ମହିଳାଙ୍କର ଏହି ଅଙ୍ଗ ବଡ ଥିଲେ ସ୍ୱାମୀ ହୁଏ ବଡ ଲୋକ

big man

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଆଜି ଆମର ଏହି ପୋଷ୍ଟ ମାଧ୍ୟମରେ ଜଣାଇବୁ ଯାହାକି ସମୁଦ୍ର ଶାସ୍ତ୍ର ଅନୁସାରେ ମହିଳା ମାନଙ୍କ ର ଏପରି କିଛି ଅଙ୍ଗ ବିଷୟ ରେ ବର୍ଣ୍ଣନା କରାଯାଇଛି ଯାହାକି ସେମାନଙ୍କ ର ସ୍ୱାମୀ ର ଭାଗ୍ୟ ଏବଂ ଭବିଷ୍ୟତ ନିର୍ଭର କରିଥାଏ । ତେବେ ବନ୍ଧୁଗଣ ସେହି ମହିଳା ମାନଙ୍କ ର ଅଙ୍ଗ ରହିଛି ଯାହା ଦ୍ୱାରା ତାଙ୍କର ସ୍ୱାମୀ ମାନଙ୍କ ର ଭାଗ୍ୟ ଏବଂ ଭବିଷ୍ୟତ ନିର୍ଭର କରିଥାଏ ସେ ବିଷୟ ରେ ସମ୍ପୁର୍ଣ୍ଣ ସୂଚନା ପାଇବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।

ତେବେ ବନ୍ଧୁଗଣ ଶାସ୍ତ୍ର ଅନୁସାରେ କୁହାଯାଇଛି କି ବିବାହ ପୂର୍ବରୁ ଉଭୟ ମହିଳା ଏବଂ ପୁରୁଷ ଙ୍କୁ ତାଙ୍କର ଉତ୍ତମ ସ୍ୱଭାବ ବିଷୟ ରେ ଜାଣି ରଖିବା ଉଚିତ୍ ଯାହା ଦ୍ୱାରା ସେମାନଙ୍କ ର ବୈବାହିକ ଜୀବନ ପରେ ସେମାନଙ୍କ ଜୀବନ ରେ କୌଣସି ପ୍ରକାର ର ଅସୁବିଧା ନ ଉପୁଜି ପାରିବ । ତେବେ ବନ୍ଧୁଗଣ ସାମୁଦ୍ରିକ ଶାସ୍ତ୍ର ଅନୁସାରେ ମହିଳା ମାନଙ୍କ ଏପରି ଅଙ୍ଗ ବିଷୟ ରେ କୁହାଯାଇଛି ଯାହାକି ଏପରି ଅଙ୍ଗ ରହିଥିବା ମହିଳା ମାନଙ୍କୁ ଯଦି ପୁରୁଷ ମାନେ ବିବାହ କରନ୍ତି ତେବେ ତାଙ୍କର ଜୀବନ ବର୍ବାଦ ହୋଇଯିବ ।

Chanakya

ତେବେ ବନ୍ଧୁଗଣ ଯେଉଁ ମହିଳା ମାନଙ୍କ ମୁଖ ରେ ପୁରୁଷ ମାନଙ୍କ ଭଳି ଅଳ୍ପ ନିଶ ରହିଥାଏ , ଏପରି ମହିଳା ମାନେ ରାଗି ସ୍ୱାଭାବ ର ହୋଇଥାନ୍ତି । ଏହି ପରି ମହିଳା ମାନେ ତାଙ୍କର ନିଜର ଖରାପ କଥା ବିଷୟ ରେ ଶୁଣିବାକୁ ପସନ୍ଦ କରନ୍ତି ନାହିଁ ଏବଂ ସ୍ୱାମୀ ଥାଉ ଥାଉ ଏମାନେ ଘର ର ମୁଖୀୟା ପାଲଟିଥାନ୍ତି । ତେବେ ଏପରି ମହିଳା ମାନଙ୍କୁ ବିବାହ କରିବା ଦ୍ୱାରା ଆପଣ ଙ୍କ ର ଜୀବନ ଦୁଃଖ ରେ ବିତିଥାଏ ।

ତେବେ ବନ୍ଧୁଗଣ ଆଗକୁ କୁହାଯାଇଛି କି ଯେଉଁ ମହିଳା ମାନଙ୍କ ର ଜଙ୍ଘ ମୋଟା ହୋଇଥାଏ ସେମାନଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ ର କୃପା ରହିଥାଏ ଏବଂ ଏପରି ମହିଳା ମାନେ ଅତ୍ୟନ୍ତ ଶୁଭ ହୋଇଥାନ୍ତି ଏବଂ ପତଳା ଜଙ୍ଘ ରହିଥିବା ମହିଳା ମାନେ ଶୁଭ ହୋଇ ନଥାନ୍ତି । ତେବେ ବନ୍ଧୁଗଣ ଏହି ପରି ଅଙ୍ଗ ରହିଥିବା ନାରି ମାନଙ୍କୁ ବିବାହ କରିଲେ ଆପଣ ଙ୍କ ର ବୈବାହିକ ଜୀବନ ଦୁଃଖମୟ ହୋଇଥାଏ ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *