ଯଦି ବଏଫ୍ରେଣ୍ଡ ନାହିଁ ତାହେଲେ କଲେଜ ଆସିବା ମନା ..ଭାଲେଣ୍ଟାଇନ ପୂର୍ବରୁ ବନାନ୍ତୁ ଗାର୍ଲଫ୍ରେଣ୍ଡ ନହେଲେ…

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି ବୟଫ୍ରେଣ୍ଡ ନାହିଁ ତେବେ କଲେଜକୁ ଆସିବା ମନା । ଭାଲେଣ୍ଟାଇନ ପୂର୍ବରୁ ବୟଫ୍ରେଣ୍ଡ କର ନହେଲେ କଲେଜ ଆସିପାରିବ ନାହିଁ । ସବୁ ଛାତ୍ରୀଙ୍କ ପାଖରେ ଯେମିତି ଗୋଟେ ଗୋଟେ ବୟଫ୍ରେଣ୍ଡ ରହିଥିବେ । ଏହା ଆମେ ନୁହଁ ଗୋଟିଏ ଲେଟର କହୁଛି । ଏହି ଲେଟର ଟିକୁ ଜଗତସିଂହପୁର ଏସି. ବି. ଏମ୍ କଲେଜ ଇଶୁ କରିଛି ବୋଲି ଏବେ ଭାଇରାଲ ହେଉଛି । ଏହି ଲେଟରଟି ଏବେ ମୋବାଇଲ ରୁ ମୋବାଇଲ୍ କୁ ଘୂରି ବୁଲୁଛି ।

ଲେଟର ଲେଖା ରହିଛି କି ଆସନ୍ତା ଫେବୃଆରୀ ମାସ ୧୪ରୁ କଲେଜ ର ପ୍ରତ୍ୟେକ ଛାତ୍ରୀ ନିଜ ନିଜ ସୁରକ୍ଷା ନିମନ୍ତେ ଅତି କମ୍ ରେ ଜଣେ ପୁରୁଷ ବନ୍ଧୁ ବା ବୟଫ୍ରେଣ୍ଡ ବାଛିବାକୁ ବାଧ୍ୟତାମୂଳକ କରାଯାଇଛି । ସେହିଭଳି ଏହି ଲେଟରେ ଆହୁରି ମଧ୍ୟ ଲେଖାଯାଇଛି କି ବୟଫ୍ରେଣ୍ଡ ନଥିବା ଛାତ୍ରୀଙ୍କୁ କଲେଜ ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳିବ ନାହିଁ । ଛାତ୍ରୀ ମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ନିୟମ କରାଯାଇଛି ।

love 2

ଖାଲି ସେତିକି ନୁହଁ ବୟଫ୍ରେଣ୍ଡ ସହ ନଗଦରେ ଉଠାଯାଇଥିବା ଫଟୋକୁ ଛାତ୍ରୀମାନେ ପରିଚୟ ପତ୍ର ହିସାବରେ କଲେଜ ରେ ପ୍ରବେଶ କରିବା ସମୟରେ ବ୍ୟବହାର କରିପାରିବେ । ଏହା ସମସ୍ତ ଛାତ୍ରୀଙ୍କ ପାଖରେ ବାଧ୍ୟତାମୂଳକ। ପ୍ରେମର ବାର୍ତ୍ତା ଖେଳାଇବା ନିମନ୍ତେ ଉଦ୍ଧିଷ୍ଟ । କଲେଜକୁ ଆସିବାକୁ ହେଲେ ଛାତ୍ରୀ ମାନଙ୍କୁ ବୟଫ୍ରେଣ୍ଡ ର ଯୋଗାଡ କରିବାକୁ ପଡିବ । ଯଦି ବୟଫ୍ରେଣ୍ଡ ଯୋଗାଡ ହେଉନାହାଁନ୍ତି ତେବେ ସେହି ସାତଦିନ କଲେଜକୁ ଆସିବେ ନାହିଁ ଘରେ ରହି ଟିଭି ଦେଖିବେ ।

ଏହି ଚିଠିଟି ଏବେ ପୁରା ଓଡିଶା ରେ ଭାଇରାଲ ହେବାରେ ଲାଗିଛି । ଯିଏ ପଢୁଛି ସିଏ ଘଡିଏ ହସିବାରେ ଲାଗୁଛି । ସବୁଠାରୁ ବଡ କଥା ହେଉଛି କି ଏହି ଲେଟର ରେ ଶେଷରେ ରହିଛି କଲେଜ ପ୍ରିନ୍ସିପାଲଙ୍କ ଦସ୍ତଖତ । କଲେଜର ଷ୍ଟାମ୍ପ ମଧ୍ୟ ମରାଯାଇଛି । ଯେଉଁଥିରେ ଲାଗିବକି ଏହି ଲେଟର ଟି ପୁରା ସତ ବୋଲି । ତେବେ କଲେଜ କତ୍ତୃପକ୍ଷକୁ ପଚାରିବା ପରେ ଜଣା ପଡିଛି କି ଏହା ସଂପୂର୍ଣ୍ଣ ମିଛ ବୋଲି ।

କଲେଜ ତରଫରୁ ସେମିତି କୌଣସି ଲେଟର କୁ ଇସୁ କରାଯାଇ ନାହିଁ ବୋଲି କୁହାଯାଉଛି । ଏହି ଭାଇରାଲ ହେଉଥିବା ଲେଟର କୁ ନେଇ ଥାନାରେ କଲେଜ ତରଫରୁ ଅଭିଯୋଗ ମଧ୍ୟ କରାଯାଇଛି । ଯାହାବି ହେଉ ନାଁ କାହିଁକି ଏହି ଫ୍ୟାକ୍ ଲେଟରଟି ଭେଲଣ୍ଟାଇନ୍ ପୂର୍ବରୁ ସବୁ ପ୍ରେମୀ ଯୁଗଳଙ୍କ ମନରେ ଏକ ପ୍ରକାର ଉତ୍କଣ୍ଠା ଭରି ଦେଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ