ଯଦି କୋହଲିଙ୍କ ମା ମାନି ଯାଇଥାନ୍ତେ; ତେବେ ଅନୁଷ୍କା ନୁହେଁ ବରଂ ଏହି ମହିଳା କ୍ରିକେଟର ହୋଇଥାନ୍ତେ ବିରାଟଙ୍କ ପତ୍ନୀ !

Spread the love

ଭାରତୀୟ କ୍ରିକେଟ ଦଳର ଅଧିନାୟକ ଏବଂ ଦୁନିଆର ପ୍ରସିଦ୍ଧ ଖେଳାଳି ମାନଙ୍କୁ ମଧ୍ୟରୁ ଜଣେ ହେଉଛନ୍ତି ବିରାଟ କୋହଲି । ସେ ଫିଲ୍ମ ଜଗତର ଜଣାଶୁଣା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ବିବାହ କରି, ଖୁସିରେ ଜୀବନ ଅତିବାହିତ କରୁଛନ୍ତି । ଦୁହେଁ ଉଭୟଙ୍କୁ ବହୁତ ଭଲ ମଧ୍ୟ ପାଆନ୍ତି କିନ୍ତୁ କଣ ଆପଣ ଜାଣିଛନ୍ତି କି, ଯଦି କୋହଲିଙ୍କ ମାଆ ମାନି ଯାଇଥାନ୍ତେ, ତେବେ ଅନୁଷ୍କା ନୁହେଁ ବରଂ ଏହି ସୁନ୍ଦର ଝିଅ ସହିତ ବିରାଟ ବିବାହ କରିଥାନ୍ତେ ।

କହି ରଖୁଛୁ ଯେ, ଅଭିନେତ୍ରୀ ଅନୁଷ୍କାଙ୍କ ପୂର୍ବରୁ ବିରାଟଙ୍କୁ ଇଂଲଣ୍ଡର ସୁନ୍ଦରୀ, ମହିଳା କ୍ରିକେଟ ଦଳର ଖେଳାଳୀ “ସାରା ଟେଲର” ବିବାହ ପାଇଁ ପ୍ରସ୍ତାବ (ପ୍ରୋପୋଜ) ଦେଇଥିଲେ । କିନ୍ତୁ ବିରାଟଙ୍କ ମାଆ “ସାରା ଟେଲର”ଙ୍କ ସ୍ୱପ୍ନରେ ପାଣି ଢାଳି ଦେଲେ । ଆପଣଙ୍କୁ ପୁନଶ୍ଚ ଜଣାଇ ଦେଇଛୁ ଯେ, ସାରା ଟେଲର ଅତ୍ୟନ୍ତ ସୁନ୍ଦରୀ ଅତନତି । ତାଙ୍କର ଫୋଟ ଦେଖି ଆପଣ ମଧ୍ୟ କହିବେ, ଅନୁଷ୍କା ଠାରୁ କେତେ ସୁନ୍ଦରୀ ବୋଲି…. ।

ଚଲାନ୍ତୁ ଜାଣିବା ସାରା ଓ ବିରାଟଙ୍କ ସମ୍ପର୍କ ସେତେବେଳେ ଆସିଲା କିପରି ? ୨୭ ବର୍ଷୀୟ ସାରା ଟେଲର ନିଜେ ଟ୍ୱୁଇଟର ଆକାଉଣ୍ଟରେ ବିରାଟ କୋହଳିଙ୍କୁ ପ୍ରସ୍ତାବ ଦେଇଥିଲେ । ସାରା, ବିରାଟଙ୍କ ଫେନ୍ୟ ଅଟନ୍ତି, ସେ ସାରା ଟେଲରଙ୍କୁ ବହୁତ ପସଦ ମଧ୍ୟ କରନ୍ତି । କିନ୍ତୁ ବିରାଟ, ସାରାଙ୍କ ଟ୍ୱୁଇଟ୍ ର ପ୍ରତିଉତ୍ତର ଦେବା ପୂର୍ବରୁ ବିରାଟଙ୍କ ମାଆ କହିଲେ, କୋହଲି ବିବାହ ପାଇଁ ରାଜି ନୁହନ୍ତି ଏବଂ ତାଙ୍କୁ (କୋହଲି) ତାଙ୍କର ଖେଳ ଉପରେ ଧ୍ୟାନ ଦେଉଛି । ଯାହାଫଳରେ ବିରାଟ ଓ ସାରା ମଧ୍ୟରେ ସମ୍ପର୍କ ସୃଷ୍ଟି ହେବା ପୂର୍ବରୁ ହିଁ ଭାଙ୍ଗି ଯାଇଥିଲେ । ଆମେ ତ ଏହା କହିବୁ ବିରାଟ କୋହଳିଙ୍କ ମାଆ ରାଜି ହୋଇଯାଇଥିଲେ, ଅନୁଷ୍କା ଜାଗାରେ ସାରା ବୋଧୂ ହୋଇଥାନ୍ତେ ।

ଆପଣଙ୍କୁ ଜଣାଇ ଦେଉଛୁ ଯେ, ଟ୍ୱୁଇଟରରେ ବିରାଟ ଯେତେବେଳେ ନିଜ ବିବାହର ଫୋଟ ପୋଷ୍ଟ କରିଥିଲେ, ସାରା ବିରାଟଙ୍କୁ ବିବାହର ଅଭିନନ୍ଦ ଜଣାଇବା ଭୁଲି ନ ଥିଲେ । ସାରା ଟ୍ୱୁଇଟର ମାଧ୍ୟମରେ ବିରାଟଙ୍କୁ ବିବାହର ଅଭିନନ୍ଦନ ଜଣାଇଥିଲେ । ଏଥିରୁ ଜଣାପଡୁଛି ଯେ, ସାରା ବିରାଟଙ୍କୁ କେତେ ଭଲ ପାଉଛନ୍ତି ।

ଆପଣଙ୍କୁ କହିଦେଉଛୁ ଯେ ବିରାଟ କୋହଲିଙ୍କ ମାଆଙ୍କ ନାମ ହେଉଛି ସରୋଜ କୋହଲି ଏବଂ ସେ ଜଣେ ଗୃହିଣୀ ଅଟନ୍ତି । ସାରାଙ୍କ ସହିତ ବିରାଟଙ୍କ ଯୋଡି ମଧ୍ୟ ଭଲ ମାନିଥାନ୍ତା । କିନ୍ତୁ ଭାରତୀୟ ସଂସ୍କୃତିରେ ଜନ୍ମିତ ବିରାଟ, ମାଆଙ୍କର ନିଷ୍ପତ୍ତିରେ ରାଜି ହୋଇଯାଇଥିଲେ ଏବଂ ସାରାଙ୍କ ସ୍ୱପ୍ନ ଭାଙ୍ଗି ଚୁରମାର ହୋଇଯାଇଥିଲା ।