ଆଜି ଦାବି ପୁରଣ ନହେଲେ କାଲିବି ହେବ ଓଡିଶା ବନ୍ଦ । ଜାଣନ୍ତୁ ପୁରା ଖବର

Drivers 1

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ଆଜି ଠାରୁ ଷ୍ଟେରିଂ ଛାଡ ଡାକରା ଦେଇଛି ଓଡିଶା ମିଳିତ ମଞ୍ଚ । ଓଡିଶା ମଟର ଚାଳକ ସଂଙ୍ଘ , ପରିବହନ ସଂଙ୍ଘ , ଡ୍ରାଇଭର ମହାସଂଙ୍ଘ ପରି ସଂଙ୍ଘ ମାନେ ମିଳିତ ଭାବେ ଏହି ବନ୍ଦ ଡାକରା ଦେଇଛନ୍ତି । ହଳଦିଆ ନଂ ପ୍ଲେଟ୍ ଥିବା ସମସ୍ତ ଗାଡି କୁ ବନ୍ଦ କରିବାକୁ ଡାକରା ଦେଇଛନ୍ତି ।

ରାଜ୍ୟର ସମସ୍ତ ବ୍ଲକ୍ ଏବଂ ସଦର ମହକୁମା ରେ ଆନ୍ଦୋଳନ କରିବ ମିଳିତ ସଂଙ୍ଘ । ଦାବୀ ପୂରଣ ନ ହେଲା ଯାଏ ଆନ୍ଦୋଳନ କୁ ଉହ୍ଲେଇବାକୁ ମିଳିତ ସଂଙ୍ଗ କହିଛି । ଡ୍ରାଇଭର ଙ୍କ ଆନ୍ଦୋଳନ ସ୍ୱତ୍ୱେ ଆସନ୍ତା କାଲି ସ୍ୱଭାବିକ ଚାଲିବ ଘୋରଇ ବସ ଏହି ନେଇ ସୂଚନା ଦେଇଛନ୍ତି ଏହି ନେଇ ସୂଚନା ଦେଇଛି ଅଲ ଓଡିଶା ଘୋରଇ ବସ ମାଲିକ ସଂଙ୍ଘ ।

Drivers

ଡ୍ରାଇଭର ଙ୍କ ଆନ୍ଦୋଳନ ବେଳେ କୈଣସି ପ୍ରକାରର ଅପ୍ରିତିକର ପରିସ୍ଥିତି ପାଇଁ ପୋଲିସ ଡିଜି ଏବଂ ଏ ଡିଜି ଙ୍କୁ ଲୋଡିଛି ସଙ୍ଘ । ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ବସ ମାଲିକ ସଂଙ୍ଘ ଙ୍କୁ ପ୍ରତିଶୃତି ଦେବା ପରେ ବସ ଚଳାଚଳ କରିବାକୁ କହିଛୁି ସଂଙ୍ଘ । ସବୁ ଦିନ ପରି ବସ୍ ଚଳାଚଳ ସ୍ୱାଭାବିକ ରହିବ ବୋଲି କଟକ ଡ୍ରାଇଭର ମହାସଂଙ୍ଘ ପକ୍ଷରୁ କୁହାଜାଇଛି ।

ଆସନ୍ତା କାଲି ଧର୍ମ ଘଟ ରେ ସାମିଲ ହେବନି ଘୋରଇ ବସ୍ ରାଜ୍ୟର ସମସ୍ତ ରୁଟ୍ ରେ ଘୋରଇ ବସ୍ ଗଡିବା ନେଇ ଆଭିମୂଖ୍ୟ ସ୍ପଷ୍ଟ କରିଛି ଘୋରଇ ବସ୍ ମାଲିକ ସଙ୍ଘ ଧର୍ମଘଟ ସମୟ ରେ ଘୋରଇ ବସ୍ ମାଲିକ ସଙ୍ଘ ଗୋଣ୍ଡଗୋଳ ଆଶଂକା କରିଛି ସୁରକ୍ଷା ପ୍ରଦାନ ପାଇଁ ପୋଲିସ ଡିଜି ଙ୍କୁ ଭେଟି ନିବେଦନ କରିଛି ସଂଘ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ