ଦୁଇ ମାସର ଗର୍ଭବତୀ ହେଲେ ଷଷ୍ଠ ଶ୍ରେଣୀ ଛାତ୍ରୀ , ଘଟଣା ଜାଣି ହେବେ ଆଶ୍ଚର୍ଯ୍ୟ।

student

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏମିତିରେ ଦେଖି ପାଇଁ ଗଲେ ଆମ ଦେଶ କଣ ରାଜ୍ୟ ମଧ୍ୟରେ ବି ଧର୍ଷଣ ଏବଂ ବଳାତ୍କାର ମାମଲା ବଢି ଚାଲିଛି । ଆଉ ମଣିଷ ଏତେ ନୃସଂଶ କି ସେ ଛୋଟ ପିଲାଙ୍କୁ ମଧ୍ୟ ଏଥିରୁ ବଞ୍ଚିତ ରଖୁନାହିଁ । କୌଣସି ସ୍ଥାନରେ ବି ମହିଳା ବର୍ତ୍ତମାନ ସୁରକ୍ଷିତ ବୋଲି କହିବା ଅସମ୍ଭବ ଅଟେ । ଏହା ମଧ୍ୟ ସତ କି ବାହାରେ ତ ବାହାରେ ଆଜିକାଲି ଘର ମଧ୍ୟରେ ନିଜ ସମ୍ପର୍କୀୟଙ୍କ ମଧ୍ୟରେ ବି ଝିଅଟିଏ ସୁରକ୍ଷିତ ରହିନାହିଁ । ଆଜିକାର ଲେଖାରେ ଆମେ ଏମିତି ଏକ ଘଟଣା ବିଷୟରେ କହିବୁ ଯାହା ଶୁଣିଲେ ଆପଣ ବିଶ୍ୱାସ କରି ପାରିବେ ନାହିଁ ।

ତେବେ ଘଟଣା ବିଷୟରେ ଆସନ୍ତୁ ସଂମ୍ପର୍ଣ୍ଣ ଭାବେ ଜାଣିନେବା । ଘଟଣା ଅନୁଯାୟୀ ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀ ଦୁଇ ମାସର ଗର୍ଭବତୀ ହେବା ଘଟଣା ଏବେ ସଂମ୍ପର୍ଣ୍ଣ ରାଜ୍ୟରେ ଚହଳ ସୃଷ୍ଟି କରିଛି । ସୋସିଆଲ ମିଡ଼ିଆରେ ଏବେ ଏହି ଘଟଣା ଭାଇରଲ ହେବାରେ ଲାଗିଛି ଏଥିରେ ତୀବ୍ର ପ୍ରତିକ୍ରିୟା କରିଛନ୍ତି । ଏବଂ ଏପରି ଖରାପ କାର୍ଯ୍ୟ ପାଇଁ ଅଭିଯୁକ୍ତ କୁ କଠିନ ଦଣ୍ଡ ଦେବାକୁ ମଧ୍ୟ ଦାବି କରୁଛନ୍ତି ।

student

ତେବେ ସୂଚନା ଅନୁସାରେ ଏହି ଘଟଣା କନ୍ଧମାଳ ଜିଲ୍ଲାର ଅଟେ । କନ୍ଧମାଳ ଜିଲ୍ଲାର ଏକ ସେବାଶ୍ରମରେ ରହି ଷଷ୍ଠ ଶ୍ରେଣୀରେ ପାଠ ପଢ଼ୁଥିବା ନାବାଳିକା ଏପରି ଦୁର୍ଦ୍ଧଶାରେ ପୀଡିତ ହୋଇଛନ୍ତି । ବାସ୍ତବ କଥା ଏହା କି କରୋନା ପାଇଁ କନ୍ଧମାଳ ଜିଲ୍ଲାର ସବୁ ସେବାଶ୍ରମ ବନ୍ଦ ରହିଥିଲା । ମାତ୍ର ସରକାରଙ୍କ ଷଷ୍ଠ ଏବଂ ସପ୍ତମ ଶ୍ରେଣୀକୁ ନେଇ କରୋନା ସମ୍ବନ୍ଧିତ ଗାଇଡଲାଇନ ଆସିବା ପରେ ନଭେମ୍ବର 5 ରେ ସେବାଶ୍ରମ ଖୋଲିଥିଲା ।

ତେବେ ଏହି ନାବାଳିକା ଜଣକ ସେବାଶ୍ରମକୁ ଆସିଥିଲେ । ମାତ୍ର ଗତ 30 ତାରିଖରେ ସେବାଶ୍ରମରେ ରୁଟିନ ଚେକଅପରୁ ନାବାଳିକା ଗର୍ଭବତୀ ଥିବା ଜଣା ପଡିଛି । ତେଣୁ ଏହି ମାମଲାକୁ ଆଧାର କରି ସେବାଶ୍ରମ ପକ୍ଷରୁ ଦାରିଙ୍ଗବାଡି ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୋଲିସ ଲିଖିତ ଅଭିଯୋଗ ଆଧାରରେ ଗୋଟିଏ ମାମଲା ରୁଜୁ କରି ତଦନ୍ତ କରୁଛି ।

ତେବେ ବର୍ତ୍ତମାନ ଏହା ଜାଣିବାକୁ ପୋଲିସ ଉଦ୍ୟମ କରିଛି କି ନାବାଳିକା ଜଣକ କିପରି ଗର୍ଭବତୀ ହେଲେ ଏବଂ ତାଙ୍କର ଏପରି ଅବସ୍ଥା ପଛରେ ଦାୟୀ କିଏ । ବର୍ତ୍ତମାନ ପୋଲିସ ସେବାଶ୍ରମ କର୍ତ୍ତୃପକ୍ଷଙ୍କୁ ମାମଲା ସମ୍ବନ୍ଧରେ ପଚରା ଉଚୁରା କରୁଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

odisha band
Editorial

କାଲି ଓଡିଶା ବନ୍ଦ ଡାକରା – ଘରୁ ବାହାରିବା ଆଗରୁ ଜାଣି ନିଅନ୍ତୁ ଏହି ଖବର ।

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସନ୍ତା କାଲି ଧର୍ମ ଘଟ ରେ ସାମିଲ ହେବନି ଘୋରଇ ବସ୍ ରାଜ୍ୟର ସମସ୍ତ ରୁଟ୍ ରେ ଘୋରଇ ବସ୍ ଗଡିବା ନେଇ ଆଭିମୂଖ୍ୟ ସ୍ପଷ୍ଟ କରିଛି ଘୋରଇ ବସ୍ ମାଲିକ ସଙ୍ଘ ଧର୍ମଘଟ ସମୟ ରେ ଘୋରଇ ବସ୍ ମାଲିକ ସଙ୍ଘ ଗୋଣ୍ଡଗୋଳ ଆଶଂକା କରିଛି ସୁରକ୍ଷା ପ୍ରଦାନ ପାଇଁ ପୋଲିସ ଡିଜି ଙ୍କୁ ଭେଟି ନିବେଦନ କରିଛି ସଂଘ । […]

ଅଧିକ ପଢ
Riya 1
Editorial

ସୁଟିଂ ସେଟରେ ସବୁ ଖୋଲି ଦେଲେ ରିୟା – ସ୍ୱାମୀଙ୍କୁ ଦେଖି ଆଉ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୁଟିଂ ସେଟ୍ ରେ ସ୍ୱାମୀ ଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିଛନ୍ତି ଓଡିଆ ଅଭିନେତ୍ରୀ ରିୟା ଦେ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ ମାସରେ ସୁନିଲ ଏବଂ ରିୟା ଙ୍କର ବିବାହ ହୋଇଥିଲା । ଆଉ ବାହାଘର ଟି ବହୁତ ଧୁମଧାମ୍ ରେ ହୋଇଥିଲା ଯେଉଁଥିରେ ଓଲିଉଡ ର ସମସ୍ତ ସେଲିବ୍ରେଟି ମାନେ ଯୋଗ ଦେଇଥିଲେ । ଆଉ […]

ଅଧିକ ପଢ
aret
Editorial

ବାପା ସହିତ ୫ ଟା ମୋବାଇଲ ଖୋଲିବ ଝିଅ ଅର୍ଚ୍ଚନାର କଳା ଗୁମର !

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବନ୍ଧୁଗଣ ଲେଡି ବ୍ଲାକ୍ ମେଲର ଅର୍ଚ୍ଚନା ନାଗଙ୍କ ବାପା ଙ୍କୁ ସମନ ପରେ ଇଡି ଜେରା କରିଛି । ପ୍ରବର୍ତ୍ତନ ନିର୍ଦ୍ଧେଶାଳୟ ରେ ସମନ ପରେ ତାଙ୍କୁ ହାଜର କରାଜାଇଥିବା ସୂଚନା ରହିଛି । ତେବେ ଅର୍ଚ୍ଚନା ଙ୍କ ବେନାମୀ ସଂମ୍ପତୀ ନେଇ ଇଡି ଖୋଳତାଳ କରୁଛି । ତାଙ୍କର ବାପାଙ୍କୁ ପଚରା ଉଚୁରା କରୁଛି ଏହି ସଂମ୍ପତୀ ବାବଦରେ ଅର୍ଚ୍ଚନା ଙ୍କ ସଂମ୍ପର୍କ […]

ଅଧିକ ପଢ