IAS ପରୀକ୍ଷା : କେଉଁ ଦ୍ରଵ୍ୟ ପାଣିରେ ଭିଜେ ନାହିଁ, ୯୯% ପ୍ରତିଶତ ଲୋକ ଭୁଲ୍ ଉତ୍ତର ଦେଇଛନ୍ତି । ଉତ୍ତର ଦେଇ ଜାଣନ୍ତୁ କେତେ ଜ୍ଞାନ ଆପଣକ ରହିଛି ?

Spread the love

କୌଣସି ପ୍ରତିନ୍ଦ୍ଵଦିତ ପରୀକ୍ଷାର ପ୍ରସ୍ତୁତି କରୁଥିବା ପରୀକ୍ଷାର୍ଥି ଭଲ ଭାବରେ ଜାଣିଥାନ୍ତି ଯେ, ସେମାନେ ଏହାକୁ ପାର କରିବା କେତେ କଠିନ ଅଟେ । ଏହାପାଇଁ ଦିନରାତି ପରିଶ୍ରମ କରିବାକୁ ପଡିଥାଏ । କିନ୍ତୁ ଏହି ପରୀକ୍ଷାରେ ଲିଖିତର ପ୍ରସ୍ତୁତି ସହିତ ଆପଣଙ୍କୁ ମୌଖିକ ପରୀକ୍ଷାର ମଧ୍ୟ ପ୍ରସ୍ତୁତିରେ ଦୃଢ଼ ହୋଇଥିବା ଦରକାର ଅଟେ । କାରଣ ଏହି ପରୀକ୍ଷା ଗୁଡିକରେ ମୌଖିକ ପରୀକ୍ଷାର ଭୂମିକା ମୁଖ୍ୟ ଅଟେ । ଅନେକ ଥର ମୌଖିକ ଦେବାକୁ ଆସିଥିବା ପରୀକ୍ଷାର୍ଥୀ ମାନଙ୍କର ଆତ୍ମବିଶ୍ଵାସ ଏବଂ ସାଧାରଣ ଜ୍ଞାନ ପରୀକ୍ଷା କରିବା ପାଇଁ ଚତୁରତା ପୂର୍ଣ୍ଣ ପ୍ରଶ୍ନ ପଚାରିଥାନ୍ତି । ଏପରି ପ୍ରଶ୍ନ ପଚରା ଯାଇଥାଏ ଯେ, ଆସିଥିବା ପରୀକ୍ଷାର୍ଥୀଙ୍କ ମସ୍ତିଷ୍କ ଘୁମେଇ ଯାଏ । ଯଦି ଆପଣ ଏହିପରି ପରୀକ୍ଷାର ପ୍ରସ୍ତୁତି କରୁଥିବେ; ତେବେ ଆପଣ ଏହି ପ୍ରଶ୍ନଗୁଡିକର ଉତ୍ତର ଦେଇ ଜାଣି ପାରିବେ ଯେ ଆପଣଙ୍କ କେତେ ପ୍ରସ୍ତୁତି ଶେଷ ହୋଇଛି । ତେବେ ଏହିପରି ପ୍ରଶ୍ନ ଏବଂ ତାର ଉତ୍ତର ଜାଣିବା ଆସନ୍ତୁ ।

ପ୍ରଶ୍ନ : ଦୁନିଆରେ ଏପରି କେଉଁ ଜିନିଷ ଅଛି, ଯାହାର ନାମ ନେବା ସହିତ ତାହା ଭାଙ୍ଗି ଯାଇଥାଏ ?

ଉତ୍ତର : “ନୀରବତା ଏବଂ ଶାନ୍ତି” ନାମ ନେବା ସହିତ ଭାଙ୍ଗି ଯାଇଥାଏ ।

ପ୍ରଶ୍ନ : କେଉଁ ଫଳ ମିଠା ହୋଇଥଲେ ମଧ୍ୟ ବଜାରରେ ବିକ୍ରି ହୁଏ ନାହିଁ ?

ଉତ୍ତର : ପରିଶ୍ରମର ଫଳ ବହୁତ ମିଠା ଅଟେ ଯାହା ବଜାରରେ ବିକ୍ରି ହୁଏ ନାହିଁ ।

ଜେମସ୍ ବଣ୍ଡଙ୍କୁ ଏକ ଉଡାଜାହାଜରୁ ବିନା ଆକାଶ ଛତାରେ ବାହାର କରା ଦିଆଯାଏ । କିନ୍ତୁ ସେ ବଞ୍ଚି ଯାଆନ୍ତି, କିପରି ?

କାରଣ ଉଡାଜାହାଜ ସେତେବେଳେ ରନୱେରେ ଥାଏ ।

ଜଣେ ହତ୍ୟାକାରୀକୁ ମୃତ୍ୟୁଦଣ୍ଡ ମିଳିଲା । ତାକୁ ତିନୋଟି କୋଠରୀ ମଧ୍ୟରୁ ଗୋଟିକକୁ ବାଛିବା ପାଇଁ ହେବ । ପ୍ରଥମ କୋଠରୀରେ ନିଆଁ ଜଳୁଥିଲା । ଦ୍ଵିତୀୟ କୋଠରୀରେ ବନ୍ଧୁକ ପରିପୂର୍ଣ୍ଣ ଥିଲା, ତା ସହିତ ହତ୍ୟାକାରୀମାନେ ଉପସ୍ଥିତ ଥିଲେ ଏବଂ ତୃତୀୟ କୋଠରୀ ସିଂହମାନଙ୍କ ଦ୍ଵାରା ଭର୍ତ୍ତି ଥିଲା, ଯିଏ କି ତିନି ବର୍ଷ ହେଲା ଭୋକିଲା ଅଛନ୍ତି । ତେବେ କୁହନ୍ତୁ ତା’ପାଇଁ କେଉଁ କୋଠରୀ ସୁରକ୍ଷିତ ହେବ ?

ତୃତୀୟ କୋଠରୀ ସୁରକ୍ଷିତ ହେବ । କାରଣ ତିନି ବର୍ଷ ପର୍ଯ୍ୟନ୍ତ ଭୋକିଲା ରହିବା ପରେ ସିଂହ ବଞ୍ଚି ନ ଥିବେ ।

ଆପଣଙ୍କ ପାଖରେ ଦୁଇଟି ଗାଈ ଏବଂ ଚାରୋଟି ଛେଳି ଅଛି । ତେବେ ଆପଣଙ୍କ ପାଖରେ କେତୋଟି ଗୋଡ ଅଛି ?

ଜଣେ ମଣିଷ ପାଖରେ କେବଳ ଦୁଇଟି ଗୋଡ଼ ରହିଥାଏ ।

ଦୁଇଟି ଯାଆଁଳା ଶିଶୁ ଆଦର୍ଶ ଏବଂ ଅନୁପମ ମଇରେ ଜନ୍ମ ହେଲେ କିନ୍ତୁ ସେମାନଙ୍କର ଜନ୍ମ ତାରିଖ ଜୁନରେ ପଡେ । ଏହା କିପରି ସମ୍ଭବ ଅଟେ ?

ଏହା ନିଶ୍ଚିତ ସମ୍ଭବ ହୋଇପାରେ । କାରଣ ମଇ ଏକ ସ୍ଥାନର ନାମ ଅଟେ ।

ଯଦି ଆପଣଙ୍କ ଗୋଟିଏ ହାତରେ ୩ଟି ସେଓ, ୪ଟି କମଳା ଏବଂ ଅନ୍ୟ ହାତରେ ୪ଟି ସେଓ, ୩ଟି କମଳା ଅଛି । ତେବେ ଆପଣଙ୍କ ପାଖରେ କଣ ଅଛି ?

ବହୁତ ବଡ଼ ହାତ

ଇଂରାଜୀର କେଉଁ ୩ ଅକ୍ଷରର ଶବ୍ଦ ଯାହା ଏକ ଯୁବତୀକୁ ମହିଳା କରିଦିଏ ?

Age

କୁହନ୍ତୁ, ଏପରି କେଉଁ ଜିନିଷ ଅଛି ଯାହା ପାଣିରେ ଭିଜେ ନାହିଁ ?

ଛାଇ

ଆଇଏଏସ ଇଣ୍ଟରଭ୍ୟୁରେ ମୌଖିକ ପଚାରୁଥିବା ବ୍ୟକ୍ତି ପରୀକ୍ଷାର୍ଥୀ ପାଇଁ ଏକ କପ୍ କଫି ମଗାଇଲେ । କଫିର କପ୍ ପରୀକ୍ଷାର୍ଥୀର ଆଗରେ ରଖି ପଚାରିଲେ- “ହ୍ଵାଟ ଇଜ ବିଫୋର ୟୁ” ?

ପରୀକ୍ଷାର୍ଥୀ ଜଣକ “T”ରେ ନିଜର ଉତ୍ତର ଦେଲେ । ପ୍ରକୃତରେ ମୌଖିକ ପଚାରୁ ଥିବା ବ୍ୟକ୍ତି ପଚାରି ଥିଲେ ‘U’ (ଆଲଫବେଟ) ପୂର୍ବରୁ କଣ ଆସେ ? ଅର୍ଥାତ ‘U’ ପୂର୍ବରୁ ‘T’ (ଆଲଫବେଟ) ଆସିଥାଏ ।

ଜଣେ ବ୍ୟକ୍ତି ଆଠ ଦିନ ନ ଶୋଇକି କିପରି ରହିପାରେ ?

କାରଣ, ସେ ରାତିରେ ଶୋଇପଡେ ।

ଭାରତର କେଉଁ ରେଲଗାଡି ସବୁଠାରୁ ଦ୍ରୁତ ଗତିରେ ଚାଲେ ?

ଶତାବ୍ଦୀ ଏକ୍ସପ୍ରେସ ସବୁଠାରୁ ଦ୍ରୁତ ଗତିରେ ଚାଲେ ।

ଆଶା କରୁଛୁ ଆପଣଙ୍କ ନିଶ୍ଚୟ ଭଲ ଲାଗିଥିବା । ଯଦି ଭଲ ଲାଗେ ତେବେ ସଙ୍ଗେଙ୍କ ମଧ୍ୟରେ ଶେୟାର କରନ୍ତୁ । Comment Boxରେ ନିଜ ମତାମତ ନିଶ୍ଚୟ ଦିଅନ୍ତୁ । ଧାନବାଦ !