ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସନ୍ତାନ ମାଆ ବାପା ଙ୍କ ପାଇଁ ବହୁତ ମୂଲ୍ୟବାନ ହୋଇଥାଏ । ତେବେ ଜୀବନ ରେ ଯେତେ ଜାହା ହେଲେ ବି ଯଦି ସନ୍ତାନ ନାହିଁ । ତେବେ ସେହି ଦମ୍ପତୀ ମନ କେବେ ବି ଖୁସୀ ରହିବ ନାହିଁ । ତେବେ ବନ୍ଧୁଗଣ ବିବାହ ପରେ ସମସ୍ତ ଙ୍କର ଆଶା ରହିଥାଏ ଯେ ଆମର ସନ୍ତାନ ହେଉ ଯାହା କିଛି କାରଣ ପାଇଁ ବେଳେ ବେଳେ ହୋଇପାରେ ନାହିଁ । ଆଉ ଦୁହଁଙ୍କୁ ବହୁତ ଦୁଖଃ ହୋଇଥାଏ । ତେବେ ଆଜିର ଦିନ ରେ ବହୁତ ଲୋକଙ୍କର ଝିଅ ରହିଛି ଏବଂ ସେମାନେ ଗୋଟେ ପୁଅ ପରେ ଫ୍ୟାମିଲି ପ୍ଲାନିଂ କରିବାକୁ ଚାହୁଁଛନ୍ତି ।
ତେବେ କଣ ଆପଣ ମାନେ ଜାଣନ୍ତି ଯେ ପୁଅ ହେବ ବା ଝିଅ ଏହା ପୁରୁଷ ଙ୍କ ଧାତୁ ଉପରେ ହିଁ ନିର୍ଭର କରିଥାଏ । କାରଣ ମହିଳା ଙ୍କ ଗର୍ଭ ରେ କେବଳ ଏକ୍ସ କ୍ରମୋଜନ ହୋଇଥାଏ ଯାହା ପୁରୁଷ ଙ୍କ ଦ୍ୱାରା ଫର୍ଟିଲାଇଜର କରାଜାଇଥାଏ । ତେବେ ବୈଜ୍ଞ୍ୟାନିକ ମାନଙ୍କ କହିବା ଅନୁସାରେ ଯେତେ ବେଳେ ପୁରୁଷ ଧାତୁରେ ଏକ୍ସ କ୍ରମୋଜନ ଆସିଥାଏ ସେତେ ବେଳେ ଝିଅ ହୋଇଥାଏ । ଆଉ ଯେତେ ବେଳେ ପୁରୁଷ ଧାତୁରେ ୱାଇ କ୍ରୋମଜର ଫର୍ଟିଲାଇଜିଂ ଆସିଥାଏ ସେତେ ବେଳେ ପୁଅ ଜନ୍ମ ହୋଇଥାଏ ।
ତେବେ ଆଜି ଆମେ ଆପଣ ମାନଙ୍କୁ ଜଣେଇବୁ କି କଣ ଖାଇବା ଏବଂ କଣ କରିବା ଦ୍ୱାରା ଆପଣ ମାନଙ୍କର ପୁଅ ଜନ୍ମ ହେବ । ବୈଜ୍ଞ୍ୟାନିକ ମାନଙ୍କ କହିବା ଅନୁସାରେ ଆପଣମାନଙ୍କୁ କନସିବ କରିବା ଆଗରୁ ଏହା ଜାଣିବା ଆବଶ୍ୟକ ଯେ ପୁରୁଷଙ୍କ ପିଏଚ ଲେବଲ ଜାଣିବା ବହୁତ ଆବଶ୍ୟକ ଅଟେ । ଯଦି ତାଙ୍କ ପିଏଚ ଏସିଡିକ ରହୁଛି ଏହାର ଅର୍ଥ 7 ଠାରୁ କମ ରହୁଛି ତେବେ କନସିବ କରିବା କଷ୍ଟକର ହୋଇଥାଏ । କିନ୍ତୁ ଯଦି ପୁରୁଷ ପିଏଚ ଲେବଲ 7 ଉପରେ ରହୁଛି ତେବେ କନସିବ କରିବା ସହଜ ହୋଇଥାଏ ।
ସେଥିପାଇଁ ଡାକ୍ତର ମାନେ କୁହନ୍ତି 7.2, 8.2 ପିଏଚ ଥିବା ଧାତୁ ବହୁତ ଏକଟିବ ରୁହନ୍ତି ଆଉ ବହୁତ ଶୀଘ୍ର ଫର୍ଟିଲାଇଜ କରିଥାନ୍ତି । ତେବେ ଯାହାର ପିଏଚ ଲେବଲ କମ ଅଛି ତାଙ୍କୁ ଅଧିକ ଆଲକା ଲାଇନ ଜିନିଷ ଖାଇବା ଉଚିତ ଏହା ଦ୍ଵାରା ଆପଣଙ୍କ ପିଏଚ ଲେବଲ ବଢିଥାଏ ଆଉ ଆପଣଙ୍କ ସ୍ତ୍ରୀ ବହୁତ ଶୀଘ୍ର କନସିବ କରନ୍ତି ।
ତେବେ ପୁରୁଷ ମାନଙ୍କୁ ଆଲକାଳୀନ ଫୁଡ ଖାଇବା ଉଚିତ ଯାହା ଦ୍ଵାରା ଆପଣଙ୍କ ବଡି ରେ ୱାଇ କ୍ରୋମଜୋନ ମାତ୍ରା ବଢିବ ଆଉ ଆପଣ ଏହା ପାଇଁ ସବୁ ପ୍ରକାର ଡାଲି ସେବନ କରନ୍ତୁ ବିଶେଷ କରି ବିରି ଖାଆନ୍ତୁ । ଏହା ଛଡା ଯେତେ ପ୍ରକାର ସବୁଜ ଖାଦ୍ୟ ଖାଇ ପାରିବେ, ସିମ୍ଳା ଲଙ୍କା , ଅଦା, ଲେମ୍ବୁ, ଟମାଟର, କାକୁଡି, ଆଉ ବହୁତ ଜିନିଷ ଅଛି ଯାହା ଦେଖିବାକୁ ସବୁଜ ଅଟେ ଏହା ସବୁ ଆପଣ ସେବନ କରି ପାରିବେ । ଏହା ଆପଣଙ୍କ ଧାତୁ ସଂଖ୍ୟା ବଢାଇଥାଏ ।
ଯେଉଁ ମାନେ ମାଂସ ଖାଆନ୍ତି ସେମାନେ ମାଛ ସେବନ କରନ୍ତୁ ମାଂସ ସେବନ କରନ୍ତୁ ନାହିଁ । ଏହା ଆପଣଙ୍କ ବଡି ଖରାପ କରି ପାରେ ଆପଣ କେବଳ ମାଛ ସେବନ କରନ୍ତୁ ଛୋଟ ବଡ କେବଳ ମାଛ ଖାଆନ୍ତୁ ଦେଖିବେ ଆପଣ ଙ୍କର ନିଶ୍ଚିନ୍ତ ପୁତ୍ର ସନ୍ତାନ ହବ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।