ଯଦି ଗଣମାଧ୍ୟମକୁ ବିଧାନସଭା ମନା, ତେବେ ଅର୍ଚ୍ଚନା କେମିତି ପଶିଲା ? :ପ୍ରତ୍ୟୁଷ ଭଞ୍ଜ

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଅର୍ଚ୍ଚାନ ଏମିତି ଜଣେ ପାୱାରଫୁଲ ବ୍ୟକ୍ତି ଯିଏ ବିଧାନ ସଭା କୁ ମଧ୍ୟ ପଲେଇ ଜାଉଛନ୍ତି । ଯେଉଁ ଜାଗାକୁ ଗଣମାଧ୍ୟମ ମାନଙ୍କୁ ବି ଆଲାଓ ନାହିଁ ସେ ସେହିଠାକୁ ପଳେଇ ଜାଉଛନ୍ତି । ଏବଂ ବାଚସ୍ପତି ଙ୍କ ସହିତ ଫୋଟ ଉଠିବା ସହିତ ଅନେକ ନେତା ମନ୍ତ୍ରୀ ଙ୍କ ସହିତ ବି ସେ ଫୋଟ ଉଠୁଛନ୍ତି ଅନେକ ସେଲିବ୍ରେଟି ମାନଙ୍କ ସହିତ ତାଙ୍କର ଫୋଟ ରହିଛି । ଏହା ସହିତ ସେ ଅନେକ ଲୋକ ମାନଙ୍କ ସହିତ ବିଭିନ୍ନ କାମ ରେ ଲିପ୍ତ ରହିଥିଲେ ।

ସେମାନଙ୍କୁ ସେ ବ୍ଲାକମେଲିଂ କରିବା ସହିତ ସେ ସେ-କ୍ସ କ୍ୟାଣ୍ଡଲ ରେ ରହିଥିଲେ । ତାଙ୍କୁ ଧମକେଇ ଡରେଇ ସେମାନଙ୍କ ଠାରୁ ପଇସା ଲୁଟ କରୁଥିଲେ ତେବେ ଏହି ସବୁ କାର୍ଯ୍ୟ ମୋଟ ବି ଠିକ୍ ନୁହେଁ । ଆମେ ମାନେ ଅନ୍ୟ ମାନଙ୍କ ପାଇଁ ସବୁ ବେଳେ ଭଲ ବାଟ ଦେବା ଦରକାର ଭଲ ପ୍ରେରଣା ଦେବା ଦରକାର ।

Pratyush

ହେଲେ ଏହି ଭଳି ଖବର ଯେଉଁ ଆସୁଛି ଏହା ବହୁତ ଲଜ୍ୟାଜନକ ଏବଂ ଘୃର୍ଣ୍ଣ୍ୟ ଅଟେ ଛାତ୍ର ସମାଜ ଏବଂ ଓଡିଶାର ଯୁବ ଗୋଷ୍ଟୀ ମାନେ ଏହାକୁ ମୋଟେ ବି ଭଲ ଆଖିରେ ନେଉ ନାହାଁନ୍ତି ।

ଓଡିଶା ହେଲା ଜଗନ୍ନାଥ ସଂସ୍କୃତି ରାଜ୍ୟ ତେବେ ଏଠାରେ ଅନେକ ମହାପୁରୁଷ ମାନେ ଜନ୍ମ ଗ୍ରହଣ କରିଥିବା ବେଳେ ଏହି ପରି ଏକ କଳଙ୍କିତ କାର୍ଯ୍ୟ କୁ ଆମେ ମାନେ ଗ୍ରହଣ କରି ପାରୁ ନାହୁଁ ଆମେ ମାନେ ଆଶା କରୁଛୁ ଯେ ଏହି କାମ କୁ ପୋଲିସ ତୁରନ୍ତ ଗୁରୁତ୍ୱ ଭାବେ ନେଉ ଏହାର ସାମାଧାନ ର ବାଟ ବାହାର କରୁ ପୋଲିସ ।

archana nag 2

ତେବେ ଏହି ସବୁ କଣ ପାଇଁ ହୋଇଛି କାହିଁକି ହୋଇଛି କେଉଁ ମାନେ ଆସିଥିଲେ କଣ ସବୁ କଥା ବାର୍ତ୍ତା ଥିଲା ସେମାନଙ୍କର ସବୁ ଭିଡ଼ିଓ ଅଡ଼ିଓ ରେ ସମସ୍ତ ଙ୍କର ମୋବାଇଲ କୁ ଟ୍ୟାପ୍ କରିବା ସହିତ ସବୁ ଜିନିଷ ଏଠାରେ ଧରା ପଡିବା ଜରୁରୀ ବୋଲି ଆମେ ଚାହୁଁଛୁ । ଏବଂ ସାରା ଓଡିଶା ବାସୀ ମଧ୍ୟ ଏହି ବିଷୟ ରେ ଜାଣିବା ପାଇଁ ଚାହୁଁଛନ୍ତି । ତେବେ ଏହାକୁ ନେଇ ଆପଣ ମାନଙ୍କର ମତାମତ କଣ ନିଶ୍ଚିତ ଭାବେ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ