ଗରମରୁ ଯଦି ଶରୀର କଳା ପଡିଯାଇଛି, ତେବେ ମାତ୍ର ୧୦ଟଙ୍କା ଏହି ଜିନିଷ କେବେଳ ଗୋଟିଏ ରାତିରେ ଲଗାଇ ଶୋଇପଡନ୍ତୁ, ସକଳକୁ ଆପଣ ନିଜେ ଜାଣିପାରିବେ ।

Spread the love

ବର୍ତ୍ତମାନ ପ୍ରଦୂଷଣ ଓ ତାପମାତ୍ରା ସହ ଜୀବନଶୈଳୀର ପରିବର୍ତ୍ତନ ଯୋଗୁଁ ମନୁଷ୍ୟର ଶରୀର ଦିନକୁ ଦିନ କଳା ପଡିଯାଉଛି । ଶରୀର ଏହି ବର୍ଦ୍ଧତ କଳା ରଙ୍ଗ, ସଂପୂର୍ଣ୍ଣ ଶରୀରର ସୌନ୍ଦର୍ଯ୍ୟକୁ ନଷ୍ଟ କରିଦେଇଥାଏ । ଏପରିକି କଳା ରଙ୍ଗକୁ ବ୍ୟକ୍ତି ପସନ୍ଦ କରନ୍ତି ନାହିଁ । ଏହି କାରଣରୁ କଳା ରଙ୍ଗର ବ୍ୟକ୍ତି ବିଭିନ୍ନ ଉପାୟ ପ୍ରୟୋଗ କରି ନିଜକୁ ଗୋରା ହେବାକୁ ଚାହାଁଥାନ୍ତି । ବିଭିନ୍ନ ଉପାୟ ପ୍ରୟୋଗ କରିବା ପରେ ମଧ୍ୟ କିଛି ପରିବର୍ତ୍ତନ ଆସେ ନାହିଁ । ଯାହାଫଳରେ ସେମାନେ ନିରାଶ ହୋଇ ଯାଆନ୍ତି । କିନ୍ତୁ ଆଜି ଆମେ ଏହି ପୋଷ୍ଟ ମାଧ୍ୟମରେ ଏମିତି ଏକ ଘରୋଇ ଉପଚାର ବିଷୟରେ କହିବୁ ଯାହାକୁ ବ୍ୟବହାର କରିବାର କିଛି ଦିନ ମଧ୍ୟରେ ଶରୀର ପୂରାପୂରି ଗୋରା ହୋଇଯିବ । ଆସନ୍ତୁ ଜାଣିବ ସେହି ବିଷୟରେ……

ଏହି ଘରୋଇ ଉପଚାର ପ୍ରସ୍ତୁତ କରିବା ପାଇଁ ଏକ ଚାମଚ ଚିନି, ଏଲୋବେରା ରସ, କ୍ଷୀର, ମହୁ ଓ ଲେମ୍ବୁ ସହ ଦୁଇ ଚାମଚ ଦହି ଆବଶ୍ୟକ । ଏଠାରେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ, ଚିନି ଚେହେରାକୁ ସ୍କର୍ଵ କରିବା ସହିତ ଚେହେରାର ମୃତ କୋଷ ଗୁଡିକୁ ବାହାର କରିଥାଏ । କ୍ଷୀରରେ ରହିଥିବା ଟ୍ଵିବ ଫେଟ୍ଟୀ ଏସିଡ ଚେହେରାକୁ ପୋଷଣ ଯୋଗାଇ ଥାଏ । ଯାହା ଫଳରେ ଚେହେରା ପୂର୍ବ ଅପେକ୍ଷା ଗୋରା ଦିଶେ । ଏହା ସହିତ ଲେମ୍ବୁ ଏକ ପ୍ରାକୃତିକ ବ୍ଲିଚ ଭଳି କାର୍ଯ୍ୟ କରେ, ଏଲୋଭରା ଶରୀରରେ ଥିବା ପୁରୁଣା କୋଷକୁ ଗଠନ କରିବାରେ ସହାୟତା କରେ ।

ଘରୋଇ ଉପଚାରରେ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ସାମଗ୍ରୀକୁ ଏକାଠି କରିବା ପରେ ପ୍ରଥମେ ଏଲୋଭେରା ଓ ଚିନିକୁ ମିଶ୍ରଣ କରି ଦିଅନ୍ତୁ । ମିଶ୍ରଣ ତିଆରି ହେଲା ପରେ ଲେମ୍ବୁ ସାହାର୍ଯ୍ୟରେ ଶରୀରର ଚାରି ଆଡ଼େ ଲଗାଇ ଦିଅନ୍ତୁ । ଏହା ଶୁଖିଗଲା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ ।

ଥଣ୍ଡା ପାଣିରେ ଧୋଇବା ପରେ ଗୋଟେ ଚାମଚ ଦହି, ଗୋଟେ ଚାମଚ କ୍ଷୀର, ଗୋଟେ ଚାମଚ ଲେମ୍ବୁ ରସ ଏବଂ ଗୋଟେ ଚାମଚ ମହୁକୁ ମିଶାଇ ଆପଣଙ୍କ ଚେହେରାରେ ଲଗାନ୍ତୁ । ଏହା ଲାଗେଇବାର ୧୦ ମିନିଟ ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏମିତି କରିବା ଦ୍ୱାରା ଆପଣଙ୍କ ଚେହେରାର ମଇଳା ସଫା ହୋଇଯିବ ଏବଂ ଚେହେରା ସୁନ୍ଦର ଦେଖାଯିବ ।