫୋଟ ଉଠାଉ ଏବଂ ତା ପରେ ସମସ୍ତ ଙ୍କୁ ଦେଖାଉ ତା ବାପ ତାକୁ ପ୍ରସୟ ଦେଉଛନ୍ତି ହେଲେ ମୋ ଆଗ କୁ ଯଦି ସେ ସେହିଭଳି ଡ୍ରେସ ପିନ୍ଧି ଆସେ ତେବେ ଦଶଟା ଟା ବେତ କୁ ଏକ କରି ମୁଁ ତାକୁ ମାରିବି ।

ଆମ ସମାଜ ରେ ନାରୀ ଙ୍କୁ ଆମେ ସର୍ବଶ୍ରେଷ୍ଠ ସମ୍ମାନ ଜଣେଇ ଥାଉ ମାତ୍ର ସେ ଅଭଦ୍ର ଓ ଅସଭ୍ୟ ଝିଅ ଟି ଏହିପରି କଥା ସବୁ କହୁଛି । ତା ବାପା ମା ଯଦି ତାର ଏହିଭଳି ଭିଡ଼ିଓ କରି ଦେଉଥିବା ଟଙ୍କା ରେ ଚଳୁଛନ୍ତି ତେବେ ବିଷ ଖାଇ ଆ-ତ୍ମ-ହ-ତ୍ୟା କରି ଦିଅନ୍ତୁ । ତେବେ ସମାଜ ସେବୀ ପ୍ରଭାବତୀ ଙ୍କ ର ଏହି କଥା କୁ ସମସ୍ତେ ସମର୍ଥନ କରିଛନ୍ତି ମଧ୍ୟ । ତେବେ ଭିଡ଼ିଓ ଟି ଖୁବ ଭାଇରାଲ ହେବା ରେ ଲାଗିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *