ଆପଣ ଥଣ୍ଡା ପାଣି ପିଉଛନ୍ତି କି ତେବେ ଏହାକୁ ତୁରନ୍ତ ବନ୍ଦ କରି ଦିଅନ୍ତୁ, ନହେଲେ ଏହି ଭୟଙ୍କର ରୋଗର ହେବେ ଶିକାର ?

Spread the love

ବନ୍ଧୁଗଣ ଅଧିକାଂଶ ଲୋକ ସବୁ ଋତୁରେ ଥଣ୍ଡା ପିଇବା ପସନ୍ଦ କରିଥାନ୍ତି । କିନ୍ତୁ ବନ୍ଧୁଗଣ ଥଣ୍ଡା ପାଣି ଆମ ଶରୀର ପାଇଁ ବିଷ ସମାନ ଅଟେ । କାରଣ ଥଣ୍ଡା ପାଣି ପିଇବା ଦ୍ଵାରା ଆମ ଶରୀର ବହୁତ ରୋଗ ଆସି ଯାଆନ୍ତି । ତାହା ବିଷୟରେ ଆମେ ଜାଣି ହିଁ ନଥାଉ । ତେବେ ଆସନ୍ତୁ ବନ୍ଧୁଗଣ ଜାଣିବା ଥଣ୍ଡା ପାଣି ପିଇବା ଦ୍ଵାରା ଆମ ଶରୀରକୁ କେଉଁ ସବୁ ରୋଗ ଯୋଇଥାଏ ।

୧॰ ଯଦି ଆମେ ଥଣ୍ଡା ପାଣି ପିଇବା ତେବେ ଆମ ପେଟରେ ଥିବା ବଡ ଅନ୍ତକୁ କ୍ଷତି ପହଞ୍ଚିଥାଏ । ଆଉ ଏଥି ଦ୍ଵାରା ଆମର ଖାଇବା ଭଲ ଭାବରେ ହଜମ ହୁଏ ନାହିଁ । ଆଉ ଯେତେବେଳେ ଖାଇବା ଭଲ ଭାବରେ ହଜମ ହୋଇ ନ ଥାଏ ତେବେ ଏହି ଖାଇବା ଆମ ପେଟ ଭିତରେ ରହି ରହି ସଢି ଯାଏ । କାହାଇବା ସଢିବା ପରେ ଆମ ପେଟରେ ଗ୍ୟାସ୍ ବନି ଯାଏ । ଯାହା ଦ୍ଵାରା ଆମ ଶରୀର ଅସୁସ୍ଥ ହୋଇଥାଏ ।

୨॰ ଥଣ୍ଡା ପାଣି ପିଇବା ଦ୍ଵାରା ଆମ ଶରୀରର କୋଷିକା ଖରାପ ହୋଇଯାଏ । ଯାହା ଫଳରେ ଆମ ହାର୍ଟ ବିଟ୍ କମ୍ ହୋଇଯାଏ । ଥଣ୍ଡା ପାଣି ପିଇବା ଦ୍ଵାରା ଆମ ଶରୀରକୁ ଶାନ୍ତି ମିଳିଥାଏ । କିନ୍ତୁ ଏହାର ସିଧା ପ୍ରଭାବ ଆମ ହାର୍ଟ ଉପରେ ପଡିଥାଏ । ଯେବେ ଆମେ ବ୍ୟାୟମ କରିଥାଉ ଆମ ହାର୍ଟ ବିଟ୍ ବଢିଯାଏ । ଆଉ ତାପରେ ଆମେ ଯେବେ ଥଣ୍ଡା ପାଣି ପିଇ ଥାଉ ତେବେ ଆମ ହାର୍ଟ ବିଟ୍ କମିଯାଏ । ଏଥିଦ୍ଵାରା ଆମ ଶରୀରକୁ ଦରକାର ଥିବା ଅକ୍ସିଜେନ ମିଳି ପାରେ ନାହିଁ । ଆଉ ବହୁତ ଲୋକଙ୍କୁ ଏଥି ଦ୍ଵାରା ହାର୍ଟ ଅଟେକ ଆସିଯାଏ ।

୩॰ ଥଣ୍ଡା ପାଣି ପିଇବା ଦ୍ଵାରା ଆମକୁ ଲିଭରକୁ ଜଡିତ ବହୁତ ସମସ୍ୟା ମଧ୍ୟ ହୋଇପାରେ । କେବେ କେବେ ଆପଣ ମନେ କରିଥିବେ ଆମ ଲିଭର ଭିତରେ କଷ୍ଟ ହୋଇଥାଏ । କିଛି ଲୋକଙ୍କ ଲିଭରର ଆକାର ମଧ୍ୟ ବଢି ଯାଏ । କାରଣ ଆମେ ଥଣ୍ଡା ପାଣିର ସେବନ କରିଥାଉ । ଏଥିଦ୍ଵାର ଲିଭରକୁ ବହୁତ ଅଧିକ ପରିଶ୍ରମ କରିବାକୁ ପଡିଥାଏ । ତେଣୁକରି ଆପଣ ଯଦି ଫ୍ରିଜରୁ ଥଣ୍ଡା ପାଣି ସେବନ କରୁଛନ୍ତି ତେବେ ଆପଣଙ୍କୁ ଲିଭର ସମସ୍ୟା ହୋଇପାରେ । ଏହା ବ୍ୟତୀତ ଥଣ୍ଡା ପାଣି ପିଇବା ଦ୍ଵାରା ଗଳା ଖରାପ ହୋଇପାରେ । ଆଉ ଆପଣଙ୍କୁ ଥଣ୍ଡା କାଶ ହୋଇପାରେ ।

ତେବେ ବନ୍ଧୁଗଣ ଆଜିର ବିଷୟଟି କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ । ଯଦି ବିଷୟଟି ପସନ୍ଦ ଆସିଥିବ ତେବେ ଲାଇକ କରନ୍ତୁ ଏବଂ ସେୟାର କରିବାକୁ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *