IAS ବନାଇଛନ୍ତି ଏମିତି ଏକ ଅମୃତ ଯାହାକୁ ପିଇବା କ୍ଷଣେ ମରି ଯାଇଥିବା ମଣିଷ ବି ……..

ବିହାରର IAS ବନାଇଛନ୍ତି ଏମିତି ଏକ ଜୀବନ ଦାନ ଔଷଧ ଯାହାକୁ ପିଇବା କ୍ଷଣେ ମୃତ୍ୟୁ ହୋଇଯାଇଥିବା ମଣିଷ ବି ହୋଇଯିବ ଠିଆ।
ଆସନ୍ତୁ ଜାଣିବା ପୃଥିବୀରେ ରେକର୍ଡ କରିଥିବା ବିହାରର ଆଇଏଏସ ଅଧିକାରୀ ଏସ.ଏମ.ରାଜୁ । ସେ ଗୋଟିଏ ଦିନରେ 90 ଲକ୍ଷ ଗଛ ଲଗାଇ ଦୁନିଆକୁ ଚକିତ କରି ଦେଇଛନ୍ତି । ତାଠାରୁ ଆହୁରି ଚକିତ ବା ଆଶ୍ଚଯ୍ୟର କଥା ସେ ଉଦ୍ଭାବନ କରିଥିବା ଜୀବନ ଦାନ ଔଷଧ ! ବାସ୍ତବରେ ଶ୍ରୀଯୁକ୍ତ ଏସ.ଏମ.ରାଜୁଙ୍କ ଜୀବନ କମ୍ ଚକିତ କରିଲା ଭଳି ନାହିଁ । 1973 ମସିହାରେ ଏସ.ଏମ.ରାଜୁ ଏକ ଗମ୍ଭୀର ରୋଗର ଶିକାର ହୋଇଥିଲେ ଆଉ ତାଙ୍କ ପଢିବା ବନ୍ଦ ହୋଇଯାଇଥିଲା।
ଡ଼କ୍ଟର କହିଥିଲେ ଯେ ଆୟୁର୍ବେଦର ସାହାଯ୍ୟରେ ରୋଗକୁ ଭଲ କରାଯାଇ ପାରିବ । ତା’ପରେ ରାଜୁ ନିଜେ ରୋଗ ମୁକ୍ତ ହେବା ପାଇଁ ଅନେକ ବିଷୟର ଔଷଧୀୟ ପୁସ୍ତକକୁ ପଢି ପଢି ସେ ଔଷଧକୁ ଖୋଜି ବାହାର କରିଥିଲେ ଓ ସେ ନିଜେ ଚିକିତ୍ସିତ ହୋଇଥିଲେ । ଇଣ୍ଡିଆ ସମ୍ବାଦର ଏକ ବାର୍ତ୍ତାଲାପରେ ରାଜୁ କହିଥିଲେ ଯେ ତାଙ୍କର ଔଷଧ ଅଶ୍ଵଗନ୍ଧା, ଅଁଳା, ନିମ, ବେଲ ଓ ଗୋକୁଳ ପରି ଯୋଡିବୁଟୀରେ ବନିଥିଲା । ସେ କହିଥିଲେ ନୁଆଁ ଜୀବନ ଦେବା ପାଇଁ ଏ ଏକ ଅଦ୍ଭୁତ ଔଷଧ । ସେହି ଔଷଧରେ ରାଜୁ ତାଙ୍କ ପିତାଙ୍କୁ ଏକ ଗମ୍ଭୀର ରୋଗରୁ ମୁକ୍ତି ଦେଇଥିଲେ।
ତା’ପରେ ସେ ଅଟକି ନଥିଲେ । ସେ ନିଜର ଔଷଧ ସାହାଯ୍ୟରେ ଦେଶର ତାଙ୍କ ବାପାଙ୍କ ପରି ଗମ୍ଭୀର ରୋଗରେ ପୀଡିତ ଥିବା ଲୋକଙ୍କୁ ମୁକ୍ତି କରିବାରେ ଲାଗିଛନ୍ତି । ଏହି କାରଣରୁ ସେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହିତ ମିଶିଥିଲେ । କାହିଁକି ନା ନୀତିଶ କୁମାରଙ୍କ ପିତା ଓ ଭାଇ ବି ଆୟୁର୍ବେଦର ବିଷୟରେ ଜାଣିଥିଲେ । ନୀତିଶ କୁମାର, ରାଜୁଙ୍କୁ ଆୟୁଷ ମନ୍ତ୍ରାଳୟରୁ ଏହି ଔଷଧର ଲାଇସେନ୍ସ କରିବା ପାଇଁ କହିଥିଲେ । ଆୟୁଷ ମନ୍ତ୍ରାଳୟ ରାଜୁଙ୍କୁ ଔଷଧକୁ ସ୍ୱୀକୃତି ପ୍ରଦାନ କରିଦେଇଥିଲା ।
ରାଜୁ କହିଥିଲେ ଯେ ତାଙ୍କର ଔଷଧକୁ ବେଙ୍ଗାଲୁରୁର ଏକ କମ୍ପାନୀ ବନାଉଛି । ଏଥିପାଇଁ ସେ ନିଜକୁ ଖୁସି ଅନୁଭବ କରୁଛନ୍ତି। ଏହି ଔଷଧ ଦ୍ଵାରା ସେ ଦେଶର ଏହି ଗମ୍ଭୀର ରୋଗର ପିଡୀତାଙ୍କୁ ମୁକ୍ତି ଦେଇପାରିଥିଲେ ।
ନିଜ କର୍ମମୟ ଜୀବନରୁ ବିଚ୍ୟୁତି ନ ହୋଇ ମଧ୍ୟ ସମାଜର ତଥା ଦେଶର ମଙ୍ଗଳ ପାଇଁ ସେ ଯେଉଁ ଔଷଧ ଦେଇଯାଇଛନ୍ତି ଜାତ ଯୁଗ ଯୁଗ ପାଇଁ ତାଙ୍କୁ ଆମର କରିବା !