ଷ୍ଟେଟ ବ୍ୟାଙ୍କ ରେ ଖାତା ଥିଲେ ଏବେ ହିଁ ଦେଖନ୍ତୁ । ନହେଲେ କଟିଯିବ ଆପଣଙ୍କ ଆକାଉଣ୍ଟରୁ ଟଙ୍କା..

SBI

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ SBI ଗ୍ରାହାକ ମାନଙ୍କୁ ବଡ ଝଟ୍କା । SBI ଦେଲା ତାର କାର୍ଡ ବ୍ୟବହାର କାରୀ ମାନଙ୍କୁ ଝଟ୍କା ଶୁଳ୍କ ଉପରେ 199 ଟଙ୍କା ଯାଏ ବୃଦ୍ଧି । ଏହି ଦିନ ଠାରୁ ଲାଗୁ ହେବ ନୂତନ ଦର । ତେବେ ଯଦି ଆପଣ ମାନଙ୍କର SBI ଅର୍ଥାତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ରେ ଏକାଉଣ୍ଟ ରହିଛି । ଆଉ ATM କାର୍ଡ ରହିଛି ତେବେ ଜାଣି ରଖନ୍ତୁ ଆଉ କିଛି ବଡ ଖବର । ତେବେ ଜାଣିବା ପୂର୍ବରୁ ଆପଣ ମାନେ ଲାଇକ୍ କରନ୍ତୁ ଏବଂ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ ।

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ କାର୍ଡ ପେମେଣ୍ଟ ସର୍ଭିସେସ୍ ଏହାର ଗ୍ରାହାକ ମାନଙ୍କୁ ବହୁକ ଶୀଘ୍ର ଝଟ୍କା ଦାବାକୁ ଯାଉଛି । ବ୍ୟାଙ୍କ୍ ପକ୍ଷରୁ ଏହାସୂଚନା ଦିଆଯାଉଛି ଯେ ଏହା SBI କ୍ରେଡିଟ କାର୍ଡ ପାଇଁ ଦେୟ ସଂସଧନ କରିବାକୁ ଯାଉଛି । ଜାହା ମାର୍ଚ୍ଚ 17, 2023 ଠାରୁ କାର୍ଯ୍ୟକାରୀ ହେବ ।

sbi

SBI କାର୍ଡ ବ୍ୟବହାର କାରୀ ଙ୍କୁ ପଠାଯାଉଥିବା ଏକ SMS ଏବଂ ଇମେଲ ଅନୁସାରେ କ୍ରିଡିଟ କାର୍ଡ ଜରିଆରେ ଭଡା ପ୍ରଦାନ କରୁଥିବା ବ୍ୟକ୍ତିଙ୍କୁ ବର୍ତମାନ 199 ଟଙ୍କା ଏବଂ ଅନ୍ୟାନ ଟଙ୍କା ପ୍ରଦାନ ଉପରେ ଚିକସ୍ ଆଦାୟ କରାଯିବ । ତେବେ ସୂଚନା ଅନୁସାରେ ନଭେମ୍ବର 2022 ରେ କ୍ରେଡିଟ କାର୍ଡ ଭଡା ଦେବା ପାଇଁ ପକ୍ରିୟା କରଣ ଶୋଳ୍କ 99 ଟଙ୍କା 18 ପ୍ରତିଶତ GST ବୃଦ୍ଧି ପାଇଥିଲା ।

ତେବେ SBI କାର୍ଡ ଦ୍ୱାରା ଏହାର ଗ୍ରାହାକ ମାନଙ୍କୁ ଏକ ଇମେଲ ପଠେଇ ଥିଲା ସେମାନଙ୍କୁ ଜଣେଇ ଦିଆଜାଇ ଥିଲା ଯେ ସେମାନଙ୍କ SBI କ୍ରେଡିଟ କାର୍ଡ ଉପରେ ଚାର୍ଜ ଆସନ୍ତା ମାର୍ଚ୍ଚ 17 2023 ରୁ ପୂର୍ଣ୍ଣ ସଂଶୋଧନ ହେବ । ଅର୍ଥାତ ବଡ ଅପଡେଟ ମୁତାବକ ମାର୍ଚ୍ଚ 17 ତାରିଖ ଠାରୁ 199 ଟଙ୍କା ଏବଂ GST ଲାଗୁ ହେବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ