KFC,DFCରେ ଖାଇଦେଲେ ତୁମର ପ୍ରେମ ହେଇଯାଉଛି ରାତିରେ ଯାଇ ଶୋଇପଡୁଛ ..ଭୁବନେଶ୍ୱରେ ମାତିଛନ୍ତି ଭାଉଜ

Bhubaneswar

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁଅ ଝିଅଙ୍କର ଯେଉଁ ପ୍ରେମ ଏବଂ ଯେଉଁ ପରକ୍ରିୟା ପ୍ରତି ଚାଲିଛି । ଭୁବନେଶ୍ୱର ମୁଁ ଦେଖିଲି ଭାଉଜ ମାନେ ଯେଉଁ ହିସାବ ରେ ମାତିଛନ୍ତି ଏମିତି ତ ଶଣ୍ଢ ମାତିବେ ନାହିଁ । ଏମାନେ ସବୁ ଦିଅର ମାନଙ୍କୁ ପଥ ଭ୍ରଷ୍ଟ କରି ସାରିଲେଣି । ପୁଅ ପିଲା କଣ କରିବେ କିଛି ସ୍ୱାମୀ ରହିଛନ୍ତି ଯେଉଁ ମାନେ ରହୁ ନାହାଁନ୍ତି । ରାତିରେ ଜାଇ ଦେଖା ହେଉଛନ୍ତି ସେ ଦିନ ସାରା କୁଆଡେ ପଳେଇଲେଣି ।

ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଗଲେ ଝିଅ ପିଲା ମାନେ ଯେଉଁ ପାତ୍ର ଖୋଜୁଛନ୍ତି ସେମାନେ ସିଲେକ୍ସନ ଠିକରେ କରି ପାରୁନହାଁନ୍ତି । ଏବଂ ଯିଏ ଝିଅ ପିଲା ସେ ନିଶ୍ଚିତ ଭାବେ ଶା-ରୀ-ରିକ ସଂ-ମ୍ପ-ର୍କ ହିଁ ଖୋଜୁଛନ୍ତି । ହେଲେ ଯିଏ ପ୍ରକୃତ ରେ ନାରୀ ଏବଂ ପ୍ରକୃତ ରେ ଯଦି ସେ ଝିଅ ତା ବାପା ମାଆ ତାଙ୍କୁ ଶଣ୍ଠଣା , ଗଣ୍ଠଣା ବା ସଂସ୍କୃତି ପରମ୍ପରା ସିଖେଇଥିବ ତେବେ ସେ ଝିଅ କେବେ ଏହି ସବୁ କରିବ ନାହିଁ କି ଅବାଟ କୁ ଯିବ ନାହିଁ ।

ka

ଏମିତି ବହୁତ ପୁଅ ପିଲା ମାନେ ରହିଛନ୍ତି ଯେଉଁ ମାନେ ବହୁତ ଫ୍ରଡ କରୁଛନ୍ତି । ମିଛରେ ଏଆଡୁ ସିଆଡୁ ପ୍ରତାରଣା ଦେଉଛନ୍ତି । ଆଉ ପ୍ରଥମ ଭୁଲ ହେଲା ନାରୀର ସେ କାହିଁକି ଯିବେ । ମୁଁ ଏବେ ତୁମକୁ କହିଦେବି ଆଇ ଲଭ ୟୁ ତେବେ ତମେ ମୋ ବିଷୟ ରେ କଣ ଜାଣିଛ ମୋର ସ୍ତ୍ରୀ ପିଲା ଛୁଆ ରହିବା ପରେ ବି ତୁମେ ମୋ ସହିତ କଣ ପାଇଁ ଫସିବ । ମୁଁ ଯେତେ ବଡ କାଳାକାର ହୁଏ ଯେତେ ବଡ ବିଜନେସ ମ୍ୟାନ ହୁଏ ।

ତେବେ ଏବେ ଏମିତି ହେଉଛି କି ବାହାଘରର କେବଳ ବର୍ଷେ ଦୁଇ ବର୍ଷ ତିନି ବର୍ଷ ପରେ ସବୁ ସ୍ୱାମୀଙ୍କୁ ତାଙ୍କ ସ୍ତ୍ରୀ ତାଙ୍କୁ ଗନ୍ଧାନ୍ତି କାହିଁକି । ଆଉ ସ୍ତ୍ରୀ କୁ ଠିକ୍ ସମାଜ ଭାବେ ଗନ୍ଧେଇ ଥାଏ । ଏହା ସମାଜ ରେ ରହିଛି ସମସ୍ତେ ସମସ୍ତ କୁ ଦେଖିଲେ ଆକର୍ଷଣ ହେବେ । ଇଏ ପାହାଳ ରୋସଗଲା ଯିଏ ଖାଇଛି ସିଏ ଆଉ ଟିକେ ଖାଇବାକୁ ଇଚ୍ଛା କରିବ ।

ତେମେ ସେ ଜାଗାକୁ ଯାଉଛ କଣ ପାଇଁ ବୀକ୍ରି ହେଉଛ କଣ ପାଇଁ ସେ ଖାଇ ଦେଉଛନ୍ତି କାହିଁକି । କେଉଁଠି ଚକଲେଟ , ଡିନର , କଫି ସପ୍ , KFC , DFC ରେ ବସି ଖାଇଦେଲେ ତମର ପ୍ରେମ ହୋଇଗଲା । ତେବେ ଆଜିର ଯୁବ ପୀଢି ମାନଙ୍କ ଅଙ୍କ କଷା ସଂମ୍ପର୍ଣ୍ଣ ଭାବେ ଭୁଲ ଅଟେ । ସେହିଥି ପାଇଁ ଆଜିର ଦିନରେ ଏହି ପରି ଭାବେ ସେମାନେ ଫସୁଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ